ମଙ୍ଗଳବାର ଦିନ ଏହି ସ୍ଥାନ ରେ ପକାଇ ଦିଅନ୍ତୁ 2ଟି ଲବଙ୍ଗ ଦେଖିବେ କିଛି ଦିନ ମଧ୍ୟରେ ଚମକି ଉଠିବ ଆପଣଙ୍କ ଭାଗ୍ୟ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ମଙ୍ଗଳବାର ଦିନ ଏହି ସ୍ଥାନ ରେ ଲବଙ୍ଗ ପକାଇବା ଦ୍ବାରା ଆପଣଙ୍କ ର ସମସ୍ତ ଦୁଃଖ ଦୂର ହୋଇଯିବ । ତେବେ ଆସନ୍ତୁ ଏହି ଵିଷୟ ରେ ଆହୁରି ଅଧିକ କିଛି କଥା ଜାଣିବା ।

ବନ୍ଧୁଗଣ ଖାଇବା ରେ ହେଉ କିମ୍ବା ପୂଜା ପାଠ ରେ ସବୁଥିରେ ଲବଙ୍ଗ ର ବ୍ୟବହାର କରାଯାଇଥାଏ । ସନାତନ ଧର୍ମ ରେ ଲବଙ୍ଗ କୁ ବହୁତ ଶୁଭ ବୋଲି ମନା ଯାଇଥାଏ । ଲବଙ୍ଗ କୁ ବିଭିନ୍ନ ଗ୍ରହ ମାନଙ୍କ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତେବେ ଯଦି ଆପଣ ଜୀବନ ର ସମସ୍ତ କଷ୍ଟ କୁ ଦୁର କରିବାକୁ ଚାହୁଁଛନ୍ତି ତେବେ ଲବଙ୍ଗ ଦ୍ଵାରା ଏକ ଛୋଟ ଉପାୟ ଟିଏ ପ୍ରୟୋଗ କରନ୍ତୁ । ବନ୍ଧୁଗଣ ମଙ୍ଗଳବାର ଦିନ ପ୍ରଥମେ ସାତୋଟି ଲବଙ୍ଗ ର ଦାନା ନିଅନ୍ତୁ ।

ଏହା କୁ ନେଇ ଆପଣ ଏକ ଖୋଲା ଜାଗା କୁ ଚାଲି ଯାଆନ୍ତୁ । ଏପରି ଜାଗା କୁ ଯାଆନ୍ତୁ ଯେପରି କେହି ଆପଣଂକୁ ସେଠାକୁ ଯିବାକୁ ରୋକିବେ ନାହିଁ । ତେବେ ସେହିପରି ସ୍ଥାନ କୁ ଯିବା ପରେ ନିଜ ବାମ ହାତ ରେ ସମସ୍ତ ଲବଙ୍ଗ କୁ ରଖନ୍ତୁ । ଏହା ପରେ ଗୋଟିଏ ଗୋଟିଏ ଲବଙ୍ଗ ଉଠାଇ ନିଜର ଜଣେ ଶତ୍ରୁ ର ନାମ କୁ ଗୋଟିଏ ଥର କହି ସେହି ଲବଙ୍ଗ କୁ ଫୁଙ୍କି ଦିଅନ୍ତୁ । ଏହିପରି ଭାବରେ ପ୍ରାୟ ୨୧ ଥର କରନ୍ତୁ । ୨୧ ଥର ଏହି ପରି କରିସାରିବା ପରେ ସେହି ଲବଙ୍ଗ କୁ ଆଣି କୌଣସି ଜିନିଷ ରେ ନିଆଁ ଲଗାଇ ତାହାକୁ ପୋଡି ଦିଅନ୍ତୁ । ବର୍ତ୍ତମାନ ଏହାର ପାଉଁଶ କୁ କାଢ଼ି କରି ନେଇ ଆସନ୍ତୁ ଓ ଏକ କପଡା ରେ ରଖିଦିଅନ୍ତୁ ।

ଏହାର ପୂର୍ବ ଦିନ ସେହି ପାଉଁଶ କୁ ନିଜ ସହିତ ନେଇ ରାସ୍ତା ପାର୍ଶ୍ଵରେ ଥିବା ମାଟି ଜାଗା ରେ ପୋତି ଦିଅନ୍ତୁ । ଏହି ପରି ଭାବରେ ଆପଣ ତିନୋଟି ମଙ୍ଗଳବାର ଦିନ ଏହି ଉପାୟ କୁ କରନ୍ତୁ । ଦେଖିବେ ଆପଣଙ୍କ ର ସମସ୍ତ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ଓ ଆପଣଙ୍କ ଭାଗ୍ୟ ରେ ମଧ୍ୟ ବଡ଼ ପରିବର୍ତ୍ତନ ହେବ । ଯଦି ଆପଣଂକୁ କୌଣସି କାର୍ଯ୍ୟ ରେ ବାରମ୍ବାର ଅସଫଳତା ମିଳୁଥାଏ ତେବେ ଏହି ଉପାୟ କୁ ନିଶ୍ଚିତ କରନ୍ତୁ । ଏହି ଉପାୟ ଟି କରିବା ଦ୍ୱାରା ଆପଣଙ୍କ ର ସମସ୍ତ କାର୍ଯ୍ୟ ସଫଳ ହେବ । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନ ରେ ଏହି ପରି କିଛି ସମସ୍ୟା ଲାଗି ରହୁଛି ତେବେ ଏହି ଉପାୟ କୁ ନିଶ୍ଚୟ ପ୍ରୟୋଗ କରନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *