କିଛି ଲୋକଙ୍କୁ ହାଇପର ଟେନସନ ଭଳି ରୋଗ ହୋଇଥାଏ, ତେବେ ଆଜିକ ସମୟରେ ଏମିତି କେହି ନାହାନ୍ତି ଯାହାକୁ କୌଣସି ପ୍ରକାର ଅସୁବିଧା ନାହିଁ, ସମସ୍ତଙ୍କୁ ରୋଗ ଅଛି ସେ ବଡ ହୁଅନ୍ତୁ ବା ଛୋଟ, ଆଜି କାଲିକା ସମୟରେ କାହା ପାଖରେ ବସି କିଛି ଭଲ ମନ୍ଦ କଥା ହବାକୁ ବା ହସ ଖୁସି କରିବା ପାଇଁ ମଧ୍ୟ କାହା ପାଖରେ ସମୟ ନାହିଁ । ତେବେ ଡକ୍ଟର ମଧ୍ୟ କହିଥାନ୍ତି ଯେ ହସ ଖୁସିରେ ରହିଲେ ମଣିଷ ବୟସ ବଢିଥାଏ ଓ ଟେନସନରେ ରହିଲେ ମଣିଷ ବୟସ କମିଥାଏ ।
ତେବେ ଆସନ୍ତୁ କିଛି ଯୋକ୍ସ ପଢି ନିଜ ମାନଙ୍କୁ ପ୍ରଫୁଲ୍ଲିତ କରିବା ଓ ନିଜ ସହ ଅନ୍ୟ ମାନଙ୍କୁ ମଧ୍ୟ ଖୁସି କରିବା ।
୧. ସ୍ତ୍ରୀ : ଆଜି ଗୋଟେ କଥା କୁହ…
ପୁରୁଷଙ୍କୁ ମାରିବା ପରେ ସ୍ଵର୍ଗରେ ଅପ୍ସରା ମିଳିଥାନ୍ତି ତେବେ ମହିଳାଙ୍କୁ କଣ ମିଳିଥାଏ ?
ସ୍ଵାମୀ : ମାଙ୍କଡ ମିଳିଥାନ୍ତି ମାଙ୍କଡ…
ସ୍ତ୍ରୀ – ଯେ ବହୁତ ଭୁଲ କଥା, ତମକୁ ଏଠି ବି ଅପସରା ଓ ମଲା ପରେ ବି ଅପସରା ଆଉ ଆମକୁ ଏଠିବି ମାଙ୍କଡ ଆଉ ମଲା ପରେ ବି ମାଙ୍କଡ ।
୨. କେହି ମାଟି ହାଣ୍ଡିକୁ ପଚାରିଲେ ତମେ ଏତେ ଥଣ୍ଡା କଣ ପାଇଁ ?
ମାଟି ହାଣ୍ଡି ଆଗ ହସିଲା ଓ କହିଲା – ତୁ ପାଣି ପି ପଞ୍ଚାୟତ କାଇଁ କରୁଛୁ ।
୩. ଛୁଆବେଳେ ମା କୁହଥିଲା ଯେତେବେଳେ କେହି ଓଲଟା ହାତରେ ଖାଇଲେ ସେହି ଖାଦ୍ୟ ରାକ୍ଷାଶ ପେଟରେ ଯାଇଥାଏ । ସେଥିପାଇଁ ମୁଁ ଓଲଟା ହାତରେ ସିଗ୍ରେଟ ପିଉଛି, ଯାହା ଦ୍ଵାରା ରାକ୍ଷାଶ ଫୁସଫୁସ ଖରାପ ହଉ ।
୪. ସମ୍ପର୍କ ପାଇଁ ଲୋକେ ଝିଅ ଘରକୁ ଆସିଥିଲେ ।
ପୁଅ ଘର ଲୋକେ – ଝିଅ କଣ କରୁଛି ?
ଝିଅ ଘର ଲୋକ – ହଇରାଣ କରି ରଖିଛି…
୫. ବର କନ୍ୟା ବିବାହ ହେଲା ଓ ବିଦାଇ ସମୟରେ ଶଶୁର ଜ୍ଵାଇଁ ପୁଅକୁ କହିଲା – ମୋ ଝିଅର ଧ୍ୟାନ ରଖିବ, ତା ଆଖିରେ କେବେ ଲୁହ ଆସିବାକୁ ଦବ ନାହିଁ ।
ଜ୍ଵାଇଁ – ଠିକ ଅଛି ପିଆଜ ମୁଁ କାଟିବି କିନ୍ତୁ ବାସନ ତାକୁ ମାଜିବାକୁ କୁହନ୍ତୁ ।
୬. ସଂସାରରେ ଆସିଛ ତେବେ ନିଜ ହୁନର ନିଶ୍ଚିନ୍ତ ଦେଖେଇବ ।
ଶତ୍ରୁମାନେ କିଛି ଭୟଙ୍କର ନାହାନ୍ତି, କେବଳ ନିଜ ଲୋକଙ୍କ ଉପରେ ନଜର ରଖିବ ।
୭. ଯେବେ ବି ଗଳିରେ ଯାଉଛ ନିଜ ଆଖି ତଳକୁ କରି ଚାଲିବ ।
ଏମିତି କରିବା ଦ୍ଵାରା ଆପଣଙ୍କ ସମ୍ମାନ ବଢିବାକୁ ଲାଗିଥାଏ ଓ ପଡିଥିବା ଟଙ୍କା ବି ମିଳିଥାଏ ।
୮. ଡକ୍ଟର : ତମେ କଉ ସାବୁନ ବ୍ୟବହାର କର ?
ରୋଗୀ : ବଜରଙ୍ଗ ସାବୁନ ।
ଡକ୍ଟର : ପେଷ୍ଟ ?
ରୋଗୀ : ବଜରଙ୍ଗ ପ୍ପେଷ୍ଟ ?
ଡକ୍ଟର : ଶେମ୍ପୁ ?
ରୋଗୀ : ବଜରଙ୍ଗ ଶେମ୍ପୁ ।
ଡକ୍ଟର : ୟେ ବଜରଙ୍ଗ କଉ କମ୍ପନୀ ?
ରୋଗୀ : ବଜରଙ୍ଗ ମୋ ରୁମମେଟ ଅଟେ ।