ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ, ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।
୧. ସ୍ଵାମୀ – ପୁରୁଷ ଗୋଟେ ଦିନରେ ୨୨୦୦ ଶବ୍ଦ ବ୍ୟବହାର କରିଥାଏ, କିନ୍ତୁ ମହିଳା ମାନେ ୪୪୦୦ଶବ୍ଦ କହି ଥାନ୍ତି ।
ସ୍ତ୍ରୀ – ମହିଳାଙ୍କୁ ନିଜ କଥା ବାରମ୍ବାର କହିବାକୁ ପଡିଥାଏ ।
ସ୍ଵାମୀ – କଣ କହିଲ ? ଆଉ ଥରେ କୁହ !
୨. ବିବାହ ସମୟରେ ଦୁହେଁ ସ୍ଵାମୀ ସ୍ତ୍ରୀ ବୁଝା ମଣା କରନ୍ତି ।
ସ୍ତ୍ରୀ ମା ବାପା ଓ ବାପ ଘର ଛାଡିଥାଏ…
ଓ ପୁରୁଷ ସୁଖ ଶାନ୍ତି ଓ ଭଲ ଦିନ ଆଶା ଛାଡିଥାଏ ।
୩. ମୁଁ ଗୋଟେ ଝିଅକୁ ପଚାରିଲି – ତମ ବୟସ କେତେ ?
ଝିଅ – ୨୪ ବର୍ଷ !
ମୁଁ – ୫ ବର୍ଷ ତଳେ ଭି ତମେ ଏଇୟା କହିଥିଲ
ଝିଅ – ଦେଖିଲ ଆମେ ଝିଅ ମାନେ ନିଜ କଥାରେ କେତେ ପକା ।
୪. ପପୁ ନିଜ କଲେଜ ଗୋଟେ ଝିଅକୁ କହିଲା – ଆଇ ଲଭ ୟୁ, ଏବେ ତମେ କୁହ …
ଝିଅ – ମୁଁ ଏବେ ଯାଇ ସାରଙ୍କୁ କହୁଛି ।
ପପୁ – ଆରେ ପାଗଳ ତାଙ୍କୁ କହି କଣ ଲାଭ ତାଙ୍କ ବାହାଘର ସରିଛି ।
୫. ରମନ ରମେଶକୁ ପଚାରିଲେ – ଆରେ କଣ କାରଣ ଥିଲା ଯେ ତମେ ନିଜ ପୁଅ ନିର୍ବନ୍ଧ ଭାଙ୍ଗି ଦେଲ ।
ରମେଶ ଉତ୍ତରରେ କହିଲା – କଣ କରିଥାନ୍ତି, ମୋ ଭାବି ବହୁ ବକ୍ସିଙ୍ଗ ଚାମ୍ପିଅନ ଥିଲା ।
୬. ଗୋଟେ ସାଧୁ ବାବା ଗୋଟେ ଗଳିରେ ଯାଉଥିଲେ ହଟାତ ତାଙ୍କ ଉପରେ ଆସି ଗୋଟେ ବ୍ରା ପଡିଲା ।
ବାବା – ହେ ପ୍ରଭୁ ଏ କେମିତି ଲୀଳା ତୁମର… ଆମ୍ବ କେହି ଖାଉଛି ଓ ଚୋପା ଆମ ଉପରେ ଫିଙ୍ଗୁ ଅଛି ।
୮. ଗୋଟେ ବ୍ୟକ୍ତି ସାଧୁ ବାବାଙ୍କୁ କହିଲା – ବାବା ମୋ ସ୍ତ୍ରୀ ମତେ ବହୁତ ହଇରାଣ କରୁଛି କିଛି ଉପାୟ କୁହନ୍ତୁ ।
ବାବା ରାଗିଜାଇ – ଯଦି ମୋ ପାଖରେ କିଛି ଉପାୟ ଥାନ୍ତା ତେବେ ମୁଁ ସାଧୁ କଣ ପାଇଁ ହେଇଥାନ୍ତି ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।