ମଜେଦାର ଜୋକ୍ସ : ବଣ୍ଟି ନିଜ ଭାଉଜକୁ କହିଲା ତମ ପୁଅ ଚେହେରା ତମ ସହ ମିଶୁ ନାହିଁ, ଭାଉଜ ନିଜ ଘାଘରା ଉଠେଇ କହିଲା….

ଦୁଃଖ ସାମ୍ନା ସମସ୍ତଙ୍କୁ ନିଜ ଜୀବନରେ କେବେ ନା କେବେ କରିବାକୁ ପଡିଥାଏ, କିଛି ଲୋକଙ୍କ ଜୀବନରେ ଦୁଃଖ ହିଁ ଦୁଃଖ ରହିଥାଏ, ଦୁଃଖ ସମୟରେ କାହାକୁ ରାଗ ଲାଗିଥାଏ ତ କିଏ ଡିପରେସନ ଭଳି ସମସ୍ଯା ଶିକାର ହୋଇଥାଏ, ଜୀବନରେ କିଛି ନାହିଁ କାହା ସହ ହସି କଥା ହେଲେ ବା କାହା ଜୀବନରେ ଖୁସି ଆଣିଲେ ଆପଣଙ୍କ ଜୀବନ ସାର୍ଥକ ହୋଇଥାଏ ।

ମଣିଷ ଏକୁଟିଆ ଏମିତି ଯିବ ଯିଏ ଚାହିଁଲେ ଅନ୍ୟ ମାନଙ୍କୁ ଖୁସି ଦେଇ ପାରିବ ଓ ଚାହିଁଲେ ଅନ୍ୟ ମାନଙ୍କୁ ଦୁଃଖ ସେଥିପାଇଁ ନିଜ ଜୀବନ ସାର୍ଥକ କରିବା ପାଇଁ ସବୁବେଳେ କାହାକୁ ହସେଇବାକୁ ଚେଷ୍ଟା କରନ୍ତୁ ।

Image Courtesy: Google

୧. ସ୍ତ୍ରୀ କୋମା ପାଇଁ ଆଇସିୟୁରେ ଥିଲା, ସ୍ଵାମୀ ର କାନ୍ଦି କାନ୍ଦି ଅବସ୍ତା ଖରାପ ଥିଲା ।

ଏବେ ସବୁ ଭଗବାନଙ୍କ ହାତରେ ଅଛି । ସ୍ଵାମୀ କାନ୍ଦି କାନ୍ଦି କହିଲା – ଏବେ କେବଳ ୪୦ ବର୍ଷ ର ଥିଲା, ସେହି ସମୟରେ ସ୍ତ୍ରୀ ଓଠ ହଲିଲା ଓ ଆବାଜ ଆସିଲା ନା ୩୬ ର ଓ ଫୁଣୀ ଥରେ ଶାନ୍ତି ହୋଇଗଲା ।

୨. ସ୍ଵାମୀକୁ କ୍ରିକେଟ ବହୁତ ସୌକ ଥିଲା । ସ୍ତ୍ରୀ ରାଗି ଯାଇ କହିଲା – ପୁରା ଦିନ କ୍ରିକେଟ କ୍ରିକେଟ ମୁଁ ଘର ଛାଡି ଯାଉଛି ।

ସ୍ଵାମୀ କହିଲା – ଆଉ ଏହା ପାଦର ବେସ ବିଶେଷ ବ୍ୟବହାର ।

Image Courtesy: Google

୩. ଗୋଟେ ପୁଅ ତା ଗର୍ଲଫ୍ରେଣ୍ଡକୁ ଫୋନ କଲା ଝିଅ ବାପା ଫୋନ ଉଠେଇଲା ।

ପୁଅ ମନେ ମନେ କହିଲା – ହେ ପ୍ରଭୁ ଏବେ ମୁଁ କଣ କରିବି ।

ବାପା ପଚାରିଲା – ହେଲୋ କିଏ କହୁଥିଲେ ?

ପୁଅ ତୁରନ୍ତ କହିଲା – ମୁଁ ଅମିତାବ ବଚନ କହୁଛି “କୋନ ବନେଗା କରୋଡପତି” ରୁ କହୁଛି ଆପଣଙ୍କ ଝିଅ ସାଙ୍ଗ ହଟ ସିଟରେ ବସିଛନ୍ତି ଓ ଆପଣଙ୍କ ଝିଅ ସାହାଜ୍ଯ ଚାହୁଁଛନ୍ତି ତାଙ୍କୁ ଟିକେ ଫୋନ ଦିଅନ୍ତୁ ସର ।

୪. ବଣ୍ଟି ନିଜ ଭାଉଜକୁ କହିଲା ତମ ପୁଅ ଚେହେରା ତମ ସହ ମିଶୁ ନାହିଁ ଏମିତି କଣ ପାଇଁ ??

ଭାଉଜ ନିଜ ଘାଘରା ଉଠେଇ କହିଲା ଭାଇ ଏଇଟା ଚୁ… ଅଟେ କୌଣସି ୩୨ ମେଗା ପିକ୍ସଲ କ୍ୟାମେରା ନୁହ ।

Image Courtesy: Google

୫. ମଲା ପରେ ଡକ୍ଟର କହିଲା – ମତେ ସ୍ଵର୍ଗକୁ ଯିବାକୁ ଦିଅ ମୁଁ ବହୁତ ଲୋକଙ୍କ ଚିକିତ୍ସା କରିଛି ।

ଚୋକିଦାର : ଚାଲ ନର୍କକୁ ଶେଠୀ ବହୁତ ଲୋକଙ୍କ ଚିକିତ୍ସା ହବାର ଅଛି ।

ଓକିଲ : ମତେ ସ୍ଵର୍ଗକୁ ଯିବାକୁ ଦିଅ ମୁଁ ବହୁତ ଲୋକଙ୍କୁ ନ୍ୟାୟ ଦେବାରେ ସାହାଜ୍ଯ କରିଛି ।

ଚୋକିଦାର : ଚାଲ ନର୍କକୁ ଶେଠୀ ବହୁତ ଝଗଡା ସମାଧାନ କରିବାକୁ ହବ ।

ଏହା ପରେ ଜଣେ ମଣିଷ ଆସିଲା ଓ କହିଲା : ଭାଇ ମୁଁ ବିବାହିତ ଅଟେ, ଯେଉଁଠି କହିବ ରହିଜୀବୀ ।

ଚୋକିଦାର ଲୁହ ପୋଛି କହିଲା – ଆଉ କେତେ କାନ୍ଦିବ ? ଚାଲ କିଛି ଦିନ ସ୍ଵର୍ଗରେ ଭଲରେ ରହିଜାଓ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *