ମଜେଦାର ଚୁଟ୍କୁଲେ: ଚତୁର୍ଥୀ ରାତିରେ ସ୍ଵାମୀ ଭିତରକୁ ପଶୁ ପଶୁ ସ୍ତ୍ରୀ…

ସ୍ୱାସ୍ଥ୍ୟ ପାଇଁ ହସିବା ନିହାତି ଜରୁରୀ, ଯେମିତି ହସିବା ଦ୍ଵାରା ମାନସିକ ଓ ଶାରୀରିକ ଥକାନ ଦୂର ହେବା ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକାଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ ।

ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ ।

Image Courtesy: Google

୧. ଯେତେ ଭଲ ଚଳଚିତ୍ର ଦେଖି ଦିଅ ।

ଯେଉଁ ମଜା ସାଇ ଝଗଡା ଦେଖିବାରେ ଲାଗିଥାଏ ସେ ମଜା କୌଠି ନାହିଁ ।

୨. ଭୋକ ଶୋଷ କିଛି ଲାଗେ ନାହିଁ ଯେତେବେଳେ ମୋବାଇଲ ହାତରେ ଆସିଥାଏ ।

୩. ଯେଉଁ ଲୋକ ମୋ ମେସେଜ ପଢୁ ନାହାନ୍ତି ବା ରିପ୍ଳାୟ କରୁ ନାହାନ୍ତି ତାଙ୍କୁ ସରକାର ନିବେଦନ କରିଛନ୍ତି ଯେ ତାଙ୍କୁ ଅପାଠୁଆ ଘୋଷିତ କରା ଯାଉ ।

Image Courtesy: Google

୪. ତେବେ ରୋଙ୍ଗକୁ ଓଡିଆରେ କଣ କୁହନ୍ତି ?

ଯିଏ ଭୁଲ କହିବ ସେ ପାର୍ଟି ଦବ ।

୫. ପୁଅ : ଝିଅମାନେ ଶାଶୁଘରକୁ ଗଲା ବେଳେ ଏତେ କାନ୍ଦନ୍ତି କଣ ପାଇଁ ?

ଝିଅ – ଯଦି ଟଟେ କେହି ତୋ ଘରୁ ଦୂରକୁ ନେଇ ଯାଉ ଆଉ ଝାଡୁ ପୋଛା ଆଉ ଅଇଁଠା ବାସନ ସଫା କରିବା ପାଇଁ କହୁ ତେବେ ତୁ କଣ ନାଚିବୁ ?

୬. ଶଳା ଭଲ ସମୟ ଆସିଥିଲା ମୁଁ ଗୋରା ହେଇଯାଇ ଥାନ୍ତି କିନ୍ତୁ ଗରମ ଦିନ ଆସି ଗଲା ।

Image Courtesy: Google

୭. ପ୍ରେମ ଆଉ ଡାଉନଲୋଡିଙ୍ଗ କେବେ ଅଧାରେ ଛାଡିବା କଥା ନୁହ ।

ଦିତୀୟ ଥର ଆରମ୍ଭ କରିବା ବହୁତ କଷ୍ଟ ହୋଇଥାଏ ।

୮. ପାଞ୍ଚଟି ଆଙ୍ଗୁଠି କେବେ ସମାନ ହୋଇ ନଥାଏ,

କିନ୍ତୁ ଖାଇବା ପାଇଁ ସବୁ ଏକାଠି ହୋଇ ଯାନ୍ତି ।

ଲୋଭୀ ଗୁଡାକ ।

୯. ସିଗ୍ରେଟ ପିବା ଦ୍ଵାରା କ୍ୟାନ୍ସର ଜନ୍ମ ହୋଇଥାଏ ଆଉ ମଦ ପିବା ଦ୍ଵାରା ଡ୍ୟାନ୍ସର ବାହାରିଥାଏ । ତେବେ ଆପଣଙ୍କ ଚଏସ ।

୧୦. ଗୋଟେ ପୁଅ ରୋଡ ଉପରେ ପଡି ଛାଟି ପିଟି ହଉଥିଲା କେହି ତାକୁ ସାହାଜ୍ଯ କରିବା ପାଇଁ ଯାଉନଥିଲେ ।

ତା ପରେ ମୁଁ ଗଲି ପାଖକୁ ଯାଇ ଦେଖିଲା ବେଳକୁ ପାଇଲି ଯେ ହାରାମି ଟିକ ଟକ ଭିଡିଓ କରୁଥିଲା ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *