ଟେନସନ ଏମିତି ଗୋଟେ ଜିନିଷ ଯାହା ମୁଣ୍ଡରେ ଥରେ ପଶିଲେ ଆଉ ବାହାରିବା ନା ନେଇ ନଥାଏ । ଟେନସନ ନା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ ଏହା ଛଡା ଆପଣଙ୍କୁ ସବୁବେଳେ ଚିନ୍ତା ମଧ୍ୟ ଦେଇଥାଏ । ଏହି କାରଣ ପାଇଁ ଡକ୍ଟର ଆପଣଙ୍କୁ ଅତି କମରୁକମ ଟେନସନ ନବାକୁ କହିଥାନ୍ତି ଓ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ କହିଥାନ୍ତି । ଜୋକ୍ସ ଦ୍ଵାରା ମନୋରଞ୍ଜନ ହୋଇଥାଏ ଓ ମଣିଷ ମନ ଭଲ ହୋଇଥାଏ ।
୧. ଆଗ୍ରା ତାଜ ମହଲ ଏହି କଥା ର ସବୁତ ଅଛି
ସ୍ତ୍ରୀ ବଞ୍ଚିଥାଉ ବା ମରିଯାଉ ପକେଟ ଖାଲି କରାଇବା ଉଚିତ ।
୨. ସ୍ଵାମୀ : ତମେ ସକାଳେ କହିଥିଲ ରାତିରେ ଖାଇବାରେ ଦୁଇଟା ଅପସନ ଅଛି କିନ୍ତୁ ଏଠି କେବଳ ଗୋଟେ ତରକାରୀ ଅଛି ।
ସ୍ତ୍ରୀ : ଏବେ ବି ଅପସନ ଦିଟା ଅଛି ।
– ଖାଇବାର ଅଛି ଯଦି ଖାଓ,
– ନଚେତ ଥାଉ ।
୩. ମା କହିଲେ ଉଠୁ କିଏ ଝିଅ ତୋ ପାଇଁ ପଚାରୁଛି
ମୁଁ ବାହାରକୁ ଗଲି ବାହାରେ ଖବର କାଗଜ ୱାଲା ବିଲ ନେଇ ଠିଆ ଥିଲା ।
ସକାଳେ ସକାଳେ ଧୋକା ।
୪. ଯେଉଁ ପର୍ଯ୍ୟନ୍ତ ବୋରୋ ପ୍ଲସ ଏଡ ଆସୁ ନାହିଁ ମୁଁ ମାନି ପାରିବି ନାହିଁ ଯେ ଥଣ୍ଡା ଦିନ ଆସି ଗଲାଣି ।
୫. ପୂଆ ବାପା : ଆପପଣଙ୍କ ଝିଅ କଣ କରେ ?
ଝିଅ ବାପା : ଅଭିନେତ୍ରୀ ଅଟେ ଟିକ ଟକରେ ଆଉ ଆପଣଙ୍କ ପୁଅ?
ପୂଆ ବାପା : ଆର୍ମିରେ ଅଛି ପବଜିରେ ।
୬. ଭାରତୀୟ ଲୋକ ସେତେବେଳେ ନର୍ଭସ ହୋଇଥାନ୍ତି ଯେତେବେଳେ ସେ ଫଟା ନୋଟ ଦୋକାନୀକୁ ଦିଅନ୍ତି ଓ ଭାବନ୍ତି ଦୋକାନୀ ଫଟା ନ ଦେଖି ପାରୁ ।
୭. ଝିଅମାନଙ୍କ ସହ ଯୁକ୍ତି କରିବା ଅର୍ଥ ।
ଜେଜେମା କୁ ଆଇ ଫୋନ ଚଲେଇବା ଶିଖେଇବା ।
୮. ନିଜ ପୁଅ ବେରୋଜଗାର ହେଲେ ମଧ୍ୟ ସମସ୍ତଙ୍କୁ ଜ୍ଵାଇଁ ସରକାରୀ ଚାକର ଦରକାର ।
୯. ଆଜିର ଜ୍ଞାନ : ପୁରୁଷ କେବେ ଏତେ ମିଛ କହି ନଥାନ୍ତି ଯଦି ସ୍ତ୍ରୀ ଏତେ ପ୍ରଶ୍ନ କରୁ ନଥାନ୍ତା ।
୧୦. ସ୍ଵର୍ଗକୁ ଯିବାକୁ ଇଛା ଅଛି ତେବେ ରାତିରେ ମା’ ଗୋଡ ଦବେଇ ଶୋଇବା ଉଚିତ ।
ତେବେ ମା’ ଆପଣଙ୍କର ହେଉ ବା ଆପଣଙ୍କ ଛୁଆଙ୍କର କିଛି ଫରକ ପଡେ ନାହିଁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।