ମହିଳା ମାନଙ୍କର ୭ ଟି ସମସ୍ୟାର ସମାଧାନ ହେଉଛି ଜୁଆଣିର ପାଣି- ବାସ ସେବନ କରିବାର ତରିକା ଜାଣନ୍ତୁ

ଦୁନିଆରେ ଭାରତୀୟ ଖାଇବା ପିଇବା ବହୁତ ମଶହୂର ଅଟେ । ଏହାର ମୁଖ୍ୟ କାରଣ ଏହା କି ଭାରତୀୟ ଖାଇବାରେ ବହୁତ ପ୍ରକାର ମସଲାର ଉପଯୋଗ କରାଯାଇଥାଏ । ଏହି ମସଲା ମଧ୍ୟରୁ ଜୁଆଣୀ ଗୋଟେ । ଜୁଆଣୀ ଖାଇବାର ସ୍ଵାଦ ବଢାଇ ଥାଏ ,ଏବଂ ଏହା ଦେହ ପାଇଁ ବି ସେତିକି ଲାଭଦାୟକ ହୋଇଥାଏ ଏହା ଛାଡ ଜୁଆଣୀ ପାଣି ପିଇବା ଦ୍ଵାରା ମୋଟ ପଣ କମ ହୋଇଥାଏ ,ଆସନ୍ତୁ ଜାଣିବା ଏହା ବିଷୟରେ ।

ମହିଳା ମାନଙ୍କ ପାଇଁ ଜୁଆଣୀ ପାଣିର ଫାଇଦା

୧ -ପେଟ ଦରଜ କମାଇବା ପାଇଁ

ଏହା ପେଟ ଦରଜ ପାଇଁ ଏକ ଭଲ ଚିକିସା ଅଟେ । ସବୁଦିନ ଏହାକୁ ପିଇଲେ ପେଟ ଦରଜ ରୁ ମୁକ୍ତି ମିଳିଥାଏ ।

୨ -ଗ୍ୟାସ ସମସ୍ୟା

ଗ୍ୟାସର ସମସ୍ୟା ଏହି ପାଣି ପିଇବା ଦ୍ଵାରା ଠିକ ହୋଇଥାଏ ।

୩ -ପିରିୟଡ ର ସମସ୍ୟା

ରାତିରେ ଶୋଇବା ପୂର୍ବରୁ ମାଟି ପାତ୍ରରେ ଜୁଆଣିକୁ ଭିଯାଇ ଦିଅନ୍ତୁ ଏହା ପରେ ତାପର ଦିନ ସକାଳୁ ମହିଳା ମାନଙ୍କୁ ଏହି ପାଣିକୁ ପିଇବା ଦରକାର ।

୪ ୟୁରିନ ଇନଫେକ୍ଶନ

ୟୁରିନ ଇନଫେକସନ ଏହା ପିଇବା ଦ୍ଵାରା ଠିକ ହୋଇଥାଏ । ସବୁବେଳେ ମହିଳା ମାନେ ୟୁରିନ ଇନଫେକସନ ପାଇଁ ଚିନ୍ତାରେ ରହିଥାନ୍ତି । ଜୁଆଣୀ ପାଣି ପିଇଲେ ଏହି ସମସ୍ଯା ଦୂର ହୋଇଥାଏ ।

୫ -ତଣ୍ଟିରେ ସମସ୍ୟା ଏବଂ ମୁହଁ ର ଗନ୍ଧ ରୁ ପିଛା ଛଡାଇବାରେ

ଜୁଆଣୀ ପାଣି ପିଇବା ଦ୍ଵାରା ତଣ୍ଟି ରେ ହେଉଥିବା ସମସ୍ୟା ଦୂର ହୋଇଥାଏ ଏବଂ ମୁହଁ ର ଗନ୍ଧ ଠିକ ହୋଇଥାଏ ।

୬ – ଓଜନ କମ କରିବା ପାଇଁ

ସବୁ ମହିଳା ମାନେ ମୋଟା ପାଇଁ ପରିସାନ ହେଉଛନ୍ତି । ବହୁତ କମ ଲୋକ ଜାଣିଥିବେ କି ଜୁଆଣୀ ପାଣି ପିଇଲେ ଓଜନ କମ ହୋଇଥାଏ ।

୭ -ସ୍ତନପାନ ର ସମସ୍ୟା ସମୟରେ ଜୁଆଣୀ ପାଣିର ଫାଇଦା

ସ୍ତନପାନ କରାଉଥିବା ସମୟରେ ଜୁଆଣୀ ପାଣି ର ଉପଯୋଗ ବହୁତ ଲାଭକାରୀ ହୋଇଥାଏ ।

ଜୁଆଣୀ ପାଣି ବନାଇବାର ବିଧି

ଦୁଇ ଚାମଚ ଜୁଆଣୀ ଏକ କପ ପାଣିରେ ଭିଜାନ୍ତୁ ଏବଂ ସାରା ରାତେ ପାଇଁ ଛାଡି ଦେଅନ୍ତୁ । ତା ପରଦିନ ସକାଳୁ ଏହି ପାଣିକୁ ଛାଣି ପିଅନ୍ତୁ । ଜୁଆଣୀ ପାଣି ପିଇବା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ୟା ଦୂର ହୋଇଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *