ମାନସିକ ଚିନ୍ତା ବଢିଲେ କଣ କରିବେ ? Ajira Anuchinta

ବନ୍ଧୁଗଣ ସାଧାରଣତ ମନୁଷ୍ୟ ଜୀବନରେ ଅନେକ ଘଟଣା ମାନ ଘଟିଥାଏ । ସେଥିମଧ୍ୟରୁ ଘର ତିଆରି କରିବା ପଛରେ ବାସ୍ତୁ ଶାସ୍ତ୍ରର ଭୂମିକା ଅଧିକ ରହିଅଛି । ଯଦି ଘରର ବସ୍ତୁ ଦୋଷ ରହିଥାଏ, ତେବ ତାହା ଆମ ପାଇଁ ବହୁତ ବିପଦ ଆଣିଥାଏ । ଏହା ଛଡା ଯଦି ଆପଣଙ୍କ ଘର ତିଆରି କରିବାର ପଦ୍ଧତି ବିନା ବୁଝି ବିଚାରୀ ଭୁଲ ପଦ୍ଧତି ମାନରେ କରିଛନ୍ତି ତେବେ ତାହା ଆପଣଙ୍କୁ ନାନା ପ୍ରକାର ସମସ୍ୟାରେ ପକାଇବା ସହିତ ଆପଣଙ୍କ ଘରେ ଅସାନ୍ତି ମଧ୍ୟ ଲାଗି ରହିଥାଏ । ଆସନ୍ତୁ ଜାଣିବା ସେହି ସବୁ ବାସ୍ତୁ ଦୋଷ ଦୂର କରିବାର ପ୍ରଣାଳୀ ତଥା ପଦ୍ଧତି ବିଷୟରେ ।

ବନ୍ଧୁଗଣ ୧- ଯଦି ଆପଣଙ୍କର ମାନସିକ ଚିନ୍ତା ରହୁଛି ତେବେ ଆପଣ ଯେତେ ଅଧିକ ପାରିବେ ପାହାଚରେ ଚାଲନ୍ତୁ । ଏହା ଫଳରେ ଆପଣଙ୍କ ମନ ସୁସ୍ଥ ଏବଂ ସ୍ତିର ରହିବ ଏବଂ ଆପଣଙ୍କ ମାନସିକ ଅବସାଦ ଦୂର ହେବ । ୨- ଅଧିକ ଦ୍ରୁମପାନ କରିବା ଦ୍ଵାରା ଶରୀରର ରକ୍ତ ସଂଚାଳନରେ ବାଧା ପ୍ରାପ୍ତ ହୋଇଥାଏ ଏବଂ ଯୌନ କ୍ଷମତା ମଧ୍ୟ ହ୍ରାସ ପାଇଥାଏ । ୩- ସକାଳ ସମୟରେ ଅଧିକ ଖାଦ୍ଯ ଖାଇବା ଉଚିତ, ଦିନବେଳେ ତାହାଠାରୁ କମ ଖାଇବା ଉଚିତ, ଏବଂ ରାତିରେ ବହୁତ କମ ଖାଇଲେ ଆପଣଙ୍କ ଶରୀର ପାଇଁ ମଙ୍ଗଳ ହୋଇଥାଏ ।

୪- ସବୁବେଳେ ଚେଷ୍ଟା କରନ୍ତୁ ବିନା ତକିଆରେ ଶୋଇବା ପାଇଁ, ବିନା ତକିଆରେ ଶୋଇଲେ ଆପଣଙ୍କ ଅଣ୍ଟା ଦରଜ ଭଲହେବା ସହିତ ଆପଣଙ୍କର ମେରୁଦଣ୍ଡ ସୁଦୃଢ ହୋଇଥାଏ । ୫- ସକାଳର ସୂର୍ଯ୍ୟ କିରଣ ଅଧିକ ମାତ୍ରାରେ ଶରୀରରେ ପଡିଲେ ଆପଣଙ୍କର ମାନସିକ ଅବସାଦ ଦୁରହୁଏ ଏବଂ ଆପଣଙ୍କର କାର୍ଯ୍ୟ ଦକ୍ଷତା ବଢେ । ୬- ରାତ୍ରି ସମୟରେ ବାମପଟ ମାଡି ଶୋଇଲେ ଶରୀରରୁ ଦୂଷିତ ପଦାର୍ଥ ପରିସ୍ରା ମାଧ୍ୟମରେ ଅତି ସହଜରେ ବାହାରିଥାଏ । ଏବଂ ଆପଣଙ୍କର ଲିଭର ସୁସ୍ଥ ରହିଥାଏ ।

୭- ରାତ୍ରି ସମୟରେ ଯଦି ଆପଣଙ୍କୁ ନିଦ ହେଉନଥାଏ, ତେବେ ୯୯ ଠାରୁ ୧ ପର୍ଯ୍ୟନ୍ତ ସଂଖ୍ୟା ଗୁଡିକୁ ଓଲଟା ଗଣନ୍ତୁ । ଏପରି କରିବା ଦ୍ଵାରା ଶୀଘ୍ର ନିଦ ହୋଇଯିବ । ୮- ଆଖିକୁ ସବୁଦିନ ତ୍ରିଫଳା ପାଣିରେ ଧୋଇଲେ ଆଖି ରୋଗ ଦୂର ହେବା ଦ୍ଵାରା ଆପଣଙ୍କ ଆଖି ସୁନ୍ଦର ଦେଖା ଯାଇଥାଏ । ୯- ଗୁଆ ଘିଅକୁ ଉଷୁମ କରି ନାକରେ ୩ ବୁନ୍ଦା ପକାଇବା ଦ୍ଵାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ, ଏବଂ ଆଖି ଭଲ ରହିବା ସହିତ ମନ ସ୍ଥିର ରହିଥାଏ ।

୧୦- ଯଦି ଆପଣ ପ୍ରତ୍ୟକ ଦିନ କାନ, ପେଟ, ଓ ମୁଣ୍ଡରେ ତେଲ ମାଲିସ କରନ୍ତି, ତେବେ ଆପଣଙ୍କ କେଶ ପାଚିବା ବନ୍ଧ ହୁଏ ଓ ଶରୀର ସୁସ୍ଥ ରହିଥାଏ । ୧୧- ବସିବା ବେଳେ ସର୍ବଦା ସିଧା ହୋଇ ବସିବା ଆବଶ୍ୟକ । ଏହା କରିବା ଦ୍ଵାରା ଆପଣଙ୍କର ହାର୍ଟ ଏବଂ ଲିଭରକୁ ଆକ୍ସିଜେନ ସିଧା ପହଞ୍ଚିଥାଏ । ଏବଂ ଆପଣଙ୍କର ଶରୀର ସୁସ୍ଥ ରହିଥାଏ । ୧୨- ଯଦି ଶରୀରର କୌଣସି ଅଙ୍ଗ ନିଆଁରେ ଚେଙ୍ଗି ହେଇଯାଏ, ତେବେ ସେଠାରେ କଦଳୀକୁ ଚକଟି ଲଗାଇ ଦିଅନ୍ତୁ, ଦେଖିବେ ଆପଣଙ୍କର ଫୋଟକା ହେବନାହିଁ ।

ବନ୍ଧୁଗଣ ଏହାଥିଲା କିଛି ବିଶେଷ ବସ୍ତୁ ବିଷୟରେ ଟିପ୍ପଣୀ ଯଦି ଆପଣଙ୍କୁ ଏହା ଭଲ ଲାଗୁଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *