ମଙ୍ଗଳବାର 22 ଜୁନ 2021- ମା ମଙ୍ଗଳାଙ୍କ କୃପାରୁ ଆଜି ଏହି ୩ ଟି ରାଶିକୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ

ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପନ୍ନକୁ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ଆଜି ଆପଣ ପରିବାର ଲୋକଙ୍କ ସହିତ କେଉଁ ଠାକୁ ବୁଲିବାକୁ ଯାଇପାରନ୍ତି । ଆଜିର ଦିନ ମହତ୍ଵ ପୂର୍ଣ ନିର୍ନୟ ନେବା ପୂର୍ବରୁ ସଜେସନ ନେଇ ଜାଆନ୍ତୁ । କର୍ମ କ୍ଷେତ୍ରର କଥା ହେବତ ଫୀଲ୍ଡ ଲୋକଙ୍କୁ କଡା ପରିଶ୍ରମ କରିବାକୁ ପଡିପାରେ । ଆପଣ ବ୍ୟବସାୟ ସହିତ ଜଡିତ କୌଣସି ନିସ୍ପତି ନେଇ ପାରନ୍ତି ।

ବୃଷ :- କାମକୁ ଠିକ ସେ ପୁରା କରିବା ପାଇଁ ଲୋକ ଆପଣଙ୍କ ସାହାର୍ଯ୍ୟ କରିବେ । ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦ୍ଵାରା ବ୍ୟାପାରରେ ଲାଭ ହେବ । ପାରିବାରିକ ମାମଲାରେ ଆପଣଙ୍କୁ ଟିକେ ଅସୁବିଧା ହୋଇପାରେ । ଜୀବ ସାଥିର ସ୍ଵାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ରହିବେ । ଖର୍ଚ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତି, ନହେଲେ ଧୋଖା ହୋଇପାରେ ।

ମିଥୁନ :- ଆଜି ଆପଣଙ୍କ ପୁରୁଣା ରୋଗ ବାହାରି ପାରେ । ଘରେ ଖୁଶିର ମହୋଲ ଆପଣଙ୍କୁ ଚିନ୍ତାକୁ ଦୂର କରିବ । ଆଜି ଜୋସରେ ଆଜି କୌଣସି ଭୁଲ ପଦକ୍ଷେପ ଉଠାନ୍ତୁ ନହିଁ । ଯାହା ଦ୍ଵାରା ଆପଣଙ୍କୁ ପରେ ପସ୍ତେଇବାକୁ ପଡିପାରେ । ଯେଉଁ ବ୍ୟାପାରୀ ମାନେ ଅନଲାଇନ ବ୍ୟାପାର କରିବା ବିଷୟରେ ଭାବୁଛନ୍ତି ତାଙ୍କୁ ଏବେ ଧନ ନିବେଶ କରିବା ସହିତ କାର୍ଯ୍ୟର ଆରମ୍ଭ କରିଦେବା ଉଚିତ ।

କର୍କଟ :- ଆଜି ଆପଣଙ୍କ ସମୟ ବହୁତ ତେଜିରେ ଆଗକୁ ବଢିବ । ଆପଣ ଆକର୍ଷକ ଜାଗାର ଯାତ୍ରା କରିପାରନ୍ତି । ଧନ ସନମାନ ଯଶ କୀର୍ତିରେ ବୃଦ୍ଧି ପାଇଁ ଦିନ ଉତ୍ତମ ଅଟେ । ରହିଯାଇଥିବା କାର୍ଯ୍ୟ ସିଦ୍ଧ ହେବ, ପ୍ରିୟ ଜନଙ୍କ ସହିତ ଦେଖା ହୋଇପାରେ । ନିଜ ପ୍ରେଇଙ୍କ ସହିତ କିଛି ଭଲ ଓ ବହୁତ ଭଲ ମୁହୂର୍ତ ବିତାଇବେ । ଜୀବନ ସାଥି ସହିତ ମଧୁର ସମ୍ପର୍କ ବନିବ ।

ସିଂହ :- ସିଂହ ରାଶିର ଲୋକ ଆଜି ଭାଗ୍ୟ ଭରସାରେ ବସନ୍ତୁ ନହିଁ ଆଉ ପରିଶ୍ରମ କରନ୍ତୁ । ସାଙ୍ଗ ମାନଙ୍କ ସାହାର୍ଯ୍ୟ ଦ୍ଵାରା ଆତ୍ମ ବିଶ୍ବାସ ବଢିବ । ରଚନାତ୍ମକ ବିଚାରକୁ କାମରେ ପ୍ରୟୋଗ କରନ୍ତୁ । ଅଫିସ ଯିବା ପୂର୍ବରୁ ପ୍ରମୁଖ କାର୍ଯ୍ୟର ଲିଷ୍ଟ ବନାଇ ଦିଅନ୍ତୁ । ଯାହା ଜରୁରୀ କାର୍ଯ୍ୟ ରହିଛି ତାକୁ ସବୁଠୁ ପ୍ରଥମେ ଲେଖନ୍ତୁ, ଅତ୍ୟଧିକ ବ୍ୟସ୍ତତା କାରଣରୁ କାମ ହାତରୁ ପଳାଇ ଯାଇପାରେ ।

କନ୍ୟା :- ଆଜି ଆପଣଙ୍କୁ ନିଜ ଜୀବନରୁ ବହୁତ କିଛି ଶିଖିବାକୁ ମିଳିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ସବୁ ପ୍ରକାର ବିପଦରୁ ଦୂରରେ ରଖିବ । ବିପରୀତ ପରିସ୍ଥିତି ଉତ୍ପନ ହେବା ଦ୍ଵାରା କ୍ରୋଧ ଉପରେ କାବୁ ରଖନ୍ତୁ । ଘର ଗୃହସ୍ତି ସହିତ ଜଡିତ କିଛି ସମସ୍ଯା ଆଜି ସମାଧାନ ହେବ । ସୂର୍ଯ୍ୟାସ୍ତ ସମୟରେ ହଠାତ ଲାଭ ହେବାର ସମ୍ଭାବନା ରହିଛି ।

ତୁଳା :- ଆଜି ବ୍ୟୟ ଅଧିକ ହେବ । ଆର୍ଥିକ ପକ୍ଷ ମଜଭୁତ ରହିବ । ଆପଣଙ୍କୁ କୌଣସି ଖାସ ଲୋକଙ୍କ ବିଷୟରେ କିଛି ରୋଚକ କଥା ଜଣା ପଡିପାରେ । ଆଜିର ଦିଅ କାର୍ଯ୍ୟ ସମ୍ବନ୍ଧିତ କୌଣସି ନୂଆ ଦାୟିତ୍ଵ ମିଳିପାରେ । ଆଜି ଲୁଚି ରହିଥିବା ସତୃଙ୍କ ଠାରୁ ବଞ୍ଚିକି ରହିବାକୁ ଚେଷ୍ଟା କରନ୍ତୁ ।

ବିଛା :- ଆଜି ଆର୍ଥିକ ଲାଭ ହେବାର ଯୋଗ ରହିଛି । ମନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆଜି ଈଶ୍ବରଙ୍କ ଧ୍ୟାନ ଓ ସ୍ମରଣ କରି କାମ ଆରମ୍ଭ କରିବାର ଆବଶ୍ୟକ ରହିଛି ଆପଣଙ୍କ ବ୍ୟସ୍ତ କାର୍ଯ୍ୟ କ୍ରମ ପରେ ମଧ୍ୟ ସ୍ୱାସ୍ଥ୍ୟ ସାମାନ୍ଯ ରହିବ । ଆଜିର ଦିନ ଦପ୍ତରରେ ହକର୍ମୀଙ୍କ ଠାରୁ ଭଲ ସହକାର ମିଳିବ ।

ଧନୁ :- ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଠିକ ସମୟ ଅଟେ । ଭାଗ୍ୟ ରୂପରେ ବିତ ବିଷୟରେ ଚିନ୍ତା କରନ୍ତୁ ନହିଁ । ବ୍ୟାପାରୀ ବର୍ଗଙ୍କ ପାଇଁ ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଠିକ ରହୁ ଶେଠୀ ପାଇଁ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକ ରହିଛି । ଶିକ୍ଷା ତଥା ପ୍ରତିଯୋଗିତାରେ ସଫଳତାର ପ୍ରାପ୍ତି ଦ୍ଵାରା ଖୁସି ରହିବେ ।

ମକର :- ଆଜିର ଦିନ ଆପଣଙ୍କ ଘରେ ସୁଖ ଶାନ୍ତି ଓ ଆନନ୍ଦର ମହୋଲ ରହିବ । ଆଜି ବାହନ ପ୍ରୟୋଗ ଦ୍ଵାରା ଆପଣଙ୍କୁ ସତର୍କ ରହିବାକୁ ହେବ । ଜୀବନସାଥିକୁ ସହଯୋଗ ଓ ତାଳ ମେଲ ଉଶ୍ଚାହ ବଢାଇବ । ଅବିବାହିତ ଲୋକଙ୍କୁ ବିବାହର ପ୍ରସ୍ତାବ ମିଳିବାର ସମ୍ଭାବନା ରହିଛି । ପ୍ରିୟା ଓ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ସାନିଧ୍ୟ ଦ୍ଵାରା ଆପଣଙ୍କ ମନୋବଳ ବଢିବ ।

କୁମ୍ଭ :- ଜୀବନ ସାଥି ସହିତ ବିବାଦ ହୋଇପାରେ । ନିଜକୁ ନେଇ ଏତେ କଠୋର ହୁଅନ୍ତୁ ନହିଁ । ଆଜି ଆପଣଙ୍କ ସାହାସରେ ବୃଦ୍ଧି ହେବ । ଆପଣ ପରିଶ୍ରମରୁ ଭାଗନ୍ତୁ ନହିଁ । ଆପନଙ୍କ ଚେଷ୍ଟା ଜାରି ରହିବ କଥା ବାର୍ତା ସମୟରେ ବାଣୀ କଠୋର କରନ୍ତୁ ନହିଁ । ବ୍ଯବସାୟିକ କ୍ଷେତ୍ରରେ ଅଧିକାରୀଙ୍କ ସହିତ ଆବଶ୍ୟକ ବିଷୟ ଉପରେ ଚର୍ଚା ହେବ ।

ମୀନ :- ଆଜି ସନ୍ତାନଙ୍କ ସହଯୋଗ ପ୍ରାପ୍ତ ହେବ । ଦୁଇ ପ୍ରହର ପର୍ଯ୍ୟନ୍ତ କିଛି ଶୁଭ ସମାଚାର ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବାର ଆବଶ୍ୟକତା ରହିଛି । ସନ୍ଧ୍ଯା କାଳ ସମୟରେ କୌଣସି ପ୍ରିୟା ଅତିଥିଙ୍କର ଆଗମନ ଦ୍ଵାରା ଆପଣ ଆନନ୍ଦିତ ରହିବେ । ମାତା ପିତାଙ୍କ ସହିତ କିଛି ସମୟ ବ୍ଯତୀତ କରିବେ ।

Leave a Reply

Your email address will not be published. Required fields are marked *