ଏହି ମହିଳା ପୋଲିସ ଜଣଙ୍କ କଲେ କିଛି ଏମିତି କାମ କି ଏବେ ସାରା ଦୁନିଆ କରୁଛି ସଲାମ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପୋ-ଲି-ସ ମାନଙ୍କର ଭଲ କାମ ପାଇଁ ସେମାନେ ଚ-ର୍ଚ୍ଚା ରେ ରହୁଥିବା ବେଳେ ଅନ୍ୟ କିଛି ପୋ-ଲି-ସ ମାନଙ୍କ ଖରାପ କାମ ପାଇଁ ସେମାନେ ଲ-ଜ୍ୟା ଜନକ ପରିସ୍ଥିତିର ସାମନା କରୁ ଥିବାର ନଜର ଆସୁଛନ୍ତି । ସାଧାରଣ ଜନତାଙ୍କର ସୁ-ର-କ୍ଷା ହେଉଛି ପୋ-ଲି-ସ ମାନଙ୍କର ସବୁଠାରୁ ବଡ କର୍ତ୍ତବ୍ୟ ଅଟେ । ତେବେ ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ଘଟଣା ଉପରେ ଆଧାରିତ ରହିଛି । ଆମ ଦେଶରେ ମହିଳା ମାନେ ଆଜି ଏତେ ଆଗରେ ବଢିଲେଣି ଯେ ତାଙ୍କର ସା-ହା-ସି-କ-ତା ପାଇଁ ସେମାନେ ଆୱାର୍ଡ ପାଇବା ସହ ପ୍ରଶଂସା ମଧ୍ୟ ପାଉଛନ୍ତି ।

ତେବେ ଚେନ୍ନାଇରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ ଚେନ୍ନାଇ ରେ ଜଣେ ମହିଳା ପୋ-ଲି-ସ ଜଣକ କିପରି ଭାବେ ଜଣେ ଯୁବକଙ୍କୁ କା-ନ୍ଧ ରେ ପ-କା-ଇ ଟେ-କି ନେଇ ଯାଉଛନ୍ତି । ସୂଚନା ଅନୁସାରେ ଯୁବକ ଜଣକ ବର୍ଷା ପାଣିରେ ଫ-ସି ଯାଇଛନ୍ତି । ପାଣିରେ ଅଧିକ ସମୟ ରହିବା କାରଣରୁ ଯୁବକ ଜଣକ ଚେ-ତା ହ-ରା-ଇ ବସିଛନ୍ତି । ଏହା ପରେ ଯୁବକଙ୍କୁ ଉ-ଦ୍ଧା-ର କରିବା ଲାଗି ମହିଳା ପୋ-ଲି-ସ ଜଣକ ସେଠାରେ ଆସି ପହଞ୍ଚିଛନ୍ତି ।

ମହିଳା ଜଣକ ଲେ-ଡି ଡ-ନ ଭାବେ ଯୁବକଙ୍କୁ ପାଣି ଭିତରୁ ଉ-ଦ୍ଧା-ର କରିବା ସହ ନିଜ କାନ୍ଧ ରେ ପକାଇ ତାଙ୍କୁ ଟେକି ଟେକି ନେଇ ଯାଉଛନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । ମହିଳା ପୋ-ଲି-ସ ଜଣକ ବା-ହୁ-ବ-ଳି ଭାବେ ସାହସିକତା ଦେଖାଇ ଯୁବକ ଙ୍କୁ କା-ନ୍ଧ ରେ ପ-କା-ଇ ଅନେକ ବାଟ ନେଇ ଯାଉଛନ୍ତି । ଏହା ପରେ ଲୋକ ମାନଙ୍କ ସହାୟତାରେ ପୋ-ଲି-ସ ମହିଳା ଜଣକ ଯୁବକ ଙ୍କୁ ଅଟୋ ରେ ବସାଇ ତୁ-ର-ନ୍ତ ହସପିଟାଲ କୁ ସ୍ଥାନାନ୍ତର କରାଉଛନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।

ବର୍ଷା କାରଣରୁ ରାସ୍ତା ଘାଟ ପାଣି ହେବା ସହ କାଦୁଅ ହୋଇଥିଲେ ମଧ୍ୟ ମହିଳା ପୋ-ଲି-ସ ନିଜ ଆ-ତ୍ମ-ବଳ କୁ ଦୃଢ କରି ବି-ପ-ଦ-ରେ ପଡିଥିବା ଜୁଆବ୍କା ଙ୍କୁ ଉ-ଦ୍ଧା-ର କରିବାରେ ସଫଳ ହୋଇଛନ୍ତି । ଯୁବକ ଜଣକ ଗଛ ତଳେ ପାଣି ଭିତରେ ଫ-ସି ଯାଇଥିଲେ । ସେହି ସମୟରେ ଦେବଦୂତ ସାଜି ମହିଳା ପୋ-ଲି-ସ ଅ-ଧି-କା-ରୀ ତାଙ୍କୁ ଉଧାର କରି ତାଙ୍କ ଜୀବନ ରକ୍ଷା କରିଛନ୍ତି । ବାସ୍ତବରେ ଲେଡି ପୋ-ଲି-ସ ମହିଳାଙ୍କ ଏଭଳି କାମ ପ୍ରଶଂସା ଯୋଗ୍ୟ ଅଟେ । ଆମ ଦେଶରେ ଏମିତି ପୋ-ଲି-ସ ମାନେ ଥିବାରୁ ଲୋକ ମାନେ ଆଜି ସୁରକ୍ଷିତ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ମହିଳା ପୋ-ଲି-ସଙ୍କ ଏଭଳି ମହାନ କାମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *