ଖୁବ ଶୀଘ୍ର ଶ୍ରୀ ଜଗନ୍ନାଥ ଯାଜପୁରରେ ନେବେ କଳ୍କି ଅବତରା- Malika Bachan

ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ମହାପ୍ରଭୁ ସମୟ ଆସିଲେ କଲ୍କି ଅବତାର ଧାରଣ କରିବେ ଆଉ ଏହି ସଂସାରର ସଂହାରକ ହୋଇବେ, ତେବେ ମହାପ୍ରଭୁ ମାଲିକାରେ ଯାହା କହିଥିଲେ ତାହା ହେଉଛି ଆଉ ଆସନ୍ତା ସମୟ ମଧ୍ୟ ଆପଣ ଦେଖିବାକୁ ପାଇବେ ଯେ ଏହା ସତ ଅଟେ ।

ମାଳିକା ଅନୁଯାଇ ପୁରୀ ମନ୍ଦିରରୁ ପଥର ଖସିଲା ଏହା ଛଡା ମାଲିକାରେ ବଚନ ଅନୁଯାଇ ପୁରୀ ସିଙ୍ଘାଡୁଆରେ ଯେତେବେଳେ ମୀନ ଖେଳିବେ ସେହି ଦିନ ସଂସାର ଅନ୍ତିମ ଦିନ ହବ ସବୁ ଜଳ ସମାଧି ହୋଇଯିବ ବୋଲି କୁହା ଯାଇଛି । ତେବେ ଶିଖେତ୍ର ଏକମାତ୍ର ସ୍ଥାନ ଯେଉଁ ଠାରେ ମହାପ୍ରଭୁ ବାସ କରନ୍ତି ଆଉ କଲ୍କି ଅବତାର ମହାପ୍ରଭୁ ଏହି ସ୍ଥାନରୁ ନେଇକି ବାହାରିବେ ।

ମହା ପ୍ରଭୁ କହିଛନ୍ତି ଯେ ମିଛର ଆୟୁ ଅଧିକ ଦିନ ନୁହଁ ସେହି ଭଳି ଅଧର୍ମ ଯେତେବେଳେ ସବୁ ଆଡେ ବ୍ୟାପୀ ଜୀବ ଆଉ ଧାର୍ମିକ ଲୋକ ଧରାରେ ନଥିବ ସେତେବେଳେ ମହାପ୍ରଭୁ ଶିଖେତ୍ରରୁ କଲ୍କି ଅବତାର ନେଇ ସଂସାରରୁ ଅଧର୍ମ ସମାପ୍ତ କରି ନୂଆ ସଂସାର ସ୍ଥାପନା କରିବେ ।

କହିଦେଉଛୁ କି କଳିଯୁଗ ଦିନେ ନା ଦିନେ ସମାପ୍ତ ହେବ କିନ୍ତୁ ଏହାର କୌଣସି ସଠିକ ସମୟ ବିଷୟରେ କୁହାଯାଇ ନାହିଁ । ସେଥିପାଇଁ ସମସ୍ତେ ଅଧର୍ମ ପଥ ଛାଡି ଧର୍ମ ପଥ ଆଡକୁ ଅଗ୍ରସର ହୁଅନ୍ତୁ । ତେବେ ନିଜ କର୍ମ କରି ଚାଲନ୍ତୁ ଆଉ କେବେ ଅଧର୍ମ କରିବେ ନାହିଁ । ଯାହାର ବଚନ ଦିନେ ନା ଦିନେ ସତ ପ୍ରମାଣିତ ହେବ ବୋଲି କୁହାଯାଉଛି । ଏମିତିରେ ଆମ ସମସ୍ତେ ଭୟଭିତ ହେବା ପରିବର୍ତ୍ତେ ଯଦି ସତର୍କ ରହିବା ତେବେ ଏହା ଆମ ସମସ୍ତଙ୍କ ପାଇଁ ଭଲ ଅଟେ ।

ତେବେ ମହାପ୍ରଭୁ କହିଛନ୍ତି ଯେ ଖଣ୍ଡ ଗିରି ଉଦୟ ଗିରିରେ ଭକ୍ତ ମାନଙ୍କ ଭିଡ ଅପାର ଲାଗିବ ଆଉ ସମସ୍ତଙ୍କ ଉପରେ ନିଜ କୃପା କରିବା ପାଇଁ ଭଗବାନ ସ୍ଵୟଂ ଆସିବେ ଆଉ ଆଶୀର୍ବାଦ ଦେବେ । ଏହା ଛଡା ନୀଳ ସମୁଦ୍ର ର-କ୍ତରେ ନାଲି ପଡିବ, ଏହି ସବୁ ସଂକେତ କ-ଳିଯୁଗ ଅ-ନ୍ତ ଆରମ୍ଭରୁ ମିଳିବ ବୋଲି ମହାପ୍ରଭୁ କହିଛନ୍ତି ।

ତେବେ ଏହାର ଅର୍ଥ ମହାପ୍ରଭୁ କହିଛନ୍ତି ଯେ କୁକୁଡା ମାନଙ୍କ ନାଲି ଚୂଳ ଯେଉଦିନ ଧଳା ପାଲଟିଯିବ ସେହି ଦିନ ଠାରୁ କ-ଳିଯୁଗ ଅ-ନ୍ତ ଆରମ୍ଭ ହବ, ତେବେ ମାହାଳିଲା ସମୟ ଆସିଲେ ଯିଏ ଯେତେ ପାପ ଆଉ ପୂଣ୍ୟ କରିଥିବ ତାହା ଅନୁଯାଇ ତାକୁ ଭଗବାନ ଦର୍ଶନ ଦେବେ ନଚେତ ଆପଣଙ୍କ ଆଗରେ ଭଗବାନ ରହି ମଧ୍ୟ ଆପଣ ଅନ୍ଧ ପାଲଟିଯିବେ । କହିବାକୁ ଆଜି ଆମେ ଆପଣଙ୍କୁ କଳିଯୁଗର ସମାପ୍ତ ସମୟର କିଛି ସଂକେତ ବିଷୟରେ କହିବୁ ।

ତେବେ ଏହା ଛଡା ବହୁତ ସଂକେତ ମିଳିବ ଯାହା ଦ୍ଵାରା ମଣିଷ ଜାଣି ପାରିବ ଯେ କ-ଳିଯୁଗ ଅ-ନ୍ତ ହବାକୁ ଯାଉଛି ଆଉ ତାଙ୍କୁ କେହି ବଞ୍ଚାଇ ପାରିବେ ନହିଁ ତାହା ହେଉଛି ସମୁଦ୍ର ବାରମ୍ବାର ତା ସୀମା ପାରି କରିବ, ମାଳିକାରେ କଳିଯୁଗ ସମାପ୍ତ ହେବାର ବହୁତ ସଂକେତ ବିଷୟରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *