ମହିଳାମାନେ ଏମିତି ପୋଛା ଲଗାଇଲେ ଘରକୁ ଆସେ ଦରିଦ୍ରତା- Ajira Anuchinta

ଘରେ ସ୍ବଚ୍ଛତା ରଖିବା ଦ୍ଵାରା ଘରେ ସମ୍ପର୍ନତା ବଢିଥାଏ । ଘରକୁ ସକାରାତ୍ମକ ଊର୍ଜା ଓ ସୁଖ ଶାନ୍ତି ଆସିଥାଏ । ଅଳିଆ ଆବର୍ଜନା ଘରକୁ ଦରିଦ୍ରତା ଆମନ୍ତ୍ରଣ କରିଥାଏ । ସେଥିପାଇଁ ଘରର ଅଳିଆ ଆବର୍ଜନାକୁ ସର୍ବଦା ଘରଠାରୁ ଦୂରରେ ରଖିବା ଉଚିତ । ଯାହା ଦ୍ଵାରା ଘରେ ଦରିଦ୍ରତା ଓ କ୍ଲେଶ ସବୁବେଳେ ଦୂରରେ ରହିବ । ଆମେ ଘରକୁ ସଫା ସୁତୁରା ରଖିବା ପାଇଁ ପୋଛା ତ ଲଗାଇ ଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତିକି ପୋଛା ଲଗାଇବା ସମୟରେ କିଛି ଭୁଲ କରିଥାନ୍ତି ।

ତେବେ ତାର ବିପରୀତ ପରିଣାମ ଭୋଗିବାକୁ ପଡିଥାଏ । ଆମକୁ ଲାଗିଥାଏକି ପୋଛା ଲଗାଇବା ଦ୍ଵାର ଆମ ଘର ସଫା ହୋଇଥାଏ କିନ୍ତୁ ପୋଛା ଲଗାଇବା ସମୟରେ କିଛି ଜିନିଷର ଧ୍ୟାନ ନରଖୁଛେ ତେବେ ଆପଣ ଆପଣଙ୍କ ଘରକୁ ଗରିବୀକୁ ଆମନ୍ତ୍ରଣ କରୁଛନ୍ତି ।


ଯେମିତି ଆମ ଝାଡୁର ଉପଯୋଗ ସାବଧାନତାର ସହିତ କରିଥାଉ ଓ ଏହାର ଉପଯୋଗ କରିବା ସମୟରେ କିଛି କଥାର ଧ୍ୟାନ ରଖିଥାନ୍ତି ଠିକ ସେହିପରି ହିଁ ଆମେ ପୋଛା ଲଗେଇବା ସମୟରେ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ । ଦିନ ୧୨ଟା ପରେ କି ସନ୍ଧ୍ଯା ସମୟରେ ପୋଛା ଲଗାଇବା ଅନୁଚିତ । ପୋଛା ସବୁବେଳେ ସକାଳେ ଲଗାଇବା ଉଚିତ । ଯାହା ଦ୍ଵାରା ଘରେ ଜମା ହୋଇଥିବା ନକରାତ୍ମକ ଊର୍ଜା ଘରୁ ବାହାରକୁ ଚାଲିଯାଇଥାଏ । ଘର ସକାରାତ୍ମକ ଊର୍ଜା ଓ ସ୍ବଚ୍ଛତାରେ ଭରପୁର ହୋଇଥାଏ ।


ଗୁରୁବାର ଦିନ ପୋଛା ଲଗାନ୍ତୁ ନହିଁ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ପୋଛା ଲଗାଇବା ଅନୁଚିତ ହୋଇଥାଏ । ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିଥାଏ । ଆପଣ ଏହି ଦିନ ଘରକୁ ଭଲସେ ସଫା କରିପାରିବେ । ଅଳିଆ ଆବର୍ଜନା ବାହାର କରିପାରିବେ କିନ୍ତୁ ଘରକୁ ପୋଛା ମାରିପାରିବା ନହିଁ । ଏହା ଛଡା ନୂଆ ପୋଛା ଘରକୁ ଆଣିବା ପାଇଁ ଚିନ୍ତା କରୁଛନ୍ତିତ ଆପଣ ଗୁରୁବାର ଦିନ ଅପଣ ନୂଆ ପୋଛା ଆଣିପାରିବେ । ଅନେକ ଲୋକ ଥାନ୍ତି ଭଙ୍ଗା ବାଲଟିକୁ ପୋଛା ଲଗାଇବାରେ ବ୍ୟବହାର କରିଥାନ୍ତି । କିନ୍ତୁ କେବେବି ଭାଙ୍ଗି ଯାଇଥିବା ବାଲଟିରେ ପାଣି ଭର୍ତି କରି ପୋଛା ଲଗାନ୍ତୁ ନହିଁ ।


ଏହାକୁ ବହୁତ ଅଶୁଭ ମନାଯାଇଥାଏ, ଏହା ଦ୍ଵାରା ପୋଛାରୁ ମିଳୁଥିବା ଲାଭ କେବେବି ମିଳିପାରିବ ନହିଁ ।  ପୋଛା ସବୁବେଳେ ଉତ୍ତର ଦିଗରୁ ହିଁ ଆରମ୍ଭ କରିବା ଉଚିତ । ଉତ୍ତର ଡ଼ିଆଇଜି ସବୁଠୁ ଶୁଭ ଓ କୁବେରଙ୍କ ଦିଗ ବୋଲି କୁହାଯାଇଥାଏ । ଉତ୍ତର ଦିଗରୁ ପୋଛା ଲଗାଇବା ଦ୍ଵାରା ଏହାର ସବୁ ତତ୍ଵ ସବୁ ଘରେ ବନି ରହିଥାଏ । ଧନ, ଲକ୍ଷ୍ମୀ ମା ଙ୍କ ପ୍ରବେଶ ଏହି ଉତ୍ତର ଦିଗରୁ ହିଁ ହୋଇଥାଏ । ସେଥିପାଇଁ ଯଦି ଆପଣ ସବୁଠୁ ଉତ୍ତର ଦିଗକୁ ସଫା କରୁଛନ୍ତି ଘରେ ସମ୍ପର୍ନତା, ସମୃଦ୍ଧି, ସୌଭାଗ୍ୟ ସର୍ବଦା ବନି ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *