ଆଜିକା ସମୟରେ କାହା ପାଖରେ ନିଜ ହସ ଖୁସି ପାଇଁ ମଧ୍ୟ ସମୟ ନାହିଁ ଲୋକ କେବଳ କାମରେ ବ୍ୟସ୍ତ ରହୁଛନ୍ତି ନା ନିଜ ପରିବାର ଲୋକଙ୍କୁ ସମୟ ଦଉଛନ୍ତି ନା ନିଜ ସମ୍ପର୍କୀୟ ବା ସାଙ୍ଗ ମାନଙ୍କୁ । ତେବେ ଦୁନିଆରେ କେହି କିଛି ନେଇକି ଆସି ନାହାନ୍ତି ଓ କେହି କିଛି ନେଇକି ଯିବେ ନାହିଁ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ସମସ୍ତେ କିଛି ନା କିଛି ପାଇବା ଚକ୍ରରେ ଦଉଡି ଚାଲିଛନ୍ତି, ଆଜି ଆମେ ଆପଣଙ୍କ ପାଇଁ ମନୋରଞ୍ଜକ ଜିନିଷ ଆଣିଛୁ ।
୧. ଗଧ କହିଲା – ମୋ ମାଲିକ ମତେ ବହୁତ ବାଡାଏ ।
କୁକୁର କହିଲା – ତୁ ପଳଉନୁ କଣ ପାଇଁ ?
ଗଧ – ମାଲିକ ସୁନ୍ଦର ଝିଅ ଯେତେବେଳେ ପାଠ ପଢେନି ସେତେବେଳେ ମାଲିକ ତାକୁ କୁହେ ପାଠ ନ ପଢିଲେ ଗଧ ସହ ବିବାହ କରି ଦେବୀ ଏହି ଆଶାରେ ବସିଛି ।
୨. ସକାଳେ ସକାଳେ ସ୍ତ୍ରୀ ସ୍ଵାମୀକୁ କହିଲା ଆଜି ଜଳିକ୍ଷା ତମେ ତିଆରି କର ।
ସ୍ଵାମୀକୁ ଏହା ଶୁଣି ବହୁତ ରାଗ ଲାଗିଲା, କିନ୍ତୁ ସେ କିଛି କହିଲା ନାହିଁ ଓ ନିଜ ଓକିଲ ଘର କୁ ଗଲା ଓ ଛାଡପତ୍ର କାଗଜ ତିଆରି କଲା କିନ୍ତୁ କିଛି ସମୟ ପରେ ଫେରି ଆସି ଜଳିକ୍ଷା ତିଆରି କଲା । ଏଇଟା ଏଥିପାଇଁ ହେଲା କାହିଁକିନା ସେ ବାହାରୁ ଓକିଲକୁ ନିଜ ସ୍ତ୍ରୀ କପଡା ଧୋଇବାର ଦେଖିଥିଲା ।
୩. ଚିଣ୍ଟୁ ଲିଫ୍ଟରେ ଯାଉଥିଲା ହଟାତ ଗୋଟେ ଝିଅ ମହଙ୍ଗା ସେଣ୍ଟ ମାରି ଲିଫ୍ଟରେ ଆସିଲା ଓ ଚିଣ୍ଟୁକୁ ଦେଖି କହିଲା – କୋବରା ସେଣ୍ଟ, ୬୦୦୦ଟଙ୍କା ।
ଦୁତୀୟ ଝିଅ ସେଣ୍ଟ ମାରି ଆସିଲା ଓ ଚିଣ୍ଟୁକୁ ଦେଖି କହିଲା – ବୃଟ ସେଣ୍ଟ ୭୦୦୦ଟଙ୍କା ।
ହଟାତ ଲିଫ୍ଟ ରହି ଗଲା, ଦୁଇ ଝିଅ ନିଜ ନିଜ ନାକ ବନ୍ଦ କରି ଚିଣ୍ଟୁକୁ ରାଗିକି ଅନେଇଲେ ଚିଣ୍ଟୁ ହସି ଦେଇ କହିଲା – ମୂଳା ପରଠା କେବଳ ୧୫ଟଙ୍କା
୪. ସଲ୍ଲୁ ବିବାହ ହଉନଥିଲା ତେବେ ମନ୍ନତ ମାଗିବା ପାଇଁ ସଲ୍ଲୁ ଆଜମେର ଗଲା ଓ ନିଜ ମାକୁ ନିଯ ସହ ନେଇ ଗଲା ।
ଶେଠୀ ହଟାତ ତା ମା ହଜି ଗଲା, ସଲ୍ଲୁ ହାତ ଉଠାଇ ଅଲ୍ଲାହକୁ କହିଲା ଏ ଖୁଦା, ନିଜର ପାଉ ନାହିଁ ଆଉ ଏବେ ଅବା ର ବି ହଜାଇଦେଲି ।
୫. ମୁଁ ଆଜି ମୋ ଗର୍ଲଫ୍ରେଣ୍ଡକୁ କହିଲି ତୁମ ନା ମୁଁ କୌଠି ଲେଖିବୀ ହାତରେ ନା ହୃଦୟରେ ??
ସେ କହିଲା ଯଦି ଭଲ ପାଉଚ ତେବେ ପ୍ରପାର୍ଟିକାଗଜ ଉପରେ ଲେଖି ଦିଅ ।
ଏଇ ଝିଅ ମାନେ ଷ୍ଟାର ପ୍ଲସ ଦେଖି ଦେଖି ହୋସିଆର ହୋଇଯାଇଛନ୍ତି ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।