ମାସିକ ଧର୍ମ ସମୟ ରେ ମହିଳା ମାନେ କରନ୍ତୁ ନାହିଁ ଏହି କାର୍ଯ୍ୟ- ନଚେତ୍ ଘରେ ଆସିଥାଏ ଦାରିଦ୍ର୍ୟତା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ତ ଜାଣିଥିବେ ପ୍ରତ୍ୟକ ମାସ ରେ ମହିଳା ମାନଙ୍କ ଶରୀରରେ ଏକ ପରିବର୍ତ୍ତନ ଆସେ ଯାହାକୁ ପିରିୟଡ୍ସ, ବା ଋତୁସ୍ରାବ କୁହାଯାଏ । ଏହାକୁ ମାସିକ ଧର୍ମ ମଧ୍ୟ କୁହାଯାଏ । ତେବେ ଏହି ମାସିକ ଧର୍ମ ସମୟରେ ବହୁତ କିଛି ନିୟମ ଅଛି ଯାହାକୁ ମାନି ଚଳିବା ନିତ୍ୟାନ୍ତ ଆବଶ୍ୟକ କିନ୍ତୁ ଯଦି ଆପଣ ଏହି ନିୟମକୁ ପାଳନ୍ତି ନାହିଁ ତେବେ ଆପଣଙ୍କର ବହୁତ ଖରାପ ହୋଇଥାଏ । ବିଶେଷ କରି ଯଦି ବିବାହିତ ମହିଳା ଏହି ନିୟମ ନ ମାନନ୍ତି ତେବେ ସ୍ଵାମୀ ମାନଙ୍କ ପାଇଁ ଅଭୁତ କ୍ଷତି ହୁଏ ଓ ଘରେ ଦାରିଦ୍ର୍ୟତା ମାଡି ଆସେ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ସ୍ମାୟରେ ଆପଣଙ୍କୁ କେଉଁ ସବ କାର୍ଯ୍ୟରୁ ନିବୃତ ରହିବା ଦରକାର, ନଚେତ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏମିତି ତ ଏହାକୁ ୭ଦିନ ପର୍ଯ୍ୟନ୍ତ ପାଳନ କରାଯାଏ କିନ୍ତୁ କେବଳ ୩ ରୁ ୪ ଦିନ ପର୍ଯ୍ୟନ୍ତ ହିଁ ଏହା ପାଳନ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମ ଏହି ସମୟରେ ପାଳିବାକୁ ପଡେ-

ଏହି ମାସିକ ଧର୍ମ ସମୟରେ ଆଗରୁ ଆମର ପ୍ରଥା ଅଛି କି ନାରୀ ମାନେ ଏହି ସମୟରେ ଏକା ଗୋଟେ ଘରେ ୭ଦିନ ପର୍ଯ୍ୟନ୍ତ ରହିବା । ନ ଗାଧୋଇ ଏହି ୭ ଦିନ ରହିବାକୁ ହୋଇଥାଏ, କିନ୍ତୁ ଆଜି କଲି କେହି ଏହି କଥା ମାନୁ ନାହାନ୍ତି, ସମସ୍ତେ ଆଗ ଗଢେଇବାକୁ କହୁଛନ୍ତି । ଏହା କିନ୍ତୁ ଭୁଲ, ଯଦି ମହିଳା ମାନେ ପିରିୟଡ୍ ସମୟ ରେ ଗାଧୋଇବା ସ୍ଥାନ କୁ ଯାଆନ୍ତି ତେବେ ଘରୁ ମାତା ଲକ୍ଷ୍ମୀ ପଳେଇ ଜାଇ ଥାନ୍ତି । ତେଣୁ ଏହି କଥାକୁ ମାନି ଚାଲିଲେ କାହାରି ଅସୁବିଧା ହେବ ନହିଁ ।

ଏହି ମାସିକ ଧର୍ମ ସମୟରେ କେବେ କୌଣସି ଓଷା ବ୍ରତ କରିବା କଥା ନୁହେଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । କୌଣସି ପ୍ରକାରର ନିଶା ଦ୍ରବ୍ଯ  ମଧ୍ୟ ସେବନ କରନ୍ତୁ ନାହିଁ । ଏହା ଭବିଷ୍ୟତ ପାଇଁ ଖରାପ ହୋଇଥାଏ । ଧୂମ ପାନ ର ସେବନ ବି ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ଥାଏ । ଏହା ବ୍ଯତୀତ ଶାରୀରିକ ସମ୍ବନ୍ଧ ମଧ୍ୟ ଶାରୀରିକ ସମ୍ପର୍କ ମଧ୍ୟ ରଖିବା ଖରାପ ଅଟେ ।

ଏହି ସମୟରେ କାହାକୁ ମୁଣ୍ଡିଆ ମାରିବା, ମନ୍ଦିର ସ୍ଥାନ କୁ ଯିବା ଆଦି କାମ କରନ୍ତୁ ନାହିନ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଓ ଅନ୍ୟ ଦେବା ଦେବୀ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି । ଏହି ସ୍ବାଉ କାମ ରୁ ନିଜକୁ ଦୂରେଇ ରଖନ୍ତୁ ନିଜର ମାସିକ ଧର୍ମ ସମୟରେ , ନଚେତ ଆପଣଙ୍କ ଘରେ ଦରିଦ୍ରତା ଦେଖାଦେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *