Odia Jokes- ଭିଣେଇ ନିଜ ଶାଳିକୁ ମଜାକରେ କହିଲା, ଆରେ ଶାଳି ତ ଅଧା ଘରବାଲି ହେଇଥାଏ ନା ? ଏହି କଥା ଶୁଣି ଶାଳି ରୋମାଣ୍ଟିକ ହେଇ….

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନଙ୍କୁ ଯୋକ୍ସ ଶୁଣିବାକୁ ବହୁତ ପସନ୍ଦ ହୋଇଥିବ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋକ୍ସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ନିଜ ହସ କଣ୍ଟ୍ରୋଲ କରି ପାରିବେ ନାହିଁ । ତେବେ କିଛି ଯୋକ୍ସ ଏମିତି ହୋଇଥାଏ ଯାହା ଯେତେ ଥର ଶୁଣିଲେ ମଧ୍ୟ ହସ ଲାଗିଥାଏ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ।

ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

୧. ସ୍କୁଲରେ ଯଦି ଟିଚର ସହ ବି-ବା-ଦ ହୋଇଯାଏ ଓ ଟିଚର ଆପଣଙ୍କୁ କ୍ଳାସ ବାହାରକୁ ଯିବାକୁ କୁହନ୍ତି ।

ତେବେ ବୁଝି ଯାନ୍ତୁ ବି-ବା-ଦ ଆପଣ ଜିତିଛନ୍ତି ।

୨. ବିବାହ ଆଗରୁ ମଣିଷ ୪ଜି ହୋଇଥାଏ ।

ବାହାଘର ପରେ ଏ ଜି, ଓ ଜି , ଶୁଣୁଛ ଚକ୍କରରେ ସବୁ ଡାଟା ସାରିଥାଏ ଆଉ ନିଜ ସ୍ତ୍ରୀ ୱାଇଫାଇ ରେ ନିର୍ଭର କରିଥାଏ ।

୩. ଯେଉଁ ଜିନିଷ ସେଲ ଓ ବେଟ୍ରି ରେ ଚାଲିଥାଏ

ତାକୁ “ସେଲିବ୍ରେଟି” କୁହା ଯାଇଥାଏ ।

୪. ପାଠ ପଢା ଛାଡି ପବଜି ଖେଳ

ଚାକିରି ନପାଇଲେ ବିକିବ ସବଜି ।

୫. ଝିଅ ମାନଙ୍କୁ ମାନିବାକୁ ପଡିବ କବୀର ସିଂହ କବୀର ତାଙ୍କୁ ବହୁତ ରୋମାଣ୍ଟିକ ଲାଗେ ।

କିନ୍ତୁ ନିଜ ବୟଫ୍ରେଣ୍ଡ ମ-ଦ ପିଇଲେ ମ-ଦୁ-ଆ ଲାଗେ ।

୬. ଶିଂଗଲ ଲୋକଙ୍କ ପାଖରେ କିଛି ଥାଉ ବା ନାହିଁ

କିନ୍ତୁ ଶାନ୍ତିରେ ନିଦ ତାଙ୍କୁ ଲାଗିଥାଏ ।

୭. ଆଗରୁ ଆମେ ଭାରତୀୟ ଦେଖିବା ପାଇଁ ବହୁତ ସୁନ୍ଦର ଥିଲୁ ତା ପରେ ଆମ ଆଧାର କାର୍ଡ ତିଆରି ହେଲା ।

୮. କିଛି ପୁଅ ପିଲା ନିଜ ବାହାଘରରେ ଏମିତି ଶେରବାନି ପିନ୍ଧିଥାନ୍ତି ଯେମିତି ଯାଦୁଗର ଅଟନ୍ତି ।

୯. ଯେଉଁ ପ୍ରକାର ରାସ୍ତାରେ ଲେଖା ହୋଇଥାଏ “ଧୀରେ ଚଲାନ୍ତୁ ଆଗରେ ବ୍ରେକର ଅଛି” ।

ସେହି ଭଳି ଆଉ ଗୋଟେ ଜିନିଷ ଲେଖିବା ଉଚିତ “ପଛକୁ ଜାଓ ଆଗରେ ଚାଲାଣ କ-ଟୁଅଛି” ।

10.  ଭିଣେଇ ନିଜ ଶାଳି କୁ ମଜାକ ରେ କହିଲା

ଭିଣେଇ- ଆରେ ଶାଳି ତ ଅଧା ଘରବାଲି ହେଇଥାଏ ନା ?

ଏହି କଥା ଶୁଣି ଶାଳି ଭିଣେଇ ପାଖକୁ ଆସିଲା,

ଓ ବଡ ରୋମାଣ୍ଟିକ ମୁଡ ରେ କାନରେ କହିଲା

ଯଦି ଏମିତି କଥା, ତ ଅଧା ସାଲାରୀ ମତେ ବି ଦିଅ

ଭିଣେଇ ସେହି ଦିନଠୁ ମଜାକ କରିବା ହିଁ ଛାଡିଦେଲା

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *