ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।
୧. ଜଣେ ସୁନ୍ଦର ଝିଅ ବସ ଷ୍ଟାଣ୍ଡରେ ଠିଆ ହୋଇଥିଲେ ।

ସେହି ସମୟରେ ଗୋଟେ ଯୁବକ କହିଲେ – ଚନ୍ଦ୍ର ରାତିରେ ବାହାରେ ଆଜି ଦିନରେ କେମିତି ବାହାରିଛି ?
ଝିଅ କହିଲା – ଆରେ ପେଚା ରାତିରେ କଥା କୁହନ୍ତି, ଆଜି ଦିନରେ କେମିତି କହୁଛି ?
୨. ଗୋଟେ ସୁନ୍ଦରୀ ଝିଅ ଗୋଟେ ପୁଅ ନାରେ ଥାନାରେ କମ୍ଲେନ କରିବା ପାଇଁ ଗଲା ଆଉ ସବୁ କଥା କହିଲା ଯେ ତାକୁ ଗୋଟେ ବ୍ୟକ୍ତି ମାରିବାକୁ ପିଟିବାକୁ ଓ ଜୀବନରୁ ମାରିବା ପାଇଁ ଧମକ ଦଉଛି ।
ଝିଅ ସବୁ କଥା ଶୁଣି ଥାନା ପୋଲିସ କହିଲା – ଆମେ ଶୀଘ୍ର ତାକୁ ଧରିକି ଜେଲରେ ରଖିବୁ ।
ଝିଅ : କିନ୍ତୁ ମୁଁ ତାକୁ ଜେଲରେ ରଖିବାକୁ ଚାହୁଁ ନାହିଁ, ତାକୁ ଧରି ମତେ କହିବେ ମୋ ସହ ବିବାହ କରିବାର ବଚନ ଦେଇଛି ସେ ।

୩. ଜଣେ ଯୁବକ ଭିକାରି ଗୋଟେ ସୁନ୍ଦର ଝିଅକୁ ଖାଇବାକୁ ମାଗିଲେ । ଭିକାରି ଉପରେ ଦୟା କରି ଝିଅ ତାକୁ ପେଟ ଭରା ଖାଇବାକୁ ଦେଲା ।
ଖାଇବା ପରେ ଭିକାରି କହିଲା – ମଣିଷ ପେଟ କେବଳ ଖାଇବା ଦ୍ଵାରା ଭାରି ନଥାଏ ଓ ଆଉ କିଛି ବି ଦରକାର ପଡିଥାଏ ?
ଝିଅ – ଏବେ ଆଉ କଣ ଦରକାର ?
ଯୁବକ ଭିକାରି – କଣ ତମେ ମୋ ସହ ଘର ବସେଇ ପାରିବ ।
୪. ଜଣେ ଯୁବତୀ – ତମେ ମୋ ପୁଅକୁ କଣ ପାଇଁ ବାଡେଇଲ ?
ମୋଟି ଯୁବତୀ – ସେ ମତେ ମୋଟୀ ମଇଁଷି କହିଲା ।
ପ୍ରଥମ ଯୁବତୀ କହିଲେ – ତେବେ ତମକୁ ତମ ଖାଦ୍ଯ କମ କରିବା ଉଚିତ ।

୫. ଗୋଟେ ଛୁଆ ଘୋଡା ଉପରେ ବସି କିଛି ଲେଖୁଥିଲା ତା ବାପା ପଚାରିଲା – ତମେ ଏଠି ବସି କଣ କରୁଛ ?
ପୁଅ – ବାପା କାଲୀ ସର ଘୋଡା ଉପରେ ନିବନ୍ଧ ଲେଖିବା ପାଇଁ କହିଥିଲେ, ସେଇଟା ଲେଖୁଛି ।
୬. ଜଣେ ସୁନ୍ଦର ଝିଅ – ମତେ ବହୁତ ଅଫଶୋଷ ଅଛି ଯେ ତମେ ଏତେ ହଟା କଟା ହୋଇ ମଧ୍ୟ ଭିଖ ମାଗୁଛ ?
ଭିକାରି ଯୁବକ : ଆପଣଙ୍କ ଭଳି ସୁନ୍ଦର ଝିଅଙ୍କ ସହ କଥା ହବାର ଏହା ବଢିଆ ଉପାୟ ଅଟେ, ନଚେତ ଲାଇନ ମାରିବା ପାଇଁ ମାଡ ହେଇଯାଏ ?
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।