ଓଡିଆ ଜୋକ୍ସ: ସ୍ତ୍ରୀ- ଆଜି ପୁଣି ସେଇଆ କରିବାକୁ ମନ ହେଉଛି, ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ, ସ୍ଵାମୀ- ଠିକ ଅଛି କରିବା, କିନ୍ତୁ…

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ, ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ ।

ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

ଜୋକ-୧

ଜଣେ ପାକିସ୍ଥାନୀ ପିଲା ଆମେରିକାନ ସ୍କୁଲରେ ଏଡମିସନ ନେଲା

ଟିଚର :- ତୁମର ନାମ କଣ ଅଟେ ?

ପିଲା :- ଅହମଦ

ଟିଚର :- ଏବେ ତୁମେ ଆମେରିକାରେ ଅଛ, ଶେଠୀ ପାଇଁ ଅଜିଠୁ ତୁମର ନାମ ଜନ ଅଟେ ।

ପିଲାଟି ଘରେ ପହଞ୍ଚିଲା  ।

ମା :- ପ୍ରଥମ ଦିନ କେମିତି ରହିଲା ଅହମଦ ?

ପିଲା :- ମୁଁ ଏବେ ଆମେରିକାନ ଅଟେ ଓ ଏବେ ମୋତେ ଜନ ବୋଲି ଡାକିବ

ମା ବାପା ଜାଣିବା ପରେ ପିଲାଟିକୁ ବହୁତ ପିଟିଲେ, ଶରୀରରେ ବହୁତ ସାରା ଚିହ୍ନ ହୋଇଗଲା ସେଥିରେ ସେ ସ୍କୁଲ ଗଲା ।

ଟିଚର :- କଣ ହେଲା ଜନ ?

ପିଲା :- ମୁଁ ଆମରିକାନ ହେବାର ଚାରି ଘଣ୍ଟା ପରେ ମୋତେ ଦୁଇଜଣ ପାକିସ୍ତାନୀ ଆକ୍ରମଣ କରିଲେ  ।

ଜୋକ-୨

ଗୋଟେ ଥର ଜଣେ ବ୍ୟକ୍ତି ତାର ପୁଅକୁ ନିଜ ପୁରୁଣା କାଳର କଥା କହୁଥିଲା ।

ବେଟା :- ପୁଅ ଆମ ଜମାନରେ ଗୋଟେ ଗହମର ବସ୍ତା ଦଶ ଟଙ୍କାର ଆସୁଥିଲା

ପୁତ୍ର :- ବାପା, ଗହମର ବସ୍ତା ଏବେବି ଦଶ ଟଙ୍କାର ଆସୁଛି କିନ୍ତୁ ସେଥିରେ ଗହମ ରହୁ ନହିଁ ।

ଶିକ୍ଷା ଅଧିକାରୀ :- ( ଛାତ୍ରକୁ ) ରାଜା ଜନକଙ୍କ ଧନୁ କିଏ ଭାଙ୍ଗିଲା ?

ଛାତ୍ର :- ସାର ! ମୋତେ ଜଣା ନହିଁ, ମୁଁ ଭାଙ୍ଗିନି ।

ଶିକ୍ଷା ଅଧିକାରୀ ଅଧ୍ୟାପକଙ୍କୁ ପଚାରିଲେ – ଏବେ ଆପଣ କୁହନ୍ତୁ ।

ଅଧ୍ୟାପକ – ଆଜ୍ଞା ମୋତେ  ଜଣା ନହିଁ, ପ୍ରିନସିପାଲ ସାରଙ୍କୁ ପଚାରନ୍ତୁ ।

ପ୍ରିନସିପାଲ – ଶ୍ରୀମାନ କଣ ପାଇଁ କଥାକୁ ବଢାଉ ଛନ୍ତି,

କେଉଁ ଛୁଆ ଭାଙ୍ଗିଦେଇଥିବ, ଆପଣ ସେଇ ପଇସା ମୋଠୁ ନେଇ ନିଅନ୍ତୁ ।

ଜୋକ-୩

ହୋଟେଲରେ ଗୋଟେ କପଲ ହନି ମୁନ ପାଇଁ ରହିଥିଲେ ।

ପତିଦେବ କହୁଥିଲେ – ମୁଁ ତୁମକୁ ବହୁତ ଭଲ ପାଉଛି ?

ତୁମେ ମୋ ହୃଦୟର ରୋଶ୍ନି ଅଟ, ତୁମେ  ମୋର ଜାନ ଓ ଆତ୍ମାର କିରଣ ଅଟ,

ସେହି ସମୟରେ ପାଖ ରୂମରୁ ଆବାଜ ଆସିଲା ଲାଇଟ ବନ୍ଦ କର, ଅଧା ରାତି ହୋଇଗଲାଣି ।

ଜୋକ-୪

ଜଣେ ଭିକରି ଆବାଜ କରି କହିଲେ – ଆଲହାଙ୍କ ନାମରେ କିଛି ଖାଇବାକୁ ଦିଅନ୍ତୁ ।

ଘର ଭିତରୁ ଆବାଜ ଆସିଲା – ବାବାଜୀ …

ମମି ଘରେ ନହିଁ । ଭିକାରି କହିଲା – ମୁଁ ଖାଦ୍ୟ ମାଗୁଛି, ମମିକୁ ନୁହେଁ ।

ଜୋକ-୫

ଗୋଟେ ଧନୀ ପରିବାର ଝିଅକୁ ସ୍କୁଲରେ ଗୋଟେ ଗରିବ ପରିବାର ଉପରେ କିଛି ଲେଖିବାକୁ କୁହାଗଲା ।

ଝିଅଟି ଲେଖିବାକୁ ଆରମ୍ଭ କଲା – ଗୋଟେ ବହୁତ ଗରିବ ପରିବାର ଥିଲା ।

ପିତା ଗରିବ ଥିଲା । ମା ଗରିବ ଥିଲା । ଛୁଆ ମାନେ ମଧ୍ୟ ଗରିବ ଥିଲେ, ପରିବାରରେ ଚାକର ମଧ୍ୟ ଦୁଇ ଚାରିଟା ଥିଲେ,

ସେ ମଧ୍ୟ ଗରିବ ଥିଲେ । ଦୁଇଟି କାର ମଧ୍ୟ ବହୁତ ପୁରୁଣା ଓ ଗରିବ ଥିଲେ । ରୋଷେଇ ବାଲା ମଧ୍ୟ ବହୁତ ଥିଲା, ବଗିଚାର ମାଳୀ ମଧ୍ୟ ବହୁତ ଗରିବ ଥିଲା । ଅର୍ଥାତ ପରିବାରରେ ସବୁ ଲୋକ ଗରିବ ଥିଲେ ।

ଜୋକ-୬

ଅନ୍ଧାରରେ ବାବୁଙ୍କର  କିଏ ଚୁମା ଦେଇଦେଲା ।

ସେ ପଚାରିଲେ କିଏ ? ଜଣା ପଡିଲା, ଚାକର

ବାବୁ – କଣ ବେ ଗଧ, ଇଏ କଣ ଥିଲା,

ଚାକର – ବାବୁ କ୍ଷମା କରିଦିଅ,

ମୁଁ ମାଲିକାଣୀ ଭାବିଥିଲି ।

ଜୋକ-୭

ସ୍ତ୍ରୀ- ଆଜି ପୁଣି ସେଇଆ କରିବାକୁ ମନ ହେଉଛି

ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ,

ସ୍ଵାମୀ- ଠିକ ଅଛି କରିବା, କିନ୍ତୁ

ପୋଜିସନ ବଦଳେଇ, ଏ ଥର ତଳେ ତୁମେ ଶୋଇବ ଓ ମୁଁ ଖଟ ଉପରେ ଏକୁଟିଆ ଶୋଇବି

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *