ମୁଖ୍ୟ ଆସାମୀ ଗୋବିନ୍ଦ ସାହୁକୁ ପୋ-ଲି-ସ ଜେରା କରିବା ସମୟରେ ଯେତେବେଳେ ପୋ-ଲି-ସ ମମିତା ମେହରର ମୋବାଇଲ ବିଷୟରେ ପ୍ରଶ୍ନ କରିଲେ ତେବେ ସେ କହିଥିଲା କି ସେ ସେହି ସ୍ଥାନରେ ହିଁ ମୋବାଇଲକୁ ଫୋ-ପା-ଡି ଦେଇଛି । ମୋବାଇଲ ଭିତରେ ବହୁତ ପ୍ରମାଣ ଥାଇ ପାରେ ଯାହାକି ପୋ-ଲି-ସକୁ ଆହୁରି ଅଧିକ ସାହାର୍ଯ୍ୟ କରିବ ଏହି କେ-ସ-କୁ ଶକ୍ତିଶାଳୀ କରିବା ପାଇଁ । ବଲାଙ୍ଗୀର ପୋ-ଲି-ସର ଏକ ବ-ଡ ଟି-ମ ଷ୍ଟାଡିୟମର ସେହି ସ୍ଥାନକୁ ଯାଇଛନ୍ତି ଯେଉଁଠି ମା-ଟି ଖୋଲା ହୋଇଛି ଓ ସେମାନେ ମୋବାଇଲକୁ ଖୋଜିବାରେ ଲାଗିଛନ୍ତି ।
ଯେଉଁ ଗାତ ଭିତରୁ ପୋ-ଲି-ସ-କୁ ମମିତାର ଗଳିତ ଶ-ବ, ଭ୍ୟାନିଟି ବ୍ୟାଗ, ସୁନା ଚେନ ଓ ଗୋଟିଏ ପାଉଁଜି ମିଳିଥିଲା । ସେହି ସ୍ଥାନକୁ ନ-ର୍ଦ-ର୍ନ ଡ଼ି-ଆ-ଇ-ଜି ଦୀପକ କୁମାର ନିଜେ ଯାଇ ମୋବାଇଲ ଖୋଜୁଛନ୍ତି । ସେହି ସ୍ଥାନରେ ବଲାଙ୍ଗିରର ଏସପି ବି ଅଛନ୍ତି ।
Scientific Team ବି ଅଛନ୍ତି । ସମସ୍ତେ ମି-ଶି ମୋବାଇଲ ଖୋଜୁଛନ୍ତି । ପୋ-ଲି-ସ ବର୍ତ୍ତମାନ ଅଧିକ ପ୍ରମାଣ ଖୋଜିବାରେ ଲାଗିଛି । କାରଣ ଗତକାଲି ଗୋବିନ୍ଦ ସାହୁକୁ ଜେ-ରା କରିବା ସମୟରେ ସେ କହିଥିଲେ କି ସେ ଷ୍ଟାଡିୟମରେ ହିଁ ମୋବାଇଲ ଫୋ-ପା-ଡି ଦେଇ ଥିଲେ । ହୁଏତ ସେମାନେ ମ-ର୍ଡ-ର ହୋଇଥିବା ସେହି ଛକକୁ ଯାଇ ପାରନ୍ତି । ଶ-ବ ସହିତ ଯେଉଁ ସ୍ଥାନରେ କାର ଥିଲା ସେହି ସ୍ଥାନକୁ ବି ପୋ-ଲି-ସ ଯାଇ ପାରନ୍ତି ।
ଆସନ୍ତା କାଲି କିମ୍ବା ପରଦିନ ଏହି ପୁରା କ୍ରା-ଇ-ମ ସି-ନ-କୁ ପୁଣି ଥରେ ରି କ୍ରିଏସନ କରାଯାଇ ପାରେ । କ୍ରା-ଇ-ମ ସି-ନ-କୁ ରି କ୍ରି-ଏ-ସ-ନ କରିବା ବଲାଙ୍ଗୀର ପୋ-ଲି-ସର ଶେଷ ପଦକ୍ଷେପ ହେବ । କାରଣ ଗୋବିନ୍ଦର ରି-ମା-ଣ୍ଡ ଶେଷ ହୋଇଯିବ ଓ ରି-ମା-ଣ୍ଡ ମଧ୍ୟରେ ଗୋବିନ୍ଦଙ୍କ ପାଖରୁ ସବୁ ସତ ବାହାର କରିବାକୁ ଚେଷ୍ଟା କରିବ ପୋ-ଲି-ସ ।
ଷ୍ଟାଡିୟମ ଭିତରେ ଡ଼ିଆଇଜି ନିଜେ ଯାଇ ମୋବାଇଲ ଓ ଅନ୍ୟ କିଛି ପ୍ରମାଣ ଖୋଜୁଛନ୍ତି । କାରଣ ପ୍ରଥମେ ଯେତେବେଳେ କାରକୁ ଯା-ଞ୍ଚ କରାଯାଇ ଥିଲା ତେବେ ସେଠି ପୋ-ଲି-ସ-ର- ଟିମକୁ କିଛି ବି ମିଳି ନ ଥିଲା ।
କିନ୍ତୁ ପରେ ଯେତେବେଳେ ପୋ-ଲି-ସ Scientific Team ସହ ଯାଞ୍ଚ କରିଥିଲେ ତେବେ ତାଙ୍କୁ ଏକ ପାଉଁଜି ମିଳିଥିଲା । ଏଥିପାଇଁ ଡ଼ିଆଇଜି ସ-ନ୍ଦେ-ହ କରି ନିଜ ସହିତ Scientific ଟିମ ଓ technical ଟିମ ନେଇ ଯାଇଛନ୍ତି । ହୁଏ ତ ମୋବାଇଲ ମିଳି ଯାଇ ପାରେ । କାରଣ ମୋବାଇଲ ଭିତରେ ବହୁତ ଗୁ-ମ-ର କଥା ଲୁଚି ଅଛି । ମମିତା କାହା ସହ କଥାବାର୍ତ୍ତା କରୁଥିଲେ ଓ କାହାକୁ ସେ କଣ କହିଥିଲେ । ଅନ୍ୟ କିଛି ଚରିତ୍ରମାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ପୋ-ଲି-ସ ବର୍ତ୍ତମାନ ସମସ୍ତଙ୍କୁ ଜେ-ରା କରୁଛି ।