ମହିଳାମନେ ରୋଷେଇ ଘରେ ଏମିତି ରଖନ୍ତୁ ‘ତୱା’ ରାତା ରାତି ବଦଳିଯିବ ଭାଗ୍ୟ- କାଙ୍ଗାଳ ମଧ୍ୟ ହେବେ ମାଲାମାଲ

କୁହାଯାଏ ଯେ ରୋଷେଇ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏହି ଘରକୁ ସବୁଠାରୁ ସଫା ଏବଂ ବ୍ୟବସ୍ଥିତ ରଖିବା ଉଚିତ, ସବୁ ଜିନିଷ ସଠିକ ଜାଗାରେ ନରଖିଲେ ରୋଷେଇ ଘର ଅସନା ଦେଖାଯାଇ ଥାଏ ଯାହା ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ, ତେବେ ସଠିକ ଜାଗାରେ ଜିନିଷ ରଖିବା ପାଇଁ ଯଦି ଆପଣଙ୍କୁ ସମୟ ମିଳୁ ନାହିଁ, ତେବେ ଏହି କାମ ରାତିରେ ଶୋଇବା ଆଗରୁ କରନ୍ତୁ କାହିଁକିନା ସକାଳେ ଉଠି ଆପଣଙ୍କୁ ବହୁତ କାମ ହୋଇଥାଏ ଏବଂ ଅବ୍ୟବସ୍ଥିତ ଜାଗାରେ କାମ କରିବା ପାଇଁ ଆପଣଙ୍କ ମୁଡ ମଧ୍ୟ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତାବା କେମିତି ରଖିବା ଉଚିତ ।

Image Courtesy: Google

ତେବେ ଏହା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ରୋଷେଇଘରେ ମା ଅନପୁରନା ବାସ ହୋଇଥାଏ ଏବଂ ଏହି କାରଣ ପାଇଁ ଭଗବାନଙ୍କ ସ୍ଥାନ ସଫା ରଖିବା ଉଚିତ, କେବେ ବି ଅସନା କଢେଇ ବା ଅସନା ତାବାରେ କିଛି ରୋଷେଇ କରନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଉପରେ ମା ଅନପୁରନା ରୁଷ୍ଠ ହୋଇଥାନ୍ତି ଏବଂ ଘରେ ଦରିଦ୍ରତା ଆସିଥାଏ,

Image Courtesy: Google

ତେବେ ତାବା ଗରମ ହେଲେ ପାଣି ପକେଇଲେ କେମିତି ଶବ୍ଦ କରିଥାଏ ଏମିତି କରିବା ମଧ୍ୟ ଉଚିତ ନୁହ କାହିଁକିନା ଏହି ଭଳି କାମ କଲେ ଆପଣଙ୍କୁ ଦୋଷ ଲାଗିଥାଏ ଏହି କାରଣରୁ ଆପଣଙ୍କ ସ୍ଵାମୀ ନିଶା ଶିକାର ହୁଅନ୍ତି ଏବଂ ଛୁଆଙ୍କ ଉପରେ ରାହୁ ଦୋଷ ଆସିଥାଏ ସେଥିପାଇଁ ଭୁଲରେ ଏମିତିକା କାମ କରନ୍ତୁ ନାହିଁ ନଚେତ ଆପଣଙ୍କ ସୁନ୍ଦର ପରିବାର ଝାରଖାର ହୋଇଯିବ ।

Image Courtesy: Google

୧. ସାକାଳେ ହେଉ ବା ସନ୍ଧ୍ୟାରେ ଯେବେ ବି ଆପଣ ତାବା ବ୍ୟବହାର କରନ୍ତୁ ଟିକେ ଲୁଣ ପକେଇ ପୁରା ଜାଗା ସଫା କରି ଦିଅନ୍ତୁ ଏହା ପରେ ପ୍ରଥମେ ଗୋଟେ ଛୋଟ ରୁଟି ବନାନ୍ତୁ ଏହାକୁ କୌଣସି ଏମିତିକା ଜାଗାରେ ରଖନ୍ତୁ ଯେଉଁଠି ପିମ୍ପୁଡି ଥିବେ ଏହା ଛଡା ପ୍ରଥମ ରୁଟି ଗାଈକୁ ଦବା ପାଇଁ ବାହାରେ ରଖି ଦିଅନ୍ତୁ, ସବୁ ରୁଟି ବନେଇଲା ପରେ ଗୋଟେ ଅନ୍ତିମ ରୁଟି କୁକୁର ବା କାଉ ପାଇଁ ବନାନ୍ତୁ ।

Image Courtesy: Google

୨. ତାବା ହେଉ ବା କଢେଇ କେବେ ବି ସାମ୍ନାରେ ରଖନ୍ତୁ ନାହିଁ ଏହା ଦ୍ଵାରା ମଧ୍ୟ ଦୋଷ ଲାଗିଥାଏ, ତେବେ ତାବା କେବେ ଓଲଟା ରଖନ୍ତୁ ନାହିଁ ଏହା ଘରେ ଦରିଦ୍ରତା ଆଣିଥାଏ ସେଥିପାଇଁ ତାବା ଘରେ ରଖନ୍ତୁ ନାହିଁ, ତାବା ହେଉ ବା କଢେଇ ଲୁଚେଇକି ରଖନ୍ତୁ ସାମ୍ନାରେ ରଖନ୍ତୁ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *