ମହିଳାଙ୍କୁ କୁଣ୍ଢାଇ ପକାଇଲା ସିଂହ, ତାପରେ କଣ କଲା ଦେଖନ୍ତୁ

ସିଂହ ଗୋଟେ ହିଂସକ ପଶୁ ଅଟେ ଯାହାକୁ ଦେଖି ପ୍ରାୟତଃ ଲୋକେ ବହୁତ ଡଋ ଯାଇ ଥାନ୍ତି ତେବେ ଆଜି ଆମେ ରୁସ ର ଗୋଟେ ଜୁ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁଠି ସଫାରିରେ ବୁଲୁଥିବା ବେଳେ ଯାହା ହେଲା ତାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ମଧ୍ୟ ସଫାରିରେ ବୁଲିଥିବେ ସଫାରି ଖାଲି ଅଟୋ ଭଳି ଥିଲା ଯେଉଁଥିରେ ବସିବା ଓ ବାହାରିବା ବହୁତ ସହଜ ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ।

Image Courtesy: Google

ସଫାରିରେ ଡ୍ରାଇଭର ଲୋକଙ୍କୁ ନେଇ ବୁଲଉଥିଲେ ଯାହା ପରେ ହଟାତ ସିଂହକୁ ଦେଖି ଡ୍ରାଇଭର ଗାଡି ଅଟକାଇଲା ଯାହା ଫଳରେ ଲୋକ ଭଲ ଭାବରେ ସିଂହକୁ ଦେଖି ପ୍ପାରନ୍ତୁ ଏହା ପରେ ସିଂହ ଉଠିଲା ଓ ଆସି ଡ୍ରାଇଭରକୁ ଆଗ କୁଣ୍ଢେଇ ପକାଇଲା, ଏହି ସିଂହ କେବଳ ଦୁଇ ବର୍ଷ ର ଅଟେ, ଏହାର ନାମ ଫିଲିଆ ଅଟେ । ଡ୍ରାଇଭର ଗାଡିରେ ଯାଇ ବସିଗଲା ଫିଲିଆ ଯାହା ପରେ ଡ୍ରାଇଭର ସହ ଖୁବ ଗେଲ୍ହା ହୋଇଥିଲା ଫିଲିଆ ।

Image Courtesy: Google

ଫିଲିଆ ବ୍ୟବହାର ଓ ତା କାମ ପର୍ଜଟକ ତାଙ୍କ ଫୋନ ଓ କ୍ୟାମେରାରେ ନେଇଥିଲେ ଫିଲିଆ ଯେମିତି ନିଜେ ଗାଡି ଚଲେଇବା ପାଇଁ ଚାହୁଁଛି ଠିକ ସେମିତି । ଏହାକୁ ଦେଖି ଆପଣ ମଧ୍ୟ କହିବେ ନାହିଁ ଯେ ଏହା ଚିଡିଆ ଘରେ ବନ୍ଦ ହୋଇଥିବା ଏକ ସିଂହ ତେବେ ଏହା ସେଞ୍ଚୁରୀରେ ରାଜ କରୁଥିବା ସିଂହ ଅଟେ ଯିଏ କାହାକୁ ଡଋ ନଥାଏ ଓ ନିଜ ଇଛା ଅନୁଯାଇ କାମ କରିଥାଏ । ତେବେ ଏହା ପରେ ସିଂହ ଗୋଟା ଗୋଟା କରି ସବୁ ପ୍ରାଜ୍ୟଟକ ମାନଙ୍କୁ କୁଣ୍ଢେଇବାକୁ ଲାଗିଛି ଏହି ଦ୍ରୁଶ୍ଯ ଦେଖିବା ପାଇଁ ଯେତେ ମନୋହର ସେଟିକ ଭିନ୍ନ ମଧ୍ୟ ଥିଲା ।

Image Courtesy: Google

ତେବେ ଏହା ଅନ୍ୟ ଜୀବଙ୍କ ଭଳି ନୁହଁ ସିଂହ ଅଟେ ଏହି ପଶୁ ଆଖି ବନ୍ଦ କରିବା ମାତ୍ରେ ଯମଦୂତ ମଧ୍ୟ ପାଲଟି ପାରେ ଏହି ସିଂହ ନାମ ଫିଲିଆ ଅଟେ, ଫିଲିଆ ସମସ୍ତଙ୍କୁ ଗାଡିରୁ ଓଲହାଇ ଦେଲା ଯାହା ପରେ ସେ ନିଜ ଗାଡିରୁ ଓଲହାଇଳା ଏହା ଦେଖି ଡ୍ରାଇଭର ଜଣେ ସମସ୍ତଙ୍କୁ ବସିବା ପାଇଁ କହିଲେ ଓ ଗାଡି ନେଇ ଫେରାର ହୋଇଗଲେ କାହିଁକିନା ଏହି ସଫରୀରେ ଗୋଟେ ସପ୍ତାହ ଆଗରୁ ଗୋଟେ ମହିଳାଙ୍କ ଶିକାର କରିଥିଲେ କିଛି ସିଂହ ତେବେ ଡର ମଧ୍ୟ ଲାଗୁଥାଏ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *