ଭାଇରାଲ ହେଲା ମାନସ ଦାସଙ୍କ ମାନ୍ୟବର ଷ୍ଟାଇଲ୍ (Sarathi Baba 2.0), ପ୍ରବଚନ ନାଁ ରେ ମହିଳାଙ୍କ ସହ କରୁଥିଲା ଏହି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବାବା ସାରଥି ଯିଏକି ନିଜର କିଛି ଅ-ପ-ରା-ଧ କାରଣରୁ ଜେ-ଲ-ରେ ରହିବା ପରେ ବର୍ତ୍ତମାନ ଗୃ-ହ-ବ-ନ୍ଦୀ ହୋଇ ନିଜର ଜୀବନ ବିତାଉଛନ୍ତି । ସାରଥି ବାବା ନିଜର ପ୍ରବଚନ ଓ ଗୁ-ଣି ଗା-ରା-ଡି କରି ଲୋକମାନଙ୍କୁ ବଶବର୍ତ୍ତୀ କରି ରଖୁଥିଲା । ଏହିଭଳି ବହୁତ ଅ-ଭି-ଯୋ-ଗ ସାରଥି ନାଁରେ ଶୁଣିବାକୁ ମିଳିଛି । ବର୍ତ୍ତମାନ ଏହିଭଳି ପୁଣି ଏକ ବାବାଙ୍କ ବିଷୟରେ ଶୁଣିବାକୁ ମିଳୁଛି । ବେଗୁଣିଆରେ ଗୁ-ଣ୍ଡା ସାଝିଥିବା ମାନସ ଦାସ ବି ଏବେ ସାରଥି ଭଳି କାମ କରୁଛନ୍ତି ।

ଅର୍ଥାତ ସେ ଶହ ଶହ ଲୋକମାନଙ୍କୁ ଏକତ୍ରିତ କରି ପ୍ରବଚନ ଦେଉଛନ୍ତି ଓ ସମସ୍ତେ ତାଙ୍କୁ ଗୁରୁଜୀ ବୋଲି ମାନିବାକୁ ବାଧ୍ୟ ଅଟନ୍ତି । ତାଙ୍କୁ ମା-ନ୍ୟ-ବ-ର ବୋଲି ସମ୍ବୋଧନ କରିବା ପାଇଁ ବି ଲୋକମାନଙ୍କୁ କୁହାଯାଇଛି ।

ସାରଥି ଯେଉଁଭଳି ଭାବରେ ଶହ ଶହ ଲୋକମାନଙ୍କୁ ଏକତ୍ରିତ କରି ପ୍ରବଚନ ଦେଉଥିଲେ ଓ ତାଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ଅଛି ବୋଲି ସମସ୍ତଙ୍କୁ କହୁଥିଲେ ଠିକ ସେହିଭଳି ମାନସ ଦାସ ବି କରୁଛନ୍ତି ଓ କହୁଛନ୍ତି । ମାନସ ଦାସଙ୍କ ବିଶ୍ଵାସ ଅଛି କି ଏହିଭଳି କରିବା ଦ୍ଵାରା ଲୋକମାନେ ତାଙ୍କୁ ଠାକୁରଙ୍କ ଭଳି ପୂଜା କରିବେ । ଅନ୍ୟ ପଟେ ଯିଏ ବି ମାନସ ଦାସଙ୍କ କଥା ମାନୁ ନ ଥିଲା ତାହା ଉପରେ ଅ-ତ୍ୟା-ଚା-ର ବି କରୁଥିଲା ମାନସ ଦାସ । କିଛି ଦିନ ତଳେ ଆପଣ ଗୋଟିଏ ଭି-ଡି-ଓ ଦେଖିଥିବେ ।

ଯେଉଁଥିରେ ଜଣେ ବାପା ପୁଅ ମାନବବାଦ ସଂଗଠନରେ ଯୋଗ ଦେଇ ନ ଥିବାରୁ ମାନସ ଦାସର କିଛି ଲୋକମାନେ ତାଙ୍କୁ ଭ-ୟ-ଙ୍କ-ର ରୂପରେ ମା-ଡ ମା-ରି-ଥି-ଲେ । ଯାହାର କି ଭି-ଡି-ଓ ବହୁତ ଭା-ଇ-ରା-ଲ ହୋଇଥିଲା । ବର୍ତ୍ତମାନ ମାନବ ଦାସଙ୍କ ସାରଥି ଷ୍ଟାଇଲ ଭଳି ପ୍ରବଚନ ଦେବା ବର୍ତ୍ତମାନ ବହୁତ ଚର୍ଚା ବିଷୟ ହୋଇ ଯାଇଛି । ଏହି ସବୁ ଚିତ୍ର ସାମ୍ନାକୁ ଆସିବା ପରେ ମାନବ ଦାସଙ୍କ ବି-ରୁ-ଦ୍ଧରେ ବହୁତ ଅ-ଭି-ଯୋ-ଗ ବି ସାମ୍ନାକୁ ଆସୁଛି ।

ମାନବ ଦାସ ଜଣେ ଓକିଲ ଅଟନ୍ତି ଓ ସେ କିଛି ସମ୍ପ୍ରଦାୟର ଲୋକମାନେ, ଯେଉଁମାନେ କି ବହୁତ ଦିନ ହେବ ଆ-ନ୍ଦୋ-ଳ-ନ କରି ଆସୁଛନ୍ତି କି ତାଙ୍କୁ ଅନୁସୂଶ୍ଚିତ ଜାତିର ମ-ର୍ଯ୍ୟା-ଦା ଦିଆଯାଉ । ଏହି ସମସ୍ତ ଲୋକମାନଙ୍କର କୋ-ର୍ଟ କେ-ସ-ରେ ମାନବ ଦାସ ତାଙ୍କର ସାହାର୍ଯ୍ୟ କରିଥାନ୍ତି ଓ ଏହି ବାବଦରେ ସେ ଟଙ୍କା ବି ନିଅନ୍ତି । କିନ୍ତୁ ଏହା ପରେ ସେ ତାଙ୍କୁ ତାଙ୍କର ଏହି ସଂଗଠନରେ ମିଶିବା ପାଇଁ ଏକ ପ୍ରକାରର ବାଧ୍ୟ ବି କରିଥାନ୍ତି । କେବଳ କୋଠା ନୁହେଁ ନୟାଗଡ, ଅନୁଗୁଳ ଓ ଢେଙ୍କାନାଳ ପର୍ଯ୍ୟନ୍ତ ବି ସେ ନିଜର ସଂଗଠନକୁ ବିସ୍ତାର କରିଛନ୍ତି ।

ଆପଣମାନେ ଦେଖୁଥିବେ ଗରିବ ଆଦିବାସୀମାନଙ୍କୁ ଏକତ୍ରିତ କରି ସେ ସେମାନଙ୍କୁ ପ୍ରବଚନ ଦେଉଛନ୍ତି ଓ ତାଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ଅଛି ବୋଲି କହିଥିଲେ ଓ କେଉଁଠି ନା କେଉଁଠି ସେ ଏଥିରେ ସଫଳ ମଧ୍ୟ ହୋଇଥିଲେ । ଏହି ସଂଗଠନରେ ସେ କିଛି ନୀତି ମଧ୍ୟ କରିଥିଲେ । ଯେଉଁଥିରେ କୌଣସି ମହିଳା ବିବାହ କରି ପାରିବେ ନାହିଁ, ଚୁଡି ପିନ୍ଧି ପାରିବେ ନାହିଁ ପଡୋଶୀ ଲୋକର ମୃ-ତ୍ୟୁ ହୁଏ ତେବେ ଅ-ନ୍ତି-ମ ସଂ-ସ୍କା-ର ବି ହୋଇ ପାରିବ ନାହିଁ । ଏହିଭଳି ବହୁତ କଡା ନିୟମ ସବୁ ସେ ତିଆରି କରିଥିଲେ । ସେ କିଛି ଗୁ-ଣ୍ଡା-କୁ ପୋ-ଷୀ ରଖିଥିଲେ ଯେଉଁମାନେ କି ଲୋକମାନଙ୍କ ଉପରେ ଚାପ ପକାଉଥିଲେ କି ସେ ତାଙ୍କୁ ଚାନ୍ଦା ଦିଅନ୍ତୁ । ଏମିତିରେ ସରକାର କାହିଁକି ଚୁପ ବସିଛି ଏହା ଏକ ବଡ ପ୍ରଶ୍ନ ଅଟେ ।

Leave a Reply

Your email address will not be published. Required fields are marked *