ସ୍ତ୍ରୀ ସ୍ଵାମିକୁ କହିଲା ମୁ ଡ୍ରେସ ସଫା କଲା ପରେ ଛୋଟ ହୋଇଗଲା, ତା ପରେ ସ୍ଵାମୀ କହିଲେ….

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।

ପତ୍ନୀ :- ଶୁଣ, ମୁଁ ନୂଆ ଡିଟରଜେଣ୍ଟରେ ମୋର ଡ୍ରେସ ଧୋଇଲା ପରେ ସେଇଟା ଛୋଟ ହୋଇଗଲା । ଏବେ କଣ କରିବି

ପତି :- ସେଇ ଡିଟରଜେଣ୍ଟରେ ଗାଧୋଇପଡ, ଫିଟ ଆସିବ ।

ରାମ ଧନୁ ଭାଙ୍ଗିଥିଲେ ସୀତା ଭଲପାଇ ଆସିଥିଲେ, କୃଷ୍ଣ ବଇଁଶି ବଜେଇଲେ ରାଧା ଦଉଡି ଆସନ୍ତି

ମୁଁ ତ ଖାଲି ସିଟି ମାରିଲି, ସେ ପଗଲୀ ତା ବାପାଙ୍କୁ ଡାକି ଆଣିଲା ।

Image Courtesy: Google

ଗୋଟେ ଛୁଆ ପ୍ରଶ୍ନ କଲା ମୋର ତ ପାଟି ଚୁପ ହୋଇଗଲା, ଯଦି ଯୋଗ କରିବା ଦ୍ଵାରା ରୋଗ ହୁଅନ୍ତା ନାହିଁ, ତେବେ ବାବା ରାମଦେବ ପତଞ୍ଜଳିର ଔଷଧ କାହିଁକି ବନାଉଛନ୍ତି ।

ଯଦି ସୂର୍ୟର ସ୍ତ୍ରୀ ଥାନ୍ତା, କମସେ କମ ତାକୁ ଟିକେ କଣ୍ଟ୍ରୋଲରେ ରଖିଥାନ୍ତା ।

ପତ୍ନୀ :- ଯଦି ଆପଣଙ୍କ କେସ ଏହିଭଳି ଝାଡିବାକୁ ଲାଗିବ ତ ମୁ ତୁମକୁ ତଲାକ ଦେବି !!

ପତି :- ହେ ଭଗବାନ ! ଆଉ ମୁଁ  ପାଗଳ ତାକୁ କହିବାକୁ ଚେଷ୍ଟା କରୁଥିଲି ।

ପତି :- କେତେଥର କହିଛିକି ଖାଇବା ବନେଇବା ସମୟରେ ମୋବାଇଲ ବ୍ୟବହାର କାର ନାହିଁ । ସବଜିର ସ୍ଵାଦ ପାଣି ଭଳି ଲାଗୁଛି ।

ପତ୍ନୀ :- ବେଶୀ ଦିମାଗ ଖରାପ କରନି, ତୁମକୁ କେତେଥର କହିଛି ଖାଇବା ସମୟରେ ମୋବାଇଲର ବ୍ୟବହାର କରନି । ସବଜି ଜାଗାରେ ପାଣିରେ ରୁଟି ବୁଡାଇ ବୁଡାଇ ଖାଉଛ ।

ପତି ମଦ ପିକି ଘରକୁ ଆସିଲା କିନ୍ତୁ ପତ୍ନୀର କଥା ଶୁଣିବାକୁ ପଡିବ ନାହିଁ ବୋଲି ଲ୍ୟାପଟପ ନେଇ କାମ କରିବାକୁ ଲାଗିଲା ।

ପତ୍ନୀ :- ଆଜି ପୁଣି ପିଇକି ଆସିଛ ..

ପତି :- ନା ତ

ପତ୍ନୀ :- ପୁଣି ଆଟାଚି ଖୋଲି କଣ ଟାଇପ କରୁଛୁ ମଦୁଆ ???

Image Courtesy: Google

ପତ୍ନୀ :- ଚା ବନେଇବିକି ?

ପତି :- ହାଉ ଠିକ ଅଛି ।

ପତ୍ନୀ :- ଠିକ ଅଛି …

ପତ୍ନୀ :- ପୁଦିନା ପକେଇବିକି ?

ପତି :- ଠିକ ଅଛି

ପତ୍ନୀ :- ତୁଲସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।

ପତି :- ଗୋଟେ କାମ କାର ସୋରିଷ ଓ ଜୀରା ଦେଇ ତଡକା ଲଗାଇ ଦିଅ ।

ୟୋଗା ଟିପ୍ସ

ପତ୍ନୀ କିଛି କହିଲେ ବେକକୁ ଦୁଇଥର ଉପରୁ ତଳକୁ କରନ୍ତୁ ….

ଏହା ସର୍ବ ଶ୍ରେଷ୍ଠ ଯୋଗ ଅଟେ ….

ଏହି ଯୋଗ ଆପଣଙ୍କ ସୁଖଦାୟକ ଜୀବନ ପାଇଁ କୁଞ୍ଜି ଅଟେ …

Image Courtesy: Google

ନୋଟ – ବେକକୁ କେବେ ଡାହାଣ – ବାମକୁ ହଲନ୍ତୁ ନାହିଁ , ଏହା ଜୀବନ ପତି ବିପଦ ହୋଇପାରେ …

ପପୁ ୧୫ ମିନିଟରେ ପେପର ଛାଡି ପଳେଇବାକୁ ଲାଗିଲା ।

ଶିକ୍ଷକ :- କଣ ହେଲା, ପେପର ଆସୁନିକି ?

ପପୁ :- ସେମିତି କିଛି ନାହିଁ । ମୁ ଯାହାର ଭରସାରେ ଆସିଥିଲି ସେ ନିଜେ ମୋତେ ପଚାରୁଛି ।

ପତ୍ନୀ ରାଗରେ ପତିକୁ କହିଲା:

ମୁଁ ଚିଡି ଗଲିଣି ସବୁଦିନର ଖିଚ ଖିଚ ପାଇଁ…

ପତି :- ନିଅ ଚକେଲେଟ ଖାଅ ।

ପତ୍ନୀ ( ରୋମାଣ୍ଟିକହୋଇ )କହିଲା ମାନଉଚକି ମୋତେ ….

ପତି :- ନା ରେ ପଗଲୀ, ମା କୁହେ ଭଲ କାମ କରିବା ପୂର୍ବରୁ ମିଠା ଖାଇବା ଉଚିତ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *