Odia Jokes- ଗୋଟେ କୁଆଁରୀ ଝିଅ ପ୍ରେଗନେଣ୍ଟ ହେଇଗଲା ତ ତାର ସାଙ୍ଗ ତାକୁ ପଚାରିଲା, “ଏ ପିଲା କାହାର?” ଝିଅଟି ଜବାବ ଦେଲା…

ବେଳେ ବେଳେ ମନକୁ ଖୁସି କରିବା ପାଇଁ ଆପଣ ବିଭିନ୍ନ ପ୍ରକାରର ଆଟିଭିକ୍ଟି କରିଥାନ୍ତି କାରଣ ଆଜିକାଲିର ବ୍ୟସ୍ତ ପୂର୍ଣ ଜୀବନରେ ଖୁସି ରହିବା ବହୁତ ଜରୁରୀ ଅଟେ । ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

ଜୋକ – ୧

ଶିକ୍ଷକ (ଛାତ୍ରକୁ ) – ମୂର୍ଖ କ୍ଳାସରେ ଦିନ ସାରା ଝିଅମାନଙ୍କ ସହିତ ଏତେ କଥା କାହିଁକି କହୁଛୁ ?

ଛାତ୍ର – ସାର ମୁଁ ଗରିବ ଅଟେ ! ମୋ ମୋବାଇଲରେ ୱ୍ହାଟସପ ନାହିଁ

ଟିଚରଙ୍କ ଆଖିରୁ ଲୁହ ଆସିଗଲା…

ଜୋକ – ୨

ରାହୁଲ ଗାନ୍ଧୀ ଚାଷୀଙ୍କୁ ଦେଖା କରିବାକୁ ଗଲା…

ରାହୁଲ – ଆପଣଙ୍କ ଗୋଡ ଚାଷ ଜମିରେ ଅପରିଷ୍କାର କାହିଁକି ହେଉଛି ?

ଚାଷୀ ଓ ସାର ମାଟି ଅଛି ତ ସେଥିପାଇଁ

ରାହୁଲ – ଚିନ୍ତା କର ନାହିଁ, ଆମର ସରକାର ଆସିଲେ ମୁଁ ପୁରା ଚାଷ ଜମିକୁ ସମତଳ କରିଦେବି…

ଚାଷୀ ବେହୋସ…

ଜୋକ – ୩

ସ୍ତ୍ରୀ ସକାଳୁ ସକାଳୁ ନିଜର ସ୍ଵାମୀଙ୍କୁ କହିଲା…

ସ୍ତ୍ରୀ – ଟୋସ୍ଟ ଉପରେ ମହୁ ଲଗାଇ ଦେଉଛି… ଖାଇବ ?

ସ୍ଵାମୀ ଷ୍ଟାଇଲ ମାରି କହିଲା – ନା ମହୁ ମହୁମାଛିର ମୁହଁରୁ ବାହାରିଥାଏ

ମୁଁ କାହାର ମୁହଁରୁ ବାହାରିଥିବା ଜିନିଷ ଖାଏ ନାହିଁ…

ସ୍ତ୍ରୀ – ଠିକ ଅଛି ତେବେ ମୁଁ ଅଣ୍ଡା କରି ଦେଉଛି ।

ଜୋକ – ୪

ବସ – ଯଦି ଦୁଇଟି ଟ୍ରେନ ଗୋଟିଏ ଟ୍ରେନ ଲାଇନରେ ଆମନା ସାମ୍ନାରେ ଆସୁଛି ତେବେ ତୁ କଣ କରିବୁ ?

ପପୁ – ନାଲି ପତାକା ଦେଖାଇ ଦେବି

ବସ – ଯଦି ପତାକା ନ ମିଳିବ ତ ?

ପପୁ – ତେବେ ଟର୍ଚ ଦେଖାଇ ଦେବି

ବସ – ଯଦି ଟର୍ଚ ବି ମିଳିବ ନାହିଁ ?

ପପୁ – ନିଜର ନାଲି ଶାର୍ଟ ଓଲାହାଇ ଦେଖଇବି

ବସ – ଶାର୍ଟ ଯଦି ନାଲି ରଙ୍ଗର ନ ଥିବ ?

ପପୁ – ତେବେ ମୁଁ ନିଜର ମାଉସୀ ପୁଅକୁ ଫୋନ କରି ଡାକି ଦେବି….

ବସ – କାହିଁକି ?

ପପୁ – କାରଣ ସେ କେବେ ବି ୨ ଟ୍ରେନର ଧକା ଦେଖି ନାହିଁ…..

ଜୋକ – ୫

ରାଜୁ ମଉସା – ଆଉ ପୁଅ ତୋର ପରୀକ୍ଷା କେମତି ହେଲା ?

ପପୁ – ସାର ଏମିତି ପ୍ରଶ୍ନ କରିଲା କି ମୋତେ ଜଣା ନ ଥିଲା

ରାଜୁ ମଉସା – ତେବେ

ପପୁ – ମୁଁ ବି ବହୁତ ଚାଲାକ, ମୁଁ ବି ଏମିତି ଜବାବ ଲେଖିଲି କି

ଯାହା ତାଙ୍କୁ ଜଣା ନ ଥିବ…

ଜୋକ – ୬

ପପୁ ପରୀକ୍ଷାରେ ଖାଲି ବସି ଥିଲା

କିଛି ବି ଲେଖୁ ନ ଥିଲା

ଟିଚର – ତୁମେ କିଛି ଲେଖୁନୁ କାହିଁକି

ପପୁ – କିଛି ଆସୁ ନାହିଁ

ଟିଚର – କିଛି ତ ଆସୁଥିବ

ପପୁ – ହଁ

ଟିଚର – କଣ ?

ପପୁ – ଆଖିରେ ଲୁହ…..

ଜୋକ – ୭

ଗୋଟେ କୁଆଁରୀ ଝିଅ ପ୍ରେଗନେଣ୍ଟ ହେଇଗଲା ତ

ତାର ସାଙ୍ଗ ତାକୁ ପଚାରିଲା,

“ଏ ପିଲା କାହାର?”

ଝିଅଟି ଜବାବ ଦେଲା…

ଟିକେ ଟିକେ ରିଚାର୍ଜ କରୁଥିଲି

ଜଣା ନାହିଁ କିଏ ଲାଇଫ ଟାଇମ

ଭାଉଚର ପକେଇଦେଲା…

ଆପଣମାନଙ୍କୁ ଆମର ଏହି ଯୋକ୍ସ ଗୁଡିକ ଭଲ ଲାଗିଥିଲେ ଏହାକୁ ଲାଇକ ଆଉ ଶରତେ କରନ୍ତୁ ଓ ଅନ୍ୟମାନଙ୍କୁ ବି ହସାନ୍ତୁ ଓ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *