ମନ୍ଦିରରେ ଆଗ କାହାକୁ ମୁଣ୍ଡିଆ ମାରିବା ଉଚିତ- Ajira Anuchinta

ଭାରତୀୟ ସଂସ୍କୃତିରେ ବହୁତ ଦେବୀ ଦେବତାଙ୍କ ବିଷୟରେ କୁହା ଯାଇଛି ଓ ସମସ୍ତଙ୍କ ପୂଜା ଅର୍ଚନା ମଧ୍ୟ କରା ଯାଇଥାଏ । ତେବେ ଆମ ଭାରତୀୟ ସନାତନ ଧର୍ମରେ ଲୋକେ ନିଜ ମନ ଇଛା ଓ ମନ ଶାନ୍ତି ପାଇଁ ଭଗବାନଙ୍କ ମନ୍ଦିରକୁ ଯାଇଥାନ୍ତି । ତେବେ ଦେବୀ ଦେବତାଙ୍କ ପୂଜା ପାଇଁ ବହୁତ ପ୍ରକାର ନୀତି ନିୟମ ମଧ୍ୟ କରା ଯାଇଛି ଯାହା ଦ୍ଵାରା ଲୋକେ ଭଗବାନଙ୍କ ଆଦର କରିବା ସହ ତାଙ୍କୁ ମାନିବେ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ନୀତି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ବହୁତ ବ୍ୟକ୍ତି ମାନେ ବହୁତ କିଛି ପାଇଛନ୍ତି ଓ ନିଜ ଦୁଃଖରୁ ମୁକ୍ତି ମଧ୍ୟ ପାଇଛନ୍ତି ।

Image Courtesy: Google

୧. ସକାଳୁ ଉଠି ନିଜ ଦୁଇ ହାତ ପାପୁଲିକୁ ଦେଖିଲେ ବହୁତ ଶୁଭ ହୋଇଥାଏ ।

୨. ଚୁଚୁନ୍ଦ୍ରା ଘରେ ଦେଖା ଗଲେ ଲକ୍ଷ୍ମୀ ଆଗମନ ର ସୂଚନା ମିଳିଥାଏ ।

୩. ଘରେ ବୁଢିଆଣୀ ଜାଲ ହେଲେ ତାହା ବହୁତ ଅଶୁଭ ହୋଇଥାଏ, ସେହି ଘର ଲୋକଙ୍କ ଉପରେ କିଛି ଖରାପ ବିପଦ ପଡିବାର ଏହା ସଂକେତ ହୋଇଥାଏ ।

୪. ବେଙ୍ଗ ବୋବାଇଲେ ବର୍ଷା ହବାର ସମ୍ଭାବନା ବଢି ଯାଇଥାଏ ।

Image Courtesy: Google

୫. ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡିଲେ ଶୁଭ ହୋଇଥାଏ ।

୬. ପକ୍ଷୀ ଫଳଖାଇ ଘର ଉପରେ ପକାଇଲେ ଭଲ ସମୟ ଆସିବାର ସୂଚନା ମିଳେ ।

୭. ଜନ୍ମ ମାସ, ଜନ୍ମ ସମୟ ଓ ଜନ୍ମ ନଖେତ୍ରରେ ପୁଅ କିମ୍ବା ଝିଅ ବାହା ହେଲେ ଅଶୁଭ ହୋଇଥାଏ ।

୮. ମନ୍ଦିରକୁ ଗଲେ ପ୍ରଥମେ ବାହନକୁ ମୁଣ୍ଡିଆ ମାରନ୍ତି ଓ ତା ପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତି ।

Image Courtesy: Google

୯. ପ୍ରତିଦିନ ଆଠ ଗ୍ଳାସ ପାଣି ପିଅନ୍ତୁ ଏବଂ ତାହାକୁ ବସି କରି ପିଅନ୍ତୁ ଭୁଲରେ ବି ଠିଆ ହୋଇ ପାଣି ପିଅନ୍ତୁ ନାହିଁ ।

୧୦.ରାତିରେ ଶୋଇଲା ବେଳେ ଦର୍ପଣ ବା ଅଇନା ଘୋଡାଇ ରଖିଲେ ଶୁଭ ହୋଇଥାଏ ।

୧୧. ଗାଧୋଇ ସାରିବା ପରେ ସୂର୍ଯ୍ୟଙ୍କୁ ନମସ୍କାର କଲେ ଶୁଭ ହୋଇଥାଏ ଏବଂ ତେଲ ସ୍ପର୍ଶ କରନ୍ତୁ ନାହିଁ ।

୧୨.କଥା ହେଲା ବେଳେ ଭାବି ଚିନ୍ତି ଓ ଭାବିକି କଥା ହେଲେ ମଙ୍ଗଳ ହୋଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *