ମଙ୍ଗଳବାର 29 ଜୁନ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି ୩ ଟି ରାଶିକୁ ମିଳିବ ନୂତନ କର୍ମ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଯଦି ଆପଣ ପାର୍ଟନର ଶିପରେ ବ୍ୟାପାର କରୁଛନ୍ତି ଆଜି କୌଣସି ମହତ୍ଵ ପୂର୍ଣ ବ୍ୟାପାରିକ ମାମଲାକୁ ନେଇକି ନିଜ ସାଥି ସହିତ ମିସିକି କୌଣସି ବଡ ନିସ୍ପତି ନେବେ । ଜୀବ ସାଥି ସହିତ ପୁରୁଣା କୌଣସି କଥା ଉପରେ ବାଦ ବିବାଦ ହୋଇପାରେ । ରୋଜଗାର ସମ୍ବନ୍ଧୀୟ ଭଲ ଖବର ମିଳିବ । ମନରେ ନିରାଶ ବା ଉଦାସି ଭାବନା ଖତମ ହେବ ।

ବୃଷ :- ରହିଯାଇଥିବା ପଇସା ପ୍ରାପ୍ତ କରିବାରେ ସଫଳ ରହିବେ । ଅଫିସ କାମ ପୁରା କରିବାରେ ଆପଣ ସକ୍ଷମ ହେବେ । ଏହା ସହିତ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ । ଆପଣ ଭାବିଥିବା କାମ ବହୁତ ସଜହରେ ପୁରା ହେବ । ଘରର ବାତାବରଣ ବହୁତ ଭଲ ରହିବ । ଏହି ସପ୍ତାହ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଅନୁକୂଳ ରହିବ । ଏହି ଦିନ ବିଜନେସ ପାଇଁ ଛୋଟ ଯାତ୍ରା କରିବାର ଯୋଗ ରହିଛି ।

ମିଥୁନ :- ମିଥୁନ ରାଶିର ଲୋକଙ୍କ ପାଇଁ କାନୁନି ମାମଲାରେ ସମସ୍ଯାରେ ମଧ୍ୟ ମୁକଦମା ଆଦିରେ ବିଜୟ ପ୍ରାପ୍ତ ହେବ ବା ଶୁଭ କାର୍ଯ୍ୟ ହେବ । ଆପଣଙ୍କର କୌଣସି ମହତ୍ଵ ପୂର୍ଣ କାମ ବଡ ସରଳତାର ସହିତ ପୁରା ହେବ । ପରିବାରରେ ମାଙ୍ଗଳିକ ଆଯୋଜନର ରୂପରେଖ ବନିବ । ହଠାତ ଧନ ଲାଭର ଯୋଜନା ବନୁଛି । କାହାର ସାହାର୍ଯ୍ୟ ଦ୍ଵାରା ପୁରୁଣା କାମ ଠିକ ହୋଇପାରେ ।

କର୍କଟ :- ବ୍ୟବସାୟ ମାମଲାରେ ଆପଣଙ୍କୁ ଛୋଟ ମୋଟ ଯାତ୍ରା କରିବାକୁ ପଡିପାରେ । ଯଦି ଏମିତି କରିବାକୁ ପଡିବ ତେବେ ସାବଧାନର ସହିତ ଯାତ୍ରା କରନ୍ତୁ । ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ଅଫିସରେ ନୂଆ ପଦ ଓ ଦାୟିତ୍ଵ ମିଳିପାରେ । ପାର୍ଟନର ଠାରୁ ସହଯୋଗ ଆଉ ଧନ ଲାଭ ହେବ । ପ୍ରେମ ପ୍ରସ୍ତାବ ପାଇଁ ଏହି ଦିନ ବହୁତ ଭଲ ରହିବ ।

ସିଂହ :- ଆଜି ଆପନ୍ନକ ବ୍ୟବହାର ଦ୍ଵାରା ଲୋକ ପ୍ରଭାବିତ ହେବେ । ତାଙ୍କୁ ନିଜ କଥା ବୁଝାଇବାରେ ସଫଳ ହେବେ । ଅଫିସର ମାହୋଲ ଠିକ ରହିବ । ଚାକିରି କରିଥିବା ଲୋକଙ୍କୁ ନିଜ କାର୍ଯ୍ୟ ଧ୍ୟାନ ଦେବା ପାଇଁ ସଜେସନ ଦିଆଯାଉଛି । କୌଣସି କଥାକୁ ନେଇକି ଜୀବନ ସାଥି ସହିତ ଝଗଡା ହେବାର ଯୋଗ ରହିଛି । ସ୍ୱାସ୍ଥ୍ୟ ମାମଲାରେ ଏହିଦିନ ଭଲ ରହିବ ।

କନ୍ୟା :- ଏହି ସପ୍ତାହ ବ୍ୟବସାୟରେ ଆପଣଙ୍କୁ ଫାଇଦା ହେବ । କିନ୍ତୁ ଆପଣଙ୍କୁ ନିଜ ବ୍ୟାପାର ଉପରେ କଣ୍ଟ୍ରୋଲ ରଖିବାକୁ ହେବ । ଆପଣଙ୍କ ମନୋକମନା ଆଶୀର୍ବାଦ ଦ୍ଵାରା ପୁରା ହେବ ଓ ଆଉ ସୌଭାଗ୍ୟ ଆପଣଙ୍କ ସାଥ ଦେବ । ପଇସାର ସ୍ଥିତି ମଜଭୁତ ରହିବ । ପାର୍ଟନରକୁ ମନାଇବା ପାଇଁ ଆପଣ ତାଙ୍କୁ କିଛି ଗିଫ୍ଟ ଦେଇ ପାରନ୍ତି । ଏହା ଦ୍ଵାରା ଆପଣଙ୍କ ସମ୍ପର୍କରେ ମିଠାଶ ବଢିବ ।

ତୁଳା :- ନୂଆ ଯୋଜନା ଚାଲିବା ଲାଗି ବ୍ୟବସାୟରେ ଲାଭ ହେବ । ଘର ପରିବାରରର ସୁଖ ବଢିବ । ଭାଇ ବହୁତ ସାହାର୍ଯ୍ୟ କରିବେ । ବ୍ଯବସାୟିକ ଦେବା ନେବାରେ ସାବଧାନ ରହିବାର ଆବଶ୍ୟକତା ରହିଛି । କୌଣସି କାମ ବୁଝି ବିଚାରୀ କରନ୍ତୁ । ଭବିଷ୍ୟତରେ ସୁଧାର ଆସିବା । ବ୍ୟସ୍ତତା ବଢିପାରେ । ଆପଣଙ୍କ ଭାବନା ଆପପଙ୍କୁ ଅଧିକ ଅସୁସ୍ଥ ବନାଇବ ।

ବିଛା :- ଏହି ରାଶିର ଲୋକ ମନୋବାଞ୍ଛିତ ସଫଳତା ପ୍ରାପ୍ତ କରିବେ । ପିତା କିମ୍ବା ବଡ କୌଣସି ବ୍ୟକ୍ତିର ସହଯୋଗ ପ୍ରାପ୍ତ ହେବ । ବ୍ୟସ୍ତତା ଭିତରେ ନିଆଯାଇଥିବା ନିର୍ନୟ ଆପଣଙ୍କୁ କ୍ଷତି ପହଞ୍ଚାଇବ । ପଇସାର ସ୍ଥିତି ଠିକ ଠାକ ରହିବ । ପାରିବାରିକ ସୁଖ ବା ସହଯୋଗ ବଢିବ । ଶଚା ପ୍ରେମ ପାଇବା ଚେଷ୍ଟାରେ ଧକ୍କା ଲାଗିପାରେ । ଏହି ସପ୍ତାହ ଆପଣଙ୍କ ବିଜନେସରେ ଲାଭର ଯୋଗ ରହିଛି ।

ଧନୁ :- ଆପଣଙ୍କୁ କୌଣସି ସମସ୍ୟାର ସମାଧାନ ମିଳିବ । ଦେବା ନେବା ମାମଲାରେ ପ୍ରଥମେ କୌଣସି ବଡ ଲୋକଙ୍କ ସଜେସନ ନିଶ୍ଚିତ ରୂପରେ ନିଅନ୍ତୁ । ପଇସା କଥା ଆଲୋଚନା କରିବାତ ପୁରୁଣା କରଜ ଆପଣଙ୍କ ଚିନ୍ତା ବଢାଇବ । ସାମାଜିକ କ୍ଷେତ୍ରରେ ଜଡିତ କାର୍ଯ୍ୟରେ ଆପଣ ବହୁତ ସଫଳ ରହିବେ । ଅବିବାହିତ ଲୋକଙ୍କୁ ବିବାହ ବା ପ୍ରେମ ପ୍ରସ୍ତାବ ମିଳିପାରେ ।

ମକର :- ଏହି ଦିନ ନୂଆ ଲୋକଙ୍କ ସହିତ ସାଙ୍ଗ ହୋଇବେ । ଯାହା ଆଗକୁ ଯାଇ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରିବ । ପିତାଙ୍କ ସଜେସନ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଧନ ଲାଭ କରିପାରେ । ଚାକିରି ପେସା ଓ ବିଜନେସ ବାଲା ଲୋକ ଠିକ ଦିଗରେ ଆଗକୁ ବଢିବା ପାଇଁ କୌଣସି ଅନୁଭବୀଙ୍କ ସଜେସନ ନେବେତ ଭଲ ହେବ ।

କୁମ୍ଭ :- ଆପଣଙ୍କ ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ଅଧିକ ମଜଭୁତ ହେବ । କାର୍ଯ୍ୟ ସ୍ଥଳରେ ରୁଚି ବଢିବ । ଯଦି ଆପଣ କୌଣସି ପ୍ରପର୍ଟି ବିକିବା ବା କିଣିବା ପାଇଁ ଚାହୁଁ ଛନ୍ତି ତେବେ ଏହା ପାଇଁ ସମୟ ଅନୁକୂଳ ନୁହେଁ । ଆପଣଙ୍କୁ ଉଚିତ ସମୟର ପତିକ୍ଷା କରିବା ଦରକାର । ପରିବାର ମାହୋଲ ସୁଖମୟ ରହିବ ।

ମୀନ :- ସପ୍ତାହର ଆରମ୍ଭ ବହୁତ ଭଲ ରହିବ, ଧନର ସଞ୍ଚଯ କରିବାର ଆବଶ୍ୟକତା ରହିଛି । ନୂଆ ପାରିବାରିକ ବ୍ୟବସାୟକୁ ଆରମ୍ଭ କରିବା ପାଇଁ ଶୁଭ ସମୟ ଅଟେ । କୌଣସି ନୂଆ କାମ କରିବାରୁ ନିବୃତ ରୁହନ୍ତୁ । ବିଜନେସ କାର୍ଯ୍ୟରେ କାହାର ସହଯୋଗ ପ୍ରାପ୍ତ ହେବ । ଏହି ଦିନ ଜୀବନ ସାଥିଠୁ ଭରପୁର ପ୍ରେମ ଓ ସହଯୋଗ ମିଳିବ ।

Leave a Reply

Your email address will not be published. Required fields are marked *