ବନ୍ଦୁଗଣ, ଗତବର୍ଷ ମହାମାରୀ କରୋନା ବହୁଳ ଭାବରେ ସାରା ବିଶ୍ଵର କ୍ଷୟ କରିଅଛି । ମାତ୍ର ଚଳିତ ବର୍ଷ ଗତବର୍ଷ ଠାରୁ ଅଧିକ ଧୃତ ଗତିରେ ଏହି ସଂ-କ୍ର-ମ-ଣ ବଢ଼ିବାରେ ଲାଗିଛି । ବନ୍ଦୁଗଣ ଏହି ପରିସ୍ଥିତି କୁ ନେଇ ବର୍ତ୍ତମାନ ସମସ୍ତେ ଚିନ୍ତିତ ତଥା ଭୟଭୀତ ଅଛନ୍ତି । ରାଜ୍ୟରେ କରୋନା ର ସଂ-କ୍ର-ମ-ଣ ରୋକିବାକୁ ବ୍ୟବସାୟ ସଂଘର ବଡ଼ ନିଷ୍ପତ୍ତି ଏହି ସବୁ ସ୍ଥିତି କୁ ଦୃଷ୍ଟି ରେ ରଖି ବ୍ୟବସାୟ ସଂଘ ଏକ ବଡ଼ ନିଷ୍ପତ୍ତି ନେଇଛି ।
ଆସନ୍ତୁ ସେହି ନିଷ୍ପତି ଟି କଣ ଅଟେ ? ବନ୍ଦୁଗଣ, ମଇ ୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ ଟା ପର ଠାରୁ ଦୋକାନ ବଜାର ବନ୍ଦ ରହିବ ବୋଲି ବ୍ୟବସାୟ ସଂଘ ର ବଡ଼ ନିଷ୍ପତି ।
ଏହାକୁ ନେଇ ରାଜ୍ୟ ସରକାର ଙ୍କୁ ଅବଗତ କରାଇଛନ୍ତି ବୋଲି ବ୍ୟବସାୟ ସଂଗଠନ କହିଛନ୍ତି । ବ୍ୟବସାୟ ସଂଘ ର ସମ୍ପାଦକ ସୁଧାକର ପଣ୍ଡା ଏହାକୁ ନେଇ ସୂଚନା ଦେଇଛନ୍ତି । ବନ୍ଦୁଗଣ ବ୍ୟବସାୟ ସଂଘ ର ନିଷ୍ପତି କ୍ରମେ ଦିନ ୨ ଟା ରୁ ତାହା ପର ଦିନର ସକାଳ ଯାଏଁ ଦୋକାନ ବନ୍ଦ ରହିବ । ଏହାକୁ ନେଇ ବ୍ୟବସାୟୀ ମାନେ ସାମିଲ ହେବେ ବୋଲି ଆହ୍ବାନ ଦେଇଛନ୍ତି ।
ବନ୍ଦୁଗଣ ପୂର୍ବରୁ କଟକ ସହରରେ ମଧ୍ୟ ସମାନ ନିଷ୍ପତ୍ତି ନିଆ ଯାଇଥିଲା । ସେଠାକାର ବ୍ୟବସାୟ ସଂଘ ତଥା CMC କମିଶନର ମଧ୍ୟ ଗଣ ମାଧ୍ୟମ ଆଗରେ ସୂଚନା ଦେଇଥିଲେ । ବନ୍ଦୁଗଣ ଅପରାହ୍ନ ରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆ ଯାଇଛି । ବନ୍ଦୁଗଣ ସୁଧାକର ପଣ୍ଡା କହିଛନ୍ତି ଯେ, ଅନେକ ବ୍ୟବସାୟ ସଂଗଠନ ଙ୍କ ଠାରୁ ପ୍ରସ୍ତାବ ଆସିଥିଲା ଯେ ଅପରାହ୍ନ ୨ ରୁ ଆମ୍ଭେ ବିଜନେସ ଆକ୍ଟିଭିଟି ବନ୍ଦ କରିଦେବା ଅର୍ଥାତ୍ ସକାଳ ୫ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବିଜନେସ ଆକ୍ଟିଭିଟି ରହିବ ।
ମାତ୍ର ଲୋଡ଼ିଂ ଅନ୍-ଲୋଡିଂ ତଥା ଟ୍ରାନସ୍ପୋଟେଶନ କାର୍ଯ୍ୟ ଚାଲୁ ରହିବ । ବନ୍ଦୁଗଣ କରୋନା ସଂ-କ୍ର-ମ-ଣ ଏଭଳି ଭାବରେ ବଢ଼ି ଚାଲିଛି ଯେ ଏଥିରୁ ବର୍ତ୍ତି ରହିବା କାଠିକର ପାଠ ସଦୃଶ୍ୟ ହୋଇ ଗଲାଣି । ବ୍ୟବସାୟ ବାଣିଜ୍ୟ ବ୍ୟତୀତ, ଶିକ୍ଷା କ୍ଷେତ୍ର ତଥା ସାଧାରଣ ଲୋକ ଙ୍କ ଜୀବନ ଯାପନ ଉପରେ ମଧ୍ୟ ଏହା ବହୁଳ ଭାବେ ପ୍ରଭାବ ପକାଇବାରେ ଲାଗିଛି । ଆମ୍ଭେମାନେ ଯଦି ଏହି ସମୟରେ ସଜାଗ ନ ରହିବା ତେବେ ତାହା ଆମ୍ଭ ମାନଙ୍କ ପାଇଁ ବହୁତ ବିପଦ ପୂର୍ଣ୍ଣ ପରିସ୍ଥିତି ସହ ସମାନ ହୋଇଯିବ ।
ଆପଣ ମାନଙ୍କୁ ବିନୀତ ଅନୁରୋଧ କି ଆପଣ ମାନେ ମାସ୍କ୍ ବ୍ୟବହାର କରନ୍ତୁ । ବାହାରର କୌଣସି ଜିନିଷ କୁ ହାତ ଲଗାନ୍ତୁ ନାହିଁ । ହାତ କୁ ସର୍ବଦା ସେନିଟାଇଜ କରନ୍ତୁ । ନିଜ ସୁରକ୍ଷା ବର୍ତ୍ତମାନ ନିଜ ହାତରେ ସାବଧାନ ରୁହନ୍ତୁ । ବନ୍ଦୁଗଣ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।