ମଜେଦାର ଚୁଟ୍କୁଲେ: ପ୍ରଥମ ଥର ସମ୍ବନ୍ଧ ରଖିବା ପରେ ଝିଅଟି ଡରି କାନ୍ଦିବାକୁ ଲାଗିଲା… ପୁଅଟି ବହୁତ ଆଶ୍ଚର୍ଯ୍ୟ ହେଲା ଓ ପଚାରିଲା ” କଣ ହେଲା?”

ଆପଣମାନଙ୍କୁ ଯୋକ୍ସ ଶୁଣିବାକୁ ବହୁତ ପସନ୍ଦ ହୋଇଥିବ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋକ୍ସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ନିଜ ହସ କଣ୍ଟ୍ରୋଲ କରି ପାରିବେ ନାହିଁ, ତେବେ କିଛି ଯୋକ୍ସ ଏମିତି ହୋଇଥାଏ ଯାହା ଯେତେ ଥର ଶୁଣିଲେ ମଧ୍ୟ ହସ ଲାଗିଥାଏ ।

ଏହି ଭଳି ହସ ବେଲୁନ ଆଜି ଆମେ ଆପଣ ମାନଙ୍କ ପାଇଁ ଆଣିଛୁ ଯାହା ଫୁଟିଲା ପରେ ଆପଣଙ୍କ ହସ ଆଉ କଣ୍ଟ୍ରୋଲ ହବ ନାହିଁ । ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

୧. ସନ୍ତା ସୌଚାଲେରେ ବସିଥିଲା, ତା ନଜର ସାମ୍ନା କାନ୍ଥ ଉପରେ ପଡିଲା ।

କାନ୍ଥରେ ଲେଖା ହୋଇଥିଲା ଅଧିକରୁ ଅଧିକ ପାଣି ବ୍ୟବହାର କରନ୍ତୁ ।

ତା ପରେ କଣ ଅଛି ସନ୍ତା ବସି ବସି ୪ ବୋତଲ ପାଣି ପି ଗଲା ।

Image Courtesy: Google

୨. ଗୋଟେ ମଦୁଆ ରାତି ୧୨ଟାରେ ମଦ ଦୋକାନରେ ଗଲେ ।

ମଦୁଆ – ତମ ଦୋକାନ କେବେ ଖୋଲିବ ।

ମାଲିକ – ସକାଳେ ୯ଟାରେ ।

ମଦୁଆ – ତମ ଦୋକାନ କେବେ ଖୋଲିବ କୁହ ?

ମାଲିକ – କହିଲି ବା ସକାଳ ୯ଟାରେ ।

ଶରାବି ଫୋନରେ କହିଲା କେବେ ଖୋଲିବ ଦୋକାନ କୁହ ମୁଁ ଦୋକାନ ଭିତରେ ଅଛି କେବେ ଖୋଲିବ କୁହ ।

ମାଲିକ ଡଋ ଗଲା ଓ ଚେକ କରିବା ପାଇଁ ଦୋକାନ ଖୋଲିବାକୁ ଆସିଲା ଓ ଚେକ କଲା କିନ୍ତୁ ସେଠି କେହି ନଥିଲା । ମଦୁଆ ପଛରୁ ଆସିଲା ଓ କହିଲା – ଏବେ ଦୋକାନ ଖୋଲି ସାରିଛ ତେବେ ଗୋଟେ କ୍ଵାଟର ଦେଇ ଦିଅ ।

Image Courtesy: Google

୩. ସନ୍ତା ଓ ବନ୍ତା ବିବାହରେ ଗଲେ ।

ସନ୍ତା ଖାଇବା ପ୍ଳେଟରେ ଟିଶୂ ପେପର ଦେଖିଲା । ଟିଶୂ ପେପର କୁ ସନ୍ତା ଖାଇବା ଜିନିଷ ଭାବିଲା ଓ ତାକୁ ଖାଇବା ଆରମ୍ଭ କଲା ।

ସନ୍ତାକୁ ଦେଖି ବନ୍ତା କହିଲା ତାକୁ ଖାନି ସେଥିରେ ମସଲା ଫିକା ଅଛି ।

୪. ମୁକେଶ ଅମ୍ବାନୀ ପ୍ରତି ଦିନ ୩୦୦କୋଟି ଟଙ୍କା ରୋଜଗାର କରନ୍ତି, ନିଜ ଝିଅ ବାହାଘରରେ କେବଳ ୭୦୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ ୩ଦିନର ରୋଜଗାର ମଧ୍ୟ ଖର୍ଚ୍ଚ କଲେ ନାହିଁ । ଲୋକ ନିଜ ଜୀବନ ସାରା ରୋଜଗାର କରିଥିବା ନିଜ ଝିଅ ବାହାଘରରେ ଖର୍ଚ୍ଚ କରିଥାନ୍ତି ତେବେ କଞ୍ଜୁସ ଅମ୍ବାନୀ ଟିକେ ବି ଖର୍ଚ୍ଚ କଲେ ନାହିଁ ।

୫. ପ୍ରଥମ ଥର ସମ୍ବନ୍ଧ ରଖିବା ପରେ ଝିଅଟି ଡରି କେତେବେଳେ ନିଜକୁ ତ କେତେବେଳେ ପୁଅକୁ ଦେଖି କାନ୍ଦିବାକୁ ଲାଗିଲା…

ପୁଅଟି ବହୁତ ଆଶ୍ଚର୍ଯ୍ୟ ହେଲା ଓ ପଚାରିଲା ” କଣ ହେଲା?”

ଝିଅ: ଯେତେବେଳେ ଭିତରକୁ ଗଲା 6 ଇଞ୍ଚର ଥିଲା କିନ୍ତୁ ବାହାରକୁ ଆସିଲା ପରେ 3ଇଞ୍ଚ ର ହେଇଗଲା, ବାକି କୁଆଡେ ଗଲା ? ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *