ବନ୍ଧୁଗଣ, ମଇ ମାସର ୨୩ ତାରିଖ ଅର୍ଥାତ ରବିବାର ଦିନ ଶନିଦେବ ବକ୍ରୀ ହେବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ରେ ଶନିଦେବ ଙ୍କ ବକ୍ରୀ ହେବାର ସ୍ଥିତି କୁ ଗୋଟିଏ ମହତ୍ଵପୂର୍ଣ୍ଣ ଘଟଣା ଭାବରେ ଗ୍ରହଣ କରାଯାଇଛି ।
ବନ୍ଧୁଗଣ ଶନିଦେବ ଙ୍କର ବକ୍ରୀ ହେବା ଫଳରେ ସମସ୍ତ ୧୨ ଟି ରାଶି ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେବାକୁ ଯାଉଅଛି । ବନ୍ଧୁଗଣ ଶନିଦେବ ୨୩ ମଇ ରବିବାର ଦିନ ଅପରାହ୍ନ ୨.୫୩ ଘଟିକା ସମୟରେ ମକର ରାଶି ରେ ବକ୍ରୀ ହେବାକୁ ଯାଉଛନ୍ତି । ବନ୍ଧୁଗଣ ଏହା ୧୧ ଅକ୍ଟୋବର ୨୦୨୧ ସୋମବାର ରେ ପ୍ରାତଃ ୭.୪୪ ଘଟିକା ସମୟରେ ଶନିଦେବ ନିଜର ରାଶି ମକର ରେ ମାର୍ଗୀ ହେବେ । ବନ୍ଧୁଗଣ ଚଳିତ ବର୍ଷ ଶନିଦେବ ୧୪୨ ଦିନ ପାଇଁ ବକ୍ରୀ ରୂପ ଧାରଣ କରିବେ । ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ କେଉଁ ରାଶିରେ ଏହାର ପ୍ରଭାବ ପରିଲକ୍ଷିତ ହେବାକୁ ଯାଉଅଛି ।
୧- ମେଷ ରାଶି;- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶନିଙ୍କର ପରିବର୍ତ୍ତନ ଶୁଭ ସାବ୍ୟସ୍ଥ ହେବାକୁ ଯାଉଅଛି । ଆପଣଙ୍କର ସମସ୍ତ ଅଟକିଯାଇଥିବା କାର୍ଯ୍ୟ ପୁରା ହେବାକୁ ଯାଉଅଛି । ଆପଣଙ୍କୁ ଏହି ସମୟରେ ଅତ୍ୟଧିକ ଲାଭ ମିଳିବାକୁ ଯାଉଅଛି । ଏହି ସମୟରେ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବାକୁ ଯାଉଅଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହେବାକୁ ଯାଉଅଛି ।
୨- ବୃଷ ରାଶି;- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶନିଦେବ ଙ୍କର ବକ୍ରୀ ରୂପ ଧାରଣ କରିବା ଧନ ବୃଦ୍ଧି ର ସଙ୍କେତ ଦେଉଅଛି । ଆପଣଙ୍କର କୌଣସି ଫସି ଯାଇଥିବା ପଇସା ଆପଣଙ୍କୁ ଫେରସ୍ଥ ମିଳିବାକୁ ଯାଉଅଛି । ଏହି ମହତ୍ଵପୂର୍ଣ୍ଣ ପରିବର୍ତ୍ତନଟି ଆପଣଙ୍କ ଜୀବନର ବହୁତ ସମସ୍ୟା କୁ ଦୂର କରିବାକୁ ଯାଉଅଛି । ଆପଣ ନିଜର ଦାଂପତ୍ୟ ଜୀବନର ଭରପୁର ଆନନ୍ଦ ନେବାକୁ ଯାଉଛନ୍ତି । ଘର ପରିବାରରେ ସୁଖଶାନ୍ତି ର ବାତାବରଣ ପରିଲକ୍ଷିତ ହେବାକୁ ଯାଉଅଛି । ପ୍ରେମ ସମ୍ପର୍କରେ ରହିଥିବା ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଧାର ଆସି ବାକୁ ଯାଉଅଛି ।
୩- ମିଥୁନ ରାଶି;- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶନିଗ୍ରହ ଙ୍କ ପରିବର୍ତ୍ତନ ଭାଗ୍ୟଶାଳୀ ସାବ୍ୟସ୍ଥ ହେବାକୁ ଯାଉଅଛି । ବନ୍ଧୁଗଣ ଆପଣଙ୍କୁ ଆପଣଙ୍କ କିସ୍ମତ କାରଣରୁ ବହୁଳ ପରିମାଣରେ ଆପଣଙ୍କ ବ୍ୟବସାୟରେ ଲାଭ ମିଳିବାକୁ ଯାଉଅଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବଡ ଉପଲବ୍ଧି ହାସଲ ହେବାକୁ ଯାଉଅଛି । ଆପଣଙ୍କ ସିନିୟର ଅଫିସର ଆପଣଙ୍କ ଉପରେ ବହୁତ ଖୁସି ହେବାକୁ ଯାଉଛନ୍ତି । ଧନ ସମ୍ବନ୍ଧିତ କାର୍ଯ୍ୟରେ ଆପଣଙ୍କୁ ବଡ ଉତ୍ତମ ଲାଭ ପ୍ରାପ୍ତ ହେବାକୁ ଯାଉଅଛି ।
୪- କର୍କଟ ରାଶି;- ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି ମାନଙ୍କ ନିମନ୍ତେ ଶନିଦେବ ଙ୍କ ପରିବର୍ତ୍ତନ ଟିକିଏ କଠିନ ରହିବାକୁ ଯାଉଅଛି । ଆପଣଙ୍କ ଶତ୍ରୁ ମାନଙ୍କର ବୃଦ୍ଧି ହେବାକୁ ଯାଉଅଛି । ଆପଣଙ୍କୁ ବ୍ୟାପାରରେ ବିରୋଧୀ ମାନଙ୍କର ସାମ୍ନା କରିବାକୁ ପଡିପାରେ । ପରିଶ୍ରମ ଅନୁସାରେ ଆପଣଙ୍କୁ ତାହାର ଫଳ ପ୍ରାପ୍ତି ହେବନାହିଁ । ଆପଣ କୌଣସି ଦୂର ସ୍ଥାନ କୁ ଯାତ୍ରା ନିମନ୍ତେ ଯାଆନ୍ତୁ ନାହିଁ । ଯଦି ଆପଣ କେଉଁଠାରେ ପୁଞ୍ଜି ନିବେଶ କରିବାକୁ ଚାହୁଞ୍ଚନ୍ତି ତେବେ ଅନୁଭବି ଲୋକଙ୍କର ଉପଦେଶ ନିଶ୍ଚିତ ଗ୍ରହଣ କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭ ଦାୟକ ସାବ୍ୟସ୍ଥ ହେବ ।
୫- ସିଂହ ରାଶି;- ବନ୍ଧୁଗଣ ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶନିଗ୍ରହ ର ବକ୍ରୀ ହେବା ସ୍ଥିତି ଶୁଭ ସାବ୍ୟସ୍ଥ ହେବାକୁ ଯାଉଅଛି । ଆପଣଙ୍କ ଜୀବନ ସାଥି ସହିତ ଆପଣଙ୍କ ଜୀବନରେ ଅନେକ ଖୁଶିର ଲହରୀ ଖେଳିବାକୁ ଯାଉଛି । ପ୍ରେମ ଜୀବନରେ ଆପଣଙ୍କୁ ଖୁଶିର ଖବର ମିଳିବାକୁ ଯାଉଅଛି । ପରିବାର ସଦସ୍ୟ ଆପଣଙ୍କ ସହଯୋଗ କରିବେ । ଶିକ୍ଷା କ୍ଷେତ୍ରରେ ଆପଣ ବହୁତ ଉନ୍ନତି କରିବେ । ସରକାରୀ ଚାକିରି ତଥା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ପଦୌନ୍ନତି ତଥା ଲାଭ ହେବାକୁ ଯାଉଅଛି । ଏହି ସମୟରେ ଆପଣଙ୍କୁ ସବୁପ୍ରକାରର ସୁଖ ପ୍ରାପ୍ତ ହେବ । ଆପଣଙ୍କ ସନ୍ତାନ ଆପଣଙ୍କର ସନ୍ନମାନ କରିବେ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଜାଣି ଯଦି ଭଲ ଲାଗିଥାଏ ତେବେ ଆପଣ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।