ବନ୍ଧୁଗଣ କଳିଯୁଗର ଆଗତ ଭବିଷ୍ୟତ ବିଷୟରେ ମହାପୁରୁଷ ମାନେ ଦୀର୍ଘ 600 ବର୍ଷ ତଳୁ ଲେଖି ଯାଇଛନ୍ତି । ମହାପୁରୁଷ ମାନେ କହିଛନ୍ତି କେଉଁ ମାନେ ସତ୍ୟ କୁ ସାମ୍ନା କରିବେ ଓ ସତ୍ୟ ରାସ୍ତାରେ ରହି ସେମାନଙ୍କ ଜିତ ନିଶ୍ଚୟ ହେବ । ଭକ୍ତ ବନ୍ଧୁ ସେହି ମାନେ କଳିଯୁଗରେ ଆଗତ ଭବିଷ୍ଯତରେ କୁଳକୁ ବିହନ ହେବେ । ମହାପୁରୁଷ ଲେଖି ଯାଇଛନ୍ତି ଯେ ସଙ୍କଟ ମୋଚନ ଭକ୍ତ ମାନେ କଳିଯୁଗରେ ମୃ-ତ୍ୟୁ କୁ ଜିତିଯିବେ ।
ଅର୍ଥାତ ଯିଏ ମୃ-ତ୍ୟୁ କୁ ବାରମ୍ବାର ଯିଏ ଡରେ ତାର ମୃ-ତ୍ୟୁ ହୁଏ । ସବୁ ଦିନ ନିନ୍ଦିତ କର୍ମ କରେ ତାର ମୃ-ତ୍ୟୁ ହୁଏ । ଯେଉଁ ମାନେ ପ୍ରଭୁ ହନୁମାନ ଙ୍କ ଭକ୍ତ ସେମାନେ ମୃ-ତ୍ୟୁ କୁ ଜୟ କରିବେ । ଆଗକୁ ମହାପୁରୁଷ କହିଛନ୍ତି ଯେ କଳିଯୁଗରେ ଯେଉଁ ମାନେ ପ୍ରଭୁ ହନୁମାନ ଙ୍କ ସାଧକ ଥିବେ ସେମାନଙ୍କର ଦୁଖ କଷ୍ଟ ଦୂର ହେବ । ହନୁମାନଙ୍କ ନାମ ସ୍ମରଣ କରିବା ମାତ୍ରେ ସବୁ ଦୁଖ କଷ୍ଟ ଦୂର ହୋଇଯିବ ।
ଭକ୍ତ ବନ୍ଧୁ ଯେଉଁ ମାନେ ହନୁମାନଙ୍କ ଭକ୍ତ ସେମାନେ ଅନ୍ୟ ମାନଙ୍କର ଦୁଖ ଦୂର କରିବେ । ଅନେକ ଲୋକ ଅଛନ୍ତି କଳିଯୁଗରେ ଯେଉଁ ମାନେ ଅଲଗା ଧର୍ମରେ ବିଶ୍ଵାସ କରନ୍ତି । ହିନ୍ଦୁ ମାନେ ହିନ୍ଦୁ ଧର୍ମ ବିରୁଦ୍ଧରେ କହିବାକୁ ସଜାଗ ହୋଇ ବସୁଛନ୍ତି ଏହି କଳିଯୁଗରେ । ମହାପୁରୁଷ ଆଗକୁ କହିଛନ୍ତି ଯେ ଯେଉଁ ଭକ୍ତ ପ୍ରଭୁ ହନୁମାନ ଙ୍କ ସାଧନ କରିବ ତାଙ୍କ କୃପା କାରଣରୁ ଅନେକ ଭକ୍ତ ମାନଙ୍କର ଦୁଖ ଦୂର ହେବ ।
ସେହି ଭକ୍ତଙ୍କ ଉପରେ ହନୁମାନ ଙ୍କ କୃପା ଲାଭ ହେବ । ପୂର୍ବରୁ ମଧ୍ୟ ଏ ସୂଚନା ଦେଇଛନ୍ତି ମହାପୁରୁଷ ଯେ ସମସ୍ତଙ୍କ ତୁଣ୍ଡ ରେ ଜୟ ମହାବୀର । ହନୁମାନ ଙ୍କ ସାଧକ ମାନେ ଦୁନିଆରେ କିଛି ଅଲୌକିକ ଶକ୍ତି ପାଇଁ ଜଗତର କଲ୍ୟାଣ କରିବେ କଳିଯୁଗରେ । ଏମିତିକି ଧର୍ମ କୁ ନେଇ ଅନେକ ବାଦ ଇବଦ ଦେଖାଯିବ କଳିଯୁଗରେ । ପରସ୍ପର ଭିତରେ ଧର୍ମ କୁ ନେଇ ବିବାଦ ଦେଖାଯିବ ଯାହା 600 ବର୍ଷ ତଳେ ମାଳିକା ରେ ଲେଖା ଅଛି ।
ଭକ୍ତ ବନ୍ଧୁ ଯିଏ ଅନ୍ୟ କୁ ଠକି ଫଳର ଆଶା ରଖିଥାଏ ତାକୁ କିଛି ଫଳ ମିଳେ ନାହି । ଶେଷକୁ ସେଭଳି ବ୍ୟକ୍ତି ନିନ୍ଦିତ ହୁଏ । ଭଗବାନ ହନୁମାନ ଙ୍କ ଚମତ୍କାରୀ କୁ ସାରା ବିଶ୍ଵ ଜାଣିବ । ବାଗେଶ୍ଵର ଧାମ ର କିଛି ପ୍ରମାଣ ମାଳିକା ରେ ପ୍ରମାଣ ମିଳିଛି । ଯାହା ଏବେ ଚର୍ଚ୍ଚା ର ବିଷୟ ବସ୍ତୁ ପଳାଟିଛି । ଆଜି ବାଗେଶ୍ଵର ଧାମ ଯାହା ମଧ୍ୟ ପ୍ରଦେଶରେ ଅଛି ତାହାକୁ ନେଇ ବିବାଦ ଚାଲିଛି ତାହା ହିନ୍ଦୁ ମାନଙ୍କର ନୁହେଁ ବରଂ ଯେଉଁ ମାନେ ହିନ୍ଦୁ ଧର୍ମକୁ ବିରୋଧ କରନ୍ତି । ପ୍ରକୃତରେ ଯିଏ ଘାଟ ଚମକ କହି ବାବା ବାଗେଶ୍ଵରଙ୍କୁ ବିବାଦକୁ ଟାଣୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।