ମନ କିଣିନେଲେ Sabyasachi, କରିଲେ ଏମିତି କାମ ଦେଖିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି, ଦେଖନ୍ତୁ Video

କୋଭିଡର ଦ୍ଵିତୀୟ ଲହରୀର ପ୍ରଭାବ ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ଏହା ସତ୍ବେ ବର୍ତ୍ତମାନ ଓଡିଶାରେ କେତେକ ଲୋକମାନେ କ-ରୋ-ନାରେ ଆ-କ୍ରା-ନ୍ତ ହେଉଛନ୍ତି । କେତେକ ଲୋକମାନଙ୍କ ଜୀବନ ମଧ୍ୟ ଚାଲି ଯାଉଛି । କିନ୍ତୁ ଓଡିଶାକୁ କ-ରୋ-ନା ମୁକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ କ-ରୋ-ନାର ତୃତୀୟ ଲହରୀକୁ ନେଇ ବି ସମସ୍ତଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି ।

ସବୁଠୁ ଭୟଙ୍କର କଥା ଏହା ଅଟେ କି କ-ରୋ-ନାରେ ତୃତୀୟ ଲହରୀ ପିଲାମାନଙ୍କ ପାଇଁ ବହୁତ ଭୟଙ୍କର ପ୍ରମାଣିତ ହୋଇପାରେ । ଯେଉଁଥି ପାଇଁ ସରକାର ପିଲାମାନଙ୍କ ସୁରକ୍ଷା ପ୍ରତି ବି ଧ୍ୟାନ ଦେଉଛନ୍ତି । ଅନ୍ୟ ପଟେ ସମସ୍ତେ ଯେମିତି ଟୀକା ଗ୍ରହଣ କରିବେ ସେଥି ପ୍ରତି ବି ସରକାର ଚେଷ୍ଟା କରୁଛନ୍ତି ।

କାରଣ ସମସ୍ତେ ଭ୍ୟାକସିନ ନେଇଗଲେ ହୁଏତ କ-ରୋ-ନା ସବୁଦିନ ପାଇଁ ଦୂରେଇ ଯିବ । କହିବାକୁ ଗଲେ ଆଜି ଆମେ ଆପଣଙ୍କ ସାମ୍ନାରେ ଓଡିଶାର ସୁପର ଷ୍ଟାର ଅଭିନେତାଙ୍କ ଏକ ଭିଡିଓ ନେଇ ଆସିଛୁ । ଯେଉଁଥିରେ ସେ ସମସ୍ତଙ୍କର ସାହାର୍ଯ୍ୟ କରୁଥିବାର ନଜର ଆସୁଛନ୍ତି ।

ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କ-ରୋ-ନାରେ ଆ-କ୍ରା-ନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଯେମିତି କି ଆପଣ ସମସ୍ତେ ଦେଖିଥିବେ କି କ-ରୋ-ନା ସମୟରେ କେତେକ ସମାଜ ସେବି, କଳାକାର ଓ ଅନ୍ୟ କିଛି ସାଧାରଣ ବ୍ୟକ୍ତି ଆଗକୁ ଆସି ସମସ୍ତଙ୍କର ସାହାର୍ଯ୍ୟ କରୁଥିଲେ ।

ଏହା ମଧ୍ୟରେ ଓଡିଶାର ବହୁତ ଚର୍ଚିତ ଅଭିନେତା ସବ୍ୟସାଚୀ ବି ବହୁତ ଲୋକମାନଙ୍କ ସାହାର୍ଯ୍ୟ କରିଥିଲେ । ଏହି କ୍ରମରେ ପୁଣି ଥରେ ସବ୍ୟସାଚୀ ସାହାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ତାଙ୍କର ଏକ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ସେ କ-ରୋ-ନାରେ ଆ-କ୍ରା-ନ୍ତ ପରିବାରଙ୍କ ଘରକୁ ଯାଇ ତାଙ୍କୁ କିଛି ଖାଦ୍ୟ ସାମଗ୍ରୀ ଦେଉଛନ୍ତି । ତାହା ବି ପୁଣି ବର୍ଷାରେ ଓଦା ହୋଇ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ସବ୍ୟସାଚୀ ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି ।

କାରଣ ବର୍ଷାରେ ଛତା ନେଇ କ-ରୋ-ନା ଆ-କ୍ରା-ନ୍ତଙ୍କ ଘରକୁ ଯାଇ ଖାଦ୍ୟ ସାମଗ୍ରୀ ରୂପରେ କିଛି ସାହାର୍ଯ୍ୟ କରିବା ସତରେ ଏକ ମହାନ କାର୍ଯ୍ୟ ଅଟେ । ଏହିଭଳି କାର୍ଯ୍ୟ କରି ସବ୍ୟସାଚୀ ପୁଣି ଥରେ ଚର୍ଚାରେ ଆସି ଯାଇଛନ୍ତି । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ସବ୍ୟସାଚୀ କିଛି ଲୋକମାନଙ୍କର ସାହାର୍ଯ୍ୟ କରୁଥବାର ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *