ମହିଳା Policeଙ୍କ ଏହି ଲଜ୍ୟାଜନକ କାମ ଦେଖି ଆପଣ କ୍ରକ୍ତ ଗରମ ହୋଇଯିବ- ଥରେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପୋଲିସ ମାନଙ୍କର ଏମିତି କିଛି କଳା କାରନାମା ରହିଛି ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ନେଇ ଆସିଛୁ ।

ଏହି ଭିଡିଓରେ ମଧ୍ୟପ୍ରଦେଶର ମହିଳା ପୋଲିସ ମାନେ ଏପରି ଢଙ୍ଗରେ ଡ୍ୟାନ୍ସ କରୁଛନ୍ତି ଯାହା ଆପଣ ମାନେ ଦେଖି ପାରିବେ । ଏହା ଆମ ଦେଶର ପୋଲିଆ ମାନଙ୍କ ପାଇଁ କେତେ ଯେ ନି-ନ୍ଦ-ନୀ-ୟ ଘଟଣା ଅଟେ ତାହା ଏହି ମହିଳା ପୋଲିସଙ୍କ ହରକତ ଦେଖି ଜଣା ପଡୁଛି । ଅନ୍ୟ ଏକ ଘଟଣା ରେ ଜଣେ ପୋଇସ ଅଫିସରଙ୍କ ସ୍ତ୍ରୀଙ୍କ କହିବା ମୁତାବକ ତାଙ୍କ ସ୍ଵାମିଙ୍କର ଅନ୍ୟ ଜଣେ ଝିଅ ସହ ଖ-ରା-ପ ସ-ମ୍ପ-ର୍କ ଥିଲା ଯାହାକୁ ସେ ନିଜ ଆଖିରେ ଦେଖିଛନ୍ତି ।

କିନ୍ତୁ ସେହି ପୋଲିସ ଜଣକ ନିଜ ସ୍ତ୍ରୀଙ୍କର ଏହି ଅ-ଭି-ଯୋ-ଗ-କୁ ଖଣ୍ଡନ କରିଛନ୍ତି । ଅନ୍ୟ ପକ୍ଷେ ପୋଲିସ ଅଫିସର ଜଣକ ନିଜ ସ୍ତ୍ରୀଙ୍କୁ ମା-ଡ ମା-ରି-ବା-ର ଦୃଶ୍ୟ ଏହି ଭିଡିଓ ରୁ ଜଣା ପଡୁଛି । ଏହି କଥାର ସତ୍ୟତା କେତେ ରହିଛି ତାହା ଏହି ଭିଡିଓ ଜରିଆରେ ଜଣା ପଡୁଛି । ଆମ ଦେଶରେ ମ-ଦ୍ୟ-ପା-ନ କରି ଗାଡି ଚଳାଇବା ଏକ ସାଧାରଣ କଥା ହୋଇ ଗଲାଣି । କିନ୍ତୁ ଆଜିର ଏହି ଭିଡିଓ ରେ ଆଉ କିଛି ଘଟଣା ରହିଛି ।

ଏହି ଭିଡିଓ ରେ ଜଣେ ପୋଲିସ ଅଫିସର ନି-ଶା-ରେ ଗୋଟେ ଗାଡିକୁ ରାସ୍ତାରେ ଅଟକାଇ ହଙ୍ଗାମା କରିବାର ଦୃଶ୍ୟ ହେଉଛି । ତାଙ୍କୁ ଅଟକାଇବା ପାଇଁ ଅନ୍ୟ ପୋଲିସ ଓ ଲୋକ ମାନେ ଆସିଥିଲେ ମଧ୍ୟ ନି-ଶା କରି ଥିବାରୁ ତାଙ୍କର ଏତେ ତାକତ ଆସିଥିଲା ଯେ ସେ ସେମାନଙ୍କୁ ସାଇଟ କରି ଦେଇଥିଲେ ।

ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ପୋଲିସ ମାନେ ନିଜର କର୍ତ୍ତବ୍ୟ ଭୁଲି ଏପରି ଭାବେ ନି-ଶା କରି ହଙ୍ଗାମା କରିବା ଆମ ଦେଶର ପୋଲିସ ପାଇଁ ନି-ନ୍ଦ-ନୀ-ୟ ଘଟଣା ଅଟେ । ଅନ୍ୟ ଏକ ଭିଡିଓ ରେ ଦୁଇ ଜଣ ପୋଲିସ ଅଫିସର ଦୋକାନରୁ ଜିନିଷ କିଣିବା ପରେ ଜିନିଷର ଟଙ୍କା ନ ଦେଇ ସେଠାରୁ ଚାଲି ଯାଉଛନ୍ତି । ଏଥିରୁ ଏୟା ସ୍ପଷ୍ଟ ହେଉଛି ଯେ କଣ ପୋଲିସ ମାନଙ୍କୁ ନିଜର ଡିୟୁଟି ସମୟରେ ଏମିତି କାମ କରିବାକୁ ଅନୁମତି ମିଳିଛି କି ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ଅନ୍ୟ ଏକ ଭିଡିଓ ରେ ରାସ୍ତାରେ ଯାଉଥିବା ସମୟରେ ଜଣେ ଯୁବକ ଟଙ୍କା ଦେଇ ରିଶ୍ବତ ଦେବାରୁ ପୋଲିସ ସେହି ଟଙ୍କାକୁ ନେଇ ତାକୁ ଆଗକୁ ଯିବା ପାଇଁ ଛାଡ଼ି ଦେଇଥିଲା । ଏହି ଭଳି ଭାବେ ଆମ ଦେଶର ଏମିତି କିଛି ପୋଲିସ ଅଛନ୍ତି ଯେଉଁ ମାନଙ୍କ ପାଇଁ ପୁରା ପୋଲିସ ଡିପାର୍ଟ ମେଣ୍ଟକୁ ଲ-ଜ୍ୟା ଜ-ନ-କ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *