କଣ ଆପଣ ଜାଣିଛନ୍ତି ରାବଣର ବଦ୍ଧ ପରେ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ସହ କଣ ହେଲା, ଜାଣିଲେ ଆପଣ ଚକିତ ହୋଇଯିବେ

ରାମାୟଣରେ ସବୁ ଲୋକ ଏହା ଜାଣିଥିବେ କି ଶେଷରେ ଶ୍ରୀରାମ ରାବଣର ବଦ୍ଧ କରି ସୀତା ମାଙ୍କୁ ଆଣି ଅଯୋଧ୍ୟା ଫେରିଆସିଥିଲେ ,କିନ୍ତୁ ବହୁତ କମ ଲୋକ ଏହା ଜାଣିଥିବେ କି ରାବଣର ବଦ୍ଧ ପରେ ତାଙ୍କ ପତ୍ନୀ ମନ୍ଦୋଦରୀ କଣ ହେଲେ ,ଯାହା କେବେ ହୋଇନଥିବା । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ରାବଣର ବଦ୍ଧ ପରେ ତାଙ୍କ ପତ୍ନୀ ମନ୍ଦୋଦରୀ ଦ୍ଵାରା ହୋଇଥିବା ଏକ ଏମିତି କାର୍ଯ୍ୟ ବିଷୟରେ ଯାହା ଜାଣି ଆପଣ ବି ଚକିତ ହୋଇଉଠିବେ ।

ରାବଣର ବଦ୍ଧ ପରେ ବିଚଳିତ ହୋଇଯାଇଥିଲେ ମନ୍ଦୋଦରୀ

ଯେତବେଳେ ଶ୍ରୀରାମ ରାବଣ ର କରିଦେଇଥିଲେ ତା ପରେ ରାବଣ ର ପତ୍ନୀ ମନ୍ଦୋଦରୀ ସେହି ରଣଭୂମିକୁ ରାବଣ ର ସ୍ଥିତି ଜାଣିବା ପାଇଁ ଯାଇଥିଲେ । ସେହି ରଣଭୂମିର ପରିସ୍ଥିତି ଦେଖି ମନ୍ଦୋଦରୀ ସ୍ତବ୍ଦ ହୋଇ ରହିଯାଇଥିଲେ ଏବଂ କିଛି କରିବା କି କିଛି ବୁଝିବା ପରିଷସ୍ତିତିରେ ନ ଥିଲେ । ଏହା ପରେ ନିଜେ ଶ୍ରୀରାମ ମନ୍ଦୋଦରୀ ପାଖକୁ ଗଲେ ଏବଂ ତାଙ୍କୁ କହିଲେ କି ତୁମେ ଶୋଭାବରେ ସରଳ ପତ୍ନୀ ଏଥିପାଇଁ ମୁ ତୁମର ଭବିଷ୍ୟତ ପାଇଁ ଏକ ଯୋଜନା ଭାବିଛି । ଶ୍ରୀରାମ ଙ୍କର ସେହି ଯୋଜନା ସୂନୀ ମନ୍ଦୋଦରୀ ଆହୁରି ବିଚଳିତ ହୋଇଉଠିଲେ ଏବଂ ନିଜକୁ ଗୋଟେ କୋଠରୀରେ ଏକ ମାସ ପର୍ଯ୍ୟନ୍ତ ବନ୍ଦ କରି ରଖିଲେ ।

ଶ୍ରୀରାମ ମନ୍ଦୋଦରୀଙ୍କ ସାମ୍ନାରେ ରଖିଥିଲେ ଏହି ପ୍ରସ୍ତାବ

ଆପଣ ଜାଣି ଆଶ୍ଚଜ୍ୟ ହୋଇଯିବେ ଶ୍ରୀରାମ ମନ୍ଦୋଦରୀଙ୍କୁ କହିଥିଲେ କି ମୁ ବିଭୀଷଣଙ୍କୁ ଲଙ୍କାର ରାଜା ବୋଲି ଘୋଷଣା କରିବାକୁ ଯାଉଛି ଏବଂ ତୁମେ ତାଙ୍କୁ ବିବାହ କରି ଲଙ୍କାର ରାଣୀ ହେଇଯାଅ । ଶ୍ରୀରାମଙ୍କର ଏହି କଥା ଶୁଣି ମନ୍ଦୋଦରୀ ବହୁତ ରାଗି ଯାଇଥିଲେ କିନ୍ତୁ ଶେଷରେ ବହୁତ ଭାବିଲା ପରେ ସେ ବିଭୀଷଣଙ୍କୁ ବିବାହ କାଲେ ।

ଦୁଇଜଣ ମିଶି ଲଙ୍କାର ବହୁତ ବିକାଶ କରିଥିଲେ । ଏହି କଥା ରାମାୟଣର କୌଣସି ବି ସୋ ରେ କରାଯାଇ ନାହିଁ । ଏହା ତୁଲସୀ ଦାସ ଙ୍କ ଦ୍ଵାରା ରଚିତ ସଂପୂର୍ଣ୍ଣ ରାମାୟଣ କୁ ପଢିବା ପରେ ହିଁ ଏହି କଥା ଜଣାଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମ ଦ୍ଵାରା ମିଳିଥିବା ଏହି ତଥ୍ୟ ପସନ୍ଦ ଆସୁଥିବ , ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *