ରାମ ତେରି ଗଙ୍ଗା ମେଲିର ବୋଲ୍ଡ ମନ୍ଦାକିନୀ, ଏବେ ଦେଖା ଯାଉଛନ୍ତି ଏମିତି କି ଆପଣ ଚିହ୍ନି ବି ପାରିବେ ନାହିଁ

ଆଜିକା ଯୁଗରେ ବହୁତ ଏମିତିକା ଲୋକ ଅଛନ୍ତି ଯାହାକୁ ଫିଲ୍ମ ଦେଖିବା ପସନ୍ଦ ନୁହ, ଯଦି ଆମେ ଫିଲ୍ମ ବିଷୟରେ କଥା ହେଉଛୁ ତେବେ ଆଜି ଠାରୁ ୨୦ ବର୍ଷ ଆଗରୁ ଗୋଟେ ଫିଲ୍ମ ଆସି ଥିଲା ରାମ ତେରି ଗଙ୍ଗା ମେଲି ହୋ ଗଇ । ଏହି ଚଳଚିତ୍ର ରେ ମନ୍ଦାକିନୀ ବହୁତ ଭଲ ଅଭିନୟ କରି ଥିଲେ, ମନ୍ଦାକିନୀଙ୍କୁ ଏହି ଚଳଚିତ୍ର ପାଇଁ ମନେ ପକାନ୍ତି ଲୋକ । ଆପଣଙ୍କୁ ଆମେ କହିଦବାକୁ ଚାହୁଁଛୁ ଯେ ମନ୍ଦାକିନୀଙ୍କ ଅସଲ ନା ୟାସ୍ମିନ ଯୋଶେଫ ଥିଲା । କିନ୍ତୁ ଚଳଚିତ୍ର ଦୁନିଆରେ ଆସିବା ଆଗରୁ ସେ ନିଜ ନା ବଦଳି ମନ୍ଦାକିନୀ ରଖି ଥିଲେ ।

Image Courtesy: Google

ତାଙ୍କ ଚଳଚିତ୍ର ‘ରାମ ତେରି ଗଙ୍ଗା ମେଲି ହୋ ଗଇ’ସେହି ସମୟ ସବୁ ସୁପରହିଟ ରିକୋର୍ଡ ଭାଙ୍ଗି ଦେଇ ଥିଲା । ଆପଣଙ୍କୁ ଏହା ଜାଣ ଆଶ୍ଚର୍ଯ୍ୟ ହବ ଯେ ଏହି ଚଳଚିତ୍ର ପରେ ମନ୍ଦାକିନୀଙ୍କୁ ଏତେ ଫୋନ ଆସିବା ଆରମ୍ଭ ହେଲା ଯାହା ତାଙ୍କ ପାଇଁ ଅସୁବିଧା କରି ଦେଇ ଥିଲା । ଏହା କାରଣରୁ ସେ ୮୦ ଏବଂ ୯୦ ଦଶକ ରେ ମଧ୍ୟ ବହୁତ ହିଟ ଚଳଚିତ୍ର ଦେଲେ, ଏହି ସମୟରେ ଏହି କଥା ମଧ୍ୟ ଶୁଣିବାକୁ ଆସି ଥିଲା ଯେ ମନ୍ଦାକିନୀ ଦାଉଦ ଗର୍ଲଫ୍ରେଣ୍ଡ ଅଛନ୍ତି ଏବଂ କେବଳ ଦାଉଦ କଥାରୁ ମନ୍ଦାକିନୀଙ୍କୁ କାମ ମିଳୁଛି ।

Image Courtesy: Google

କିନ୍ତୁ ମନ୍ଦାକିନୀ ଏହି କଥା ଗୁଡିକ ମିଛ ବୋଲି କହି ଥିଲେ, ଏହା ପରେ ଏକ ବୌଦ୍ଧ ଭିକ୍ଷୁ ରହିଥିବା ବହୁତ ବଡ ବ୍ୟକ୍ତିଙ୍କ ସହ ବିବାହ କରି ଥିଲେ । ଏହା ପରେ ତାଙ୍କ ଛୁଆ ମଧ୍ୟ ହେଲେ ଏବଂ ଏହା ପରେ ମନ୍ଦାକିନୀ ଚଳଚିତ୍ର ଦୁନିଆ ଛାଡି ଦେଲେ । ଏହା ପରେ ମନ୍ଦାକିନୀ ନିଜି ଜୀବନରେ ବହୁତ ବ୍ୟସ୍ତ ହୋଇ ଗଲେ ।

Image Courtesy: Google

ଆଜିକାଲି ମନ୍ଦାକିନୀ ଲୋକଙ୍କୁ ଯୋଗ ଶିଖଉଛନ୍ତି ଏବଂ ଏହା ଛଡା ସେ ନିଜର ଗୋଟେ ଔଷଧାଳୟ ଖୋଲିଛନ୍ତି । ଏଠାରେ ସେ ବହୁତ ପ୍ରକାର ଆୟୁର୍ବେଦ କାମ ସିଖୁଛନ୍ତି, ଏବେ ସେ ଚଳଚିତ୍ର ଦୁନିଆ ଠାରୁ ବହୁତ ଦୂର ରେ ଅଛନ୍ତି ଏବଂ ନିଜର ଗୋଟେ ସାମାନ୍ଯ ଜୀବନ ବିତଉଛନ୍ତି । କିନ୍ତୁ ମନ୍ଦାକିନଙ୍କୁ ଦେଖି ଲାଗୁଛି ସେ ତାଙ୍କ ସାଧାରଣ ଜୀବନରେ ମଧ୍ୟ ବହୁତ ଖୁସିରେ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *