Mamita Meherଙ୍କ ରହସ୍ୟମୟ ହତ୍ୟା ମାମଲାରେ ମୋବାଇଲ୍ ହୋଇପାରେ ଗୁରୁତର ପ୍ରମାଣ, ଦେଖନ୍ତୁ Video

କହିବାକୁ ଗଲେ ମମିତା ମେହର ହ-ତ୍ୟା ମା-ମ-ଲାରେ ମମିତାଙ୍କ ମୋବାଇଲ ନୂଆ ମୋଡ ନେଇପାରେ । ପ୍ରଥମେ ପୋ-ଲି-ସ କହିଥିଲା କି ମମିତାର ମୋବାଇଲ ପୋଡି ପାଉଁଶ ହୋଇ ଯାଇଛି । କିନ୍ତୁ ସୂଚନା ଅନୁସାରେ ଗୋବିନ୍ଦର ଡ୍ରାଇଭର ରାଧେର ଘରୁ ପୋ-ଲି-ସକୁ ଏକ ବ୍ୟାଗ ମିଳିଛି ଓ ସେଥିରେ ଏକ ମୋବାଇଲ ଫୋନ ଥିଲା । ଯଦି ଏହା ମମିତାଙ୍କ ମୋବାଇଲ ହୋଇଥିବ ତେବେ ବହୁତ ଗୁରୁତ୍ଵ ପୂର୍ଣ ତଥ୍ୟ ସାମ୍ନାକୁ ଆସିବ । ଯେଉଁଥିରେ କିଛି ବଡ ବଡ ନେତା ବି ଫ-ସି ପାରନ୍ତି ।

ଗତକାଲି ରାଧେଙ୍କ ପତ୍ନୀ ଘରର ଖଟ ତଳୁ ଏକ ବ୍ୟାଗ ପାଇଥିଲେ । ଯେଉଁଥିରେ ଜୀନ୍ସ ପ୍ୟାଣ୍ଟ, ଗୋଟିଏ କଳା ରଙ୍ଗର ସାର୍ଟ, ଓ ଗୋଟିଏ ମୋବାଇଲ ଫୋନ ଥିଲା ବୋଲି କୁହାଯାଉଛି ।

ପୂର୍ବରୁ ମମିତାଙ୍କ ପରିବାର କହିଥିଲେ କି ମମିତା କିଛି ଦିନ ତଳେ ହିଁ ଏକ ବିଭୋ ବ୍ରାଣ୍ଡର ନୂଆ ମୋବାଇଲ କିଣିଥିଲା । କୁହାଯାଉଛି କି ଯେଉଁ କାରରେ ମମିତାଙ୍କୁ ହ-ତ୍ୟା କରାଯାଇ ଥିଲା ସେହି କାରରେ ତାଙ୍କର ବ୍ୟାଗ ରହିଯାଇ ଥିଲା ଓ ଗୋବିନ୍ଦ ସାହୁକୁ ବଞ୍ଚାଇବା ପାଇଁ ଡ୍ରାଇଭର ରାଧେ କାର ଭିତରୁ ବ୍ୟାଗକୁ ନେଇ ଘରର ଖଟ ତଳେ ଲୁଚାଇ ଦେଇ ଥିଲେ । ଯେଉଁ ମୋବାଇଲ ମିଳିଛି ତାହା ମମିତାଙ୍କର ନା ଆଉ କାହାର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

କିନ୍ତୁ ଯଦି ଏହା ମମିତାର ମୋବାଇଲ ହୋଇଥିବ ଓ ପୋ-ଲି-ସ ଯଦି ଏହି ମୋବାଇଲର ତଥ୍ୟକୁ ସଠିକ ରୂପରେ ତ-ଦ-ନ୍ତ କରିବ ତେବେ ବହୁତ ବଡ ବଡ ଲୋକମାନଙ୍କର ଅସଲ ଚେହେରା ସାମ୍ନାକୁ ଆସି ପାରେ । ଏହି ସବୁ ମଧ୍ୟରେ ପୋ-ଲି-ସ ବର୍ତ୍ତମାନ ଯା-ଞ୍ଚ କରୁଛି । ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ପୋ-ଲି-ସ ବିଭିନ୍ନ ସ୍ଥାନକୁ ନେଇ ଘଟଣା ଦିନକୁ ପୁଣି ଥରେ ପୁନରାବୃତ୍ତି କରୁଛି ।

ଏହି ସବୁ ମଧ୍ୟରେ ରାଧେର ପତ୍ନୀ ନିଜ ଘର ଖଟ ତଳୁ ଏକ ବ୍ୟାଗ ପାଇଥିଲା । ଯେଉଁଥିରେ କଳା ରଙ୍ଗର ସାର୍ଟ, ଜୀନ୍ସ ପ୍ଯାଣ୍ଟ ଓ ଗୋଟିଏ ମୋବାଇଲ ଥିଲା । ଏହି ସବୁକୁ ସେ ପୋ-ଲି-ସ-କୁ ଦେଇ ଥିଲେ । କିନ୍ତୁ ଏହି ମୋବାଇଲ ଟି କାହାର ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଯଦି ଏହା ମମିତାଙ୍କ ମୋବାଇଲ ହୋଇଥିବ ତେବେ ବହୁତ କିଛି ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *