ଏବେ ବଳତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ, ଦୁଷ୍କର୍ମୀଙ୍କୁ କରାଯିବ ନପୁଂସକ

କହିବାକୁ ଗଲେ ଦିନକୁ ଦିନ ବ-ଳ-ତ୍କା-ର ଓ ଯୌ-ନ ଉ-ତ୍ପୀ-ଡ଼-ନ ମାମଲା ବଢିବାରେ ଲାଗିଛି । ଏମିତିରେ ସବୁ ଦେଶର ସରକାର ଏଥିରେ ରୋକ ଲଗାଇବା ପାଇଁ ବିହିନ୍ନ ପ୍ରକାରର ଆ-ଇ-ନ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ପାକିସ୍ତାନ ସରକାର ଏକ ଏମିତି ଆ-ଇ-ନ ତିଆରି କରିଛି ଯାହାକୁ ଶୁଣିବା ପରେ ଦୋ-ଷୀ ବି ଭୟଭୀତ ହୋଇଯିବ । ପାକିସ୍ତାନର ସଂସଦ ବ-ଳ-ତ୍କା-ର ଘଟଣା ଉପରେ ରୋକ ଲଗାଇବା ପାଇଁ ଗୋଟିଏ ଶକ୍ତ ଆ-ଇ-ନ ପାରିତ କରିଛନ୍ତି ।

ଗୁରୁବାର ଦିନ ପାକିସ୍ତାନ ସଂସଦରେ ଜା-ରି କରାଯାଇଥିବା ଆ-ଇ-ନରେ ବ-ଳ-ତ୍କା-ରୀମାନଙ୍କୁ ନ-ପୁଂ-ସ-କ କରିବାର ବ୍ୟବସ୍ଥା କରାଯାଇଛି । ଏହି ଆ-ଇ-ନ ରେ-ପ ମାମଲା ଗୁଡିକୁ ତ୍ଵରିତ ଶୁଣାଣୀ ସୁନିଶ୍ଚିତ ସହିତ ବ-ଳ-ତ୍କା-ର ଦୋ-ଷୀମାନଙ୍କୁ କଠୋର ଦ-ଣ୍ଡ ଦବ ।

ପାକିସ୍ତାନରେ ଗତ କିଛି ସମୟ ହେବ ମହିଳା ଏବଂ ପିଲାମାନଙ୍କ ସହ ରେ-ପ ମାମଲା ବହୁତ ବୁଦ୍ଧି ହେବାରେ ଲାଗିଛି । ଏହା ବିରୁଦ୍ଧରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ରାଷ୍ଟ୍ରପତି ଆରିଫ ଅଲ୍ୱୀ ପାକିସ୍ତାନ ମନ୍ତ୍ରୀ ମଣ୍ଡଲ ଦ୍ଵାରା ପାରିତ ଅଧ୍ୟାଦେଶ ଉପରେ ମୋହର ଲଗାଇ ପାଖାପାଖି ଗୋଟିଏ ବର୍ଷ ଏହା ପରେ ଏହି ଆ-ଇ-ନ ପାରିତ କରିଛନ୍ତି । ଆ-ଇ-ନ ଅନୁସାରେ ଦୋ-ଷୀର ସହମତି ପରେ ତାକୁ ରାସାୟନିକ ରୂପରେ ନ-ପୁଂ-ସ-କ କରିବା ଓ ତ୍ଵରିତ ଶୁଣାଣୀ ପାଇଁ ବିଶେଷ ଅଦାଲତର ଗଠନର ଆହ୍ଵାନ କରାଯାଇଛି ।

ପାକିସ୍ତାନର ଖବର କାଗଜ ଅନୁସାରେ ଆ-ପା-ରା-ଧିକ ଆ-ଇ-ନ ୨୦୨୧କୁ ବୁଧବାର ଦିନ ସଂସଦରେ ସଂଯୁକ୍ତ ସତ୍ରରେ ୩୩ ଜଣ ଅନ୍ୟ ବିଧାୟକମାନଙ୍କ ସହିତ ପାରିତ କରାଯାଇଛି । ସୂଚନା ଅନୁସାରେ ରାସାୟନିକ ରୂପରେ ନ-ପୁଂ-ସ-କ କରିବାର ଏକ ଏମିତି ପ୍ରକ୍ରିୟା ଅଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ଦ୍ଵାରା ତିଆରି କରାଯାଇଥିବା ନିୟମ ଗୁଡିକ ଦ୍ଵାରା ବିଧିବତ ଅଧିସୂଚିତ କରାଯାଇଥାଏ ।

ଯାହା ଅନୁସାରେ ଗୋଟିଏ ବ୍ୟକ୍ତିକୁ ନିଜ ଜୀବନର କୌଣସି ବି ଅବଧି ପାଇଁ ସଂ-ଭୋ-ଗ କରିବାରେ ଅସମର୍ଥ କରା ଦିଆ ଯାଏ, ଅଦାଲତ ଦ୍ଵାରା ଔଷଧର ପ୍ରଶାସନ ମାଧ୍ୟମ ଦ୍ଵାରା ନିର୍ଧାରିତ କରାଯାଇ ଥାଏ । ଯାହା ଏକ ଅଧିସୂଚିତ ଚିକିତ୍ସା ବୋର୍ଡ ମାଧ୍ୟମ ଦ୍ଵାରା କରାଯିବ । ମିଡିଆ ଖବର ଅନୁସାରେ ଦକ୍ଷିଣ କୋରିୟା, ପୋଲାଣ୍ଡ, ଚେକ ଗଣରାଜ୍ୟ ଓ ଆମେରିକାର କିଛି ରାଜ୍ୟରେ ଏହି ଦ-ଣ୍ଡ ଆ-ଇ-ନ ଅଛି । କୁହାଯାଏ କି ପାକିସ୍ତାନରେ ଯୌ-ନ ଉ-ତ୍ପୀ-ଡ଼-ନ କିମ୍ବା ବ-ଳ-ତ୍କା-ରର ଚାର ପ୍ରତିଶତରୁ ବି କମ ମାମଲାରେ ଦୋ-ଷୀ ପ୍ରମାଣିତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *