ମଙ୍ଗଳ ବାରରେ ଏହି ୮ ଟି ଭୁଲ ଜମାରୁବି କରନ୍ତୁ ନହିଁ, କମିଯିବ ଆପଣଙ୍କର ଆୟୁଷ

ପୌରଣିକ କଥା ଅନୁସାରେ ଭଗବାନ ଶିବଙ୍କର ୧୧ ତମ ଅବତାର ହେଉଛନ୍ତି ହନୁମାନ । ପବନ ପୁତ୍ରଙ୍କ ହନୁମାନଙ୍କୁ କଳିଯୁଗର ଭଗବାନ ବୋଲି କୁହାଯାଏ । କୌଣସି ବ୍ଯକ୍ତିର କୁଣ୍ଡଳୀରେ ଶନି, ମଙ୍ଗଳ, ରାହୁ ଏବଂ କେତୁ ଭଳି ଗ୍ରହ ଥାଏ ସେମାନକୁ ହନୁମାନଙ୍କ ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଥାଏ । କୁହାଯାଏ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କାଲେ ଅନେକ ଗ୍ରହଙ୍କ ନକରାତ୍ମକ ପ୍ରଭାବ କମ ହୋଇଥାଏ । ତେଣୁ ଆଜି ଆମେ ଏମିତି କାମ କହିବୁ ଯାହା ମଙ୍ଗଳବାର କରିବା ଅନୁଚିତ ହୋଇଥାଏ ।

କାରଣ ମଙ୍ଗଳବାର ଦିନ ଏସବୁ କାମ କାଲେ ଅଶୁଭ ବୋଲି କୁହାଯାଏ । ଯାହା ଫଳରେ ଆପଣଙ୍କୁ ହଠାତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ମଙ୍ଗଳବାର ଦିନ ଭୁଲରେବି ନଖ କାଟନ୍ତୁ ନହିଁ । କାରଣ ମଙ୍ଗଳ ବାର ଦିନ ନଖ କତିଳେ ମଙ୍ଗଳ ଗ୍ରହ ଓ ହନୁମାନ ଅସନ୍ତୁଷ୍ଟ ହୋଇଥାନ୍ତି ।

ଯାହା ଫଳରେ ଆମର ଆୟୁଷ କମିଯାଇଥାଏ, ମଙ୍ଗକବର ନଖ କାଟିବା ଅର୍ଥ ନିଜ ଆୟୁଷ କମାଇବା । କୌଣସିବି ପରିସ୍ଥିତି ମଙ୍ଗଳବାର ଦିନ କେସ ବା ଦାଢି କାଟନ୍ତୁ ନହିଁ । ଯଦି ଏପରି କରନ୍ତି ତେବେ ଆପଣଙ୍କ ସହ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ପୂଜା କରନ୍ତୁ କିନ୍ତୁ ହୋମ କରନ୍ତୁ ନହିଁ, କୁହଯାଏ ହୋମ ଘରର ବାଟବରଣକୁ ସୁଧା କରିବା ସହ ଘରେ ସକାରାତ୍ମକ ଊର୍ଜା ସଞ୍ଚାର କରିଥାଏ ।

କିନ୍ତୁ ଭୁଲରେ ମଙ୍ଗଳ ବାର ଦିନ ଘରେ ହୋମ କରନ୍ତୁ ନହିଁ । ମଙ୍ଗକ ବାର ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ । ମଙ୍ଗଳ ବାର ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ । କଳା ବସ୍ତ୍ରର ସମ୍ପର୍କ ଶନିଦେବଙ୍କ ସହ ଥିବାରୁ ଅଶୁଭ ଏବଂ ହାନିକରକ ହୋଇଥାଏ । ମାଟି ଖୋଲିବା ମଙ୍ଗଳବାର ଦିନ ଅନୁଚିତ । ମଙ୍ଗଳବାର ଦିନ କୌଣସି ଭୂମି ଖୋଲିବା ଅନୁଚିତ । ଏହା ସହ ନିର୍ମାଣ କାର୍ଯ୍ୟ ମଧ୍ୟ କରିବା ନୁଚିତ । ଏମିତି କଲେ କ୍ଷତି କାରକ ହୋଇଥାଏ ।

ମଙ୍ଗଳବାର ଦିନ କୌଣସି ଗଛ ଲଗାଇବା ଉଚିତ ନୁହେଁ । ଗଛ ଲଗାଇଲେ ଭଗବାନ ହନୁମାନ କ୍ରୋଧିତ ହୋଇଥାନ୍ତି । ମଙ୍ଗଳବାର ଦିନ ଛୁରୀ, ଖଣ୍ଡା, ଅସ୍ତ୍ରଶସ୍ତ୍ର ବା ବିଜୁଳିର କୌଣସି ସାମଗ୍ରୀ କିଣିବା ଅନୁଚିତ । ଯଦି ଏସବୁ କିଣିଛନ୍ତି ବହୁତ ଖ୍ଯାତି ହୋଇଥାଏ । ବିରି ସହିତ ସନିଦେବଙ୍କ ସମ୍ପର୍କ ଥାଏ, ତେଣୁ ମଙ୍ଗଳବାର ଦିନ ବିରିଡାଲି ଖାଇବା ଅନୁଚିତ । ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କ ଉପରେ ଭାଗବାନ ପ୍ରକୋପ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *