ଶାସ୍ତ୍ର ଅମାକୁ ବହୁତ କଥା କହି ଯାଇଥାଏ କିନ୍ତୁ ଆମେ ଏହାକୁ ଭଲ ଭାବରେ ବୁଝି ପରି ନଥାଉ । କେତେକ ଲୋକ ମାଳିକା ବଚନକୁ ମାନୁ ନଥିଲେ କିନ୍ତୁ ବର୍ତମାନ ସମୟରେ ଯାହା ଯାହା ଘଟି ଯାଉଛି ତାହା ଆଗ ମାଳିକା ବଚନରେ ଲେଖା ହୋଇଥିଲା । ଅକ୍ଷର ଅକ୍ଷର ସତ ହୋଇଛି ଯାହା ମାଳିକାରେ ଲେଖା ହୋଇଥିଲା । ଆଜି ଆମେ ଆପଣଙ୍କୁ ସେହି ମାଳିକା ଆଉ କିଛି ଅଟୁଟ ସତ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତେ ବାରମ୍ବାର ପଚାରୁଛନ୍ତି ଯେ ଆଗକୁ କଣ ହବାକୁ ଯାଉଛି, ତେବେ ଆଜି ଆମେ ଆପଣଙ୍କୁ ତାହା ବିଷୟରେ କହିବାକୁ ଯାଉଛୁ ।
ମାଳିକା ବଚନରେ ଲେଖା ହୋଇଥିଲା ମଣିଷ ତୁଣ୍ଡି ପିନ୍ଧିବ ସେହା ହିଁ ହେଲା ମଣିଷ ତୁଣ୍ଡି ପିନ୍ଧିଲେ ଆଉ ସହ ସହ ଲୋକ ମୃ-ତ୍ୟୁ ବରଣ କଲେ । ତେବେ ଏବେ ମାଳିକା ବଚନ ଅନୁଯାଇ ୧ ବର୍ଷ ୧୦ ମାସ ମ-ହା-ମା-ରୀ ରହିବ ଅର୍ଥାତ ଏହା ୨୦୧୯ ନଭେମ୍ବରରୁ ଆରମ୍ଭ ହୋଇଥିଲା ଓ ୨୦୨୧ ଅକ୍ଟୋବର ମାସ ପର୍ଯ୍ୟନ୍ତ ରହିବ, ଆଉ ଲୋକଙ୍କ ଦଶା ପାଲଟିଯିବ । ମାଲିକାରେ ଲେଖା ହୋଇଛି ଧନ ଥିବା ବ୍ୟକ୍ତି ନିର୍ଧନ ସହ ସମାନ ହବ । ତେବେ ଆଜିକା ସମୟରେ କରୋନା ଗରିବ ଆଉ ଧନୀ ଦେଖୁ ନହିଁ, ତାହା ସମସ୍ତଙ୍କୁ ସଂକ୍ରମଣ କରୁଛି ।
ରୋଗ ଧନୀ ଗରିବ ଦେଖି ନଥାଏ ତେବେ ମାଲିକାରେ ଲେଖା ହୋଇଥିଲା ହଜାର ହଜାର ଲୋକଙ୍କ ନିଧନ ହବ କିନ୍ତୁ ମ-ହା-ମା-ରୀ ଧନୀ ଗରିବ କିଛି ଦେଖିବ ନାହିଁ । ତେବେ ଆଗକୁ କଣ ଲେଖା ହୋଇଛି ତାହା ଜାଣିବା ପାଇଁ ସମସ୍ତଙ୍କ ଇଛା ତେବେ ମାଳିକା ବଚନ ଅନୁଯାଇ ମ-ହା-ମା-ରୀ ଦିନକୁ ଦିନ ବଢିବାକୁ ଲାଗିବ କିନ୍ତୁ ସେପ୍ଟେମ୍ବର ମାସ ୨୦୨୧ ଠାରୁ ଏହା କମି ଜୀବ ଆଉ ସାମାନ୍ଯ ରୋଗର ରୂପ ନବ । ତେବେ ଚିନ୍ତା କରିବାର ବିଷୟ ନାହିଁ ଯେତେ ପାରୁଛନ୍ତି ସତର୍କ ହୋଇ କିଛି ମାସ ରହି ଯାନ୍ତୁ ଦେଖିବେ ବହୁତ ସୁଖ ସମୟ ଆସିବ ।
ଏହା ମଧ୍ୟ କୁହା ଯାଇଛି ଯେ ପ୍ରଭହୁ ଶ୍ରୀ ଜଗରନାଥ ନିଜ ଜଗତ ରକ୍ଷା କରିବେ ଯେତେ ଲୋକ ଚାଲି ଗଲେ ତାଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ତେବେ ମାଳିକା ବଚନରେ ଲେଖା ହୋଇଥିଲା ବାପା ପୁଅର ବା ପୁଅ ବାପାର ସବ ଛୁଇଁ ପାରବ ନାହିଁ ମାଳିକା ବଚନ ଅନୁଯାଇ ଶବକୁ କାନ୍ଧ ଦବା ପାଇଁ ଲୋକ ନଥିବେ ।
ତେବେ କରୋନା ପାଇଁ କେହି ନିଜ ଘର ଲୋକଙ୍କ ଦାହ ସଂସ୍କାର ମଧ୍ୟ ଭଲ ଭାବରେ କରି ପାରୁ ନାହାନ୍ତି । କାହାକୁ ନିଜ ପୁଅ ହାତରେ ମୁକ୍ତି ମିଳୁ ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ ଆସନ୍ତା ଅକ୍ଟୋବର ମାସରେ ସବୁ କିଛି ସାମାନ୍ୟ ହୋଜିବ ବୋଲି ମାଲିକାରେ ବର୍ଣନ କରା ଯାଇଛି ।