ଶିକ୍ଷୟତ୍ରୀ Mamita Meher ହତ୍ୟା ମାମଲାରେ ଜହ୍ଲାଦ ଗୋବିନ୍ଦ ର ରୁମ ନମ୍ୱର 20ର କଳା କାହାଣୀ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବଲାଙ୍ଗୀର ପୋ-ଲି-ସ ମମିତା ମେହର ମ-ର୍ଡ-ର କେ-ସକୁ ପ୍ରାୟତଃ ସମାଧାନ କରିସାରିଛି । ଏହା ସତ୍ବେ ବି ପୋ-ଲି-ସ ଏହି କେ-ସକୁ ନେଇ ଏବେ ପର୍ଯ୍ୟନ୍ତ ବି ତ-ନା-ଘ-ନା କରୁଛି । ଏହାରି ମଧ୍ୟରେ ଆଜି ବଲାଙ୍ଗୀର ପୋ-ଲି-ସ ମହାଲିଙ୍ଗ ହସ୍ଟେଲକୁ ଯାଇଥିଲା । ତେବେ ସେହି ସମୟରେ ପୋ-ଲି-ସ ଦେଖିଥିଲା କି ହସ୍ଟେଲର ସବୁ ରୁ-ମ-ରେ ଗୋଟିଏ ପ୍ରକାରର ତାଲା ଲାଗିଥିବା ସମୟରେ ରୁମ ନମ୍ବର ୨୦ରେ ଅଲଗା ତାଲା ଲାଗିଥିଲା । ତାର ଚାବି ବଲାଙ୍ଗୀର ପୋ-ଲି-ସ ପାଇ ନ ଥିଲା ।

ହସ୍ଟେଲର ୱାର୍ଡେନକୁ ଯେତେବେଳେ ଏହି ରୁମ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ବି ପୋ-ଲି-ସକୁ ସଠିକ ଜବାବ ଦେଇ ନ ଥିଲେ । ଏଥିରୁ ଜଣା ପଡୁଛି କି ଘଟଣା ଘଟିବା ପରେ ଅର୍ଥାତ ୮ ରୁ ୧୩ ତାରିଖ ମଧ୍ୟରେ ଗୋବିନ୍ଦ ଅ-ପ-ରା-ଧ କରି ବି ସମସ୍ତଙ୍କ ସାମ୍ନାରେ ବୁଲୁଥିଲା ଓ ସେ ରୁମ ନମ୍ବର ୨୦କୁ ଯାଇଛି, ସେହି ରୁମରୁ କିଛି ପ୍ରମାଣ ମଧ୍ୟ ନଷ୍ଟ କରିଛି ।

ଅନ୍ୟ ପଟେ ରୁମ ନମ୍ବର ୨୦ରେ ରହୁଥିବା କିଛି ଲୋକମାନଙ୍କୁ ପୋ-ଲି-ସ ବାରମ୍ବାର ଆଣି ଜେରା କରିଛି । ଏଥିରୁ ଜଣା ପଡୁଛି କି ଏହି ମ-ର୍ଡ-ର କେ-ସ ସ-ହ ରୁମ ନମ୍ବର ୨୦ର କିଛି ନା କିଛି ସ-ମ୍ପ-ର୍କ ଅବଶ୍ୟ ଅଛି । କିନ୍ତୁ ପୋ-ଲି-ସ ଏହି ଷ-ଡ-ଯ-ନ୍ତ୍ର-କୁ ନେଇ କାହିଁକି ତ-ଦ-ନ୍ତ କରୁ ନାହିଁ । ପ୍ରଶ୍ନ ଉଠୁଛି କି ପୁରା ହସ୍ଟେଲରେ ସବୁ ରୁମରେ ଗୋଟିଏ ପ୍ରକାରର ତାଲା ଲାଗିଥିବା ସମୟରେ କେବଳ ୨୦ ନମ୍ବର ରୁମରେ କା-ହିଁ-କି ଅଲଗା ତାଲା ଲାଗି ଥିଲା ।

ତାଲା ଭା-ଙ୍ଗି ନୂଆ ତାଲା ଲଗା ଯାଇ ଥିଲା ? ଏହି ସବୁକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ହସ୍ଟେଲରେ ସି-ସି-ଟି-ଭି ଅଛି ଓ ସି-ସି-ସି-ଟି-ଭି ଯା-ଞ୍ଚ କରିଲେ ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିଯିବ କି ରୁମ ୨୦ରେ ଗୋବିନ୍ଦ ଯାଇଥିଲା ନା ନାହିଁ ।

ଅନ୍ୟ ପଟେ ଗୋବିନ୍ଦ ସାହୁର ଡ୍ରାଇଭର ରାଧେକୁ ପୋ-ଲି-ସ ଜେଲ ଫରୱାର୍ଡ କରିଛି । ଏହାର ଅର୍ଥ ରାଧେ ପାଖରୁ ବି ପୋ-ଲି-ସକୁ ବହୁତ ପ୍ରମାଣ ମିଳିଛି । ପ୍ରଶ୍ନ ଉଠୁଛି କି କଳାହାଣ୍ଡି ପୋ-ଲି-ସ କାହିଁକି କୌଣସି ଆକ୍ସନ ନେଉ ନାହିଁ ।

ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ତେବେ କାହିଁକି ପୋ-ଲି-ସ ରୁମ ନମ୍ବର ୨୦କୁ ଯା-ଞ୍ଚ କରିଲା ନାହିଁ । କୁହାଯାଉଛି କି ରୁମ ନମ୍ବର ୨୦ରେ ଥିବା ସବୁ ପ୍ରମାଣକୁ ଗୋବିନ୍ଦ ନ-ଷ୍ଟ କରି ତାଲା ଚେଞ୍ଜ କରି ଦେଇଛି । ନଚେତ ତାଲା ଭା-ଙ୍ଗି ପ୍ରମାଣ ନ-ଷ୍ଟ କରାଯାଇଛି । ନଚେତ ହସ୍ଟେଲର ସବୁ ରୁମରେ ଗୋଟିଏ ପ୍ରକାରର ତା-ଲା ଲାଗିଥିବା ସମୟରେ ରୁମ ନମ୍ବର ୨୦ରେ ଅଲଗା ତାଲା କାହିଁକି ଲଗା ଯାଇଛି । ରୁମ ନମ୍ବର ୨୦ରେ ରହୁଥିବା ଅନ୍ତେବାସୀମାନଙ୍କୁ ପୋ-ଲି-ସ କାହିଁକି ବାରମ୍ବାର ଆଣି ଜେରା କରୁଥିଲା ।

Leave a Reply

Your email address will not be published. Required fields are marked *