ମଙ୍ଗଳବାର ଦିନ କରନ୍ତୁ ଏହି 5ଟିରୁ କୌଣସି ଗୋଟେ ଉପାୟ ଓ ତ ପରେ ଦେଖନ୍ତୁ ଚମତ୍କାର- Jyotisha Sashtra

ବନ୍ଧୁଗଣ, ପ୍ରଭୁ ହନୁମାନ ଙ୍କର ଏହି କଳିଯୁଗରେ ମହିମା ଅପରମ୍ପାର ଅଟେ । ଭଗବାନ ହନୁମାନ ଙ୍କର ଉପାସନା ଏବଂ ତାଙ୍କ ମନ୍ତ୍ର ପାଠ କରିବା ଦ୍ଵାରା ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇଥାଏ । ଶ୍ରୀ ହନୁମାନଙ୍କର ନାମ ଉଚ୍ଚାରଣ କରିବା ଦ୍ଵାରା ଭକ୍ତ ମାନଙ୍କର ସମସ୍ତ କଷ୍ଟ ଦୂର ହୋଇ ଯାଇଥାଏ । ଭଗବାନ ଶ୍ରୀ ରାମ ଭକ୍ତଙ୍କ ରକ୍ଷା ଏବଂ ତାଙ୍କ କଲ୍ୟାଣ ନିମନ୍ତେ ହନୁମାନ ଙ୍କୁ ପୃଥିବୀ ଲୋକ ରେ ବାସ କରିବାକୁ କହିଥିଲେ । ସେବେଠାରୁ ପ୍ରଭୁ ହନୁମାନ ଏହି କଳିଯୁଗରେ ସର୍ବଦା ସହାୟ ହୋଇଛନ୍ତି ।

ବନ୍ଧୁଗଣ ଏହି ସଂସାରରେ ଏଭଳି ମଧ୍ୟ ବ୍ୟକ୍ତି ଅଛନ୍ତି ଯାହାଙ୍କ ଉପରେ ଆସୁଥିବା ବଡ ଠାରୁ ବଡ କଷ୍ଟ ଏବଂ ବିପତ୍ତି ମଧ୍ୟ ପ୍ରଭୁ ହନୁମାନ ଙ୍କ ନାମ ନେବା ଦ୍ଵାରା ଦୂର ହୋଇଯାଇଛି । ହନୁମାନ ଜି ସବୁଠାରୁ ବଡ ସମସ୍ୟାର ନିବାରଣ କରିଥାନ୍ତି । ପ୍ରଭୁ ହନୁମାନ ଙ୍କର ଉପାସନା କରିବା ଦ୍ଵାରା ମନୁଷ୍ୟକୁ ପ୍ରଭୁଙ୍କର ଆଶୀର୍ବାଦ ମିଳିଥାଏ । ପ୍ରଭୁ ହନୁମାନ ଶାନ୍ତି, ଭକ୍ତି ଏବଂ ବୁଦ୍ଧି ଙ୍କ ଦେବତା ଅଟନ୍ତି ।

ଏବଂ ଶନି ପରିଶ୍ଚର କାର୍ଯ୍ୟ ଗ୍ରହ ଅଟନ୍ତି । ବନ୍ଧୁଗଣ ପ୍ରଭୁ ହନୁମାନ କାର୍ଯ୍ୟ କରିବା ନିମନ୍ତେ ପରିଜପ୍ତ୍ୟ ଶକ୍ତି ପ୍ରଦାନ କରିଥାନ୍ତି । ବନ୍ଧୁଗଣ ପ୍ରଭୁ ହନୁମାନ ଯଦି ପ୍ରସନ୍ନ ହୁଅନ୍ତି ତେବେ, ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏଥିପାଇଁ ଶନିଦେବଙ୍କୁ ମନାଇବା ପାଇଁ ପ୍ରଭୁ ହନୁମାନଙ୍କର ମଧ୍ୟ ପୂଜାର୍ଚନା କରାଯାଇଥାଏ । ଭଗବାନ ହନୁମାନଙ୍କର ପୂଜା ବହୁତ ପବିତ୍ର ମନରେ କରିବା ଆବଶ୍ୟକ । ଭଗବାନ ଙ୍କ ପୂଜାର୍ଚନା କରିବା ଦ୍ଵାରା ମନୁଷ୍ୟର ଦୁର୍ଭାଗ୍ୟ ସୌଭାଗ୍ୟ ରେ ବଦଳିଥାଏ । ବନ୍ଧୁଗଣ ଏହି ଉପାୟମାନ କରିବା ଦ୍ଵାରା ଆପଣ ସୌଭାଗ୍ୟ ପ୍ରାପ୍ତ କରିପାରିବେ । ଆସନ୍ତୁ ସେହି ଉପାୟ ସମ୍ବନ୍ଧରେ ଜାଣି ନେବା ।

୧- ବନ୍ଧୁଗଣ ଧନ ଏବଂ ସମୃଦ୍ଧି ପ୍ରାପ୍ତି କରିବା ନିମନ୍ତେ ଶୋଇବା ପୂର୍ବରୁ ହନୁମାନଙ୍କ ସମୁଖରେ ସୋରିଷ ତେଲ ର ଦୀପ ଜଳାନ୍ତୁ । ଏହା ସହିତ ହନୁମାନ ଚାଳିଶା ର ପାଠ କରନ୍ତୁ ।

୨- ବନ୍ଧୁଗଣ ହନୁମାନ ଙ୍କର ଫଟୋଚିତ୍ର ଘରେ ଏଭଳି ଲଗାନ୍ତୁ ଯେପରି ପ୍ରଭୁଙ୍କ ଦ୍ରୁଷ୍ଟି ଦକ୍ଷିଣ ଦିଗ କୁ ନିର୍ଧାରିତ ହେଉଥିବ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ଯିବେ ଏବଂ ଧନ ର ପ୍ରାପ୍ତି ହେବ ।

୩- ମଙ୍ଗଳବାର କିମ୍ବା ଶନିବାର କୁ ୧୧ ଓସ୍ତ ଗଛର ପତ୍ର ନେଇ ସଫା ଜଳ ଧୋଇନିଅନ୍ତୁ । ଏହାପରେ ସେଥିରେ ଚନ୍ଦନ କିମ୍ବା କୁମକୁମରେ ଭଗବାନ ଶ୍ରୀ ରାମ ଙ୍କର ନାମ ଲେଖନ୍ତୁ । ଏହାପରେ ହନୁମାନଙ୍କର ମନ୍ଦିର ଯାଇ ତାଙ୍କୁ ସେହି ପତ୍ର ଅର୍ପିତ କରି ଦିଅନ୍ତୁ । ଏଭଳି କରିବା ଦ୍ଵାରା ଜୀବନର ସମସ୍ତ କଷ୍ଟ ଏବଂ ଦୁଖ ଦୂର ହୋଇଯିବ ।

୪- ପ୍ରତ୍ୟକ ମଙ୍ଗଳବାର କିମ୍ବା ଶନିବାର ସିନ୍ଦୁର ଅଥବା ଚମେଲୀ ତେଲ ପ୍ରଭୁ ହନୁମାନଙ୍କୁ ଅର୍ପିତ କରନ୍ତୁ । ଏହି ଉପାୟ ଦ୍ଵାରା ଭକ୍ତ ଙ୍କର ସମସ୍ତ ଇଛା ପୂରଣ ହୋଇଥାଏ ।

୫- ପ୍ରତ୍ୟକ ମଙ୍ଗଳବାର ଅଥବା ଶନିବାର କୁ ପ୍ରଭୁ ଶ୍ରୀ ହନୁମାନ ଙ୍କୁ ବନାରଶୀ ପାନ ଚଢାନ୍ତୁ । ଏଭଳି କରିବା ଦ୍ଵାରା ପ୍ରଭୁ ହନୁମାନଙ୍କର କୃପା ସଦାସର୍ବଦା ବନିରହିବ । ବନ୍ଧୁଗଣ ଏହି ୫ ଟି ଉପାୟ କରିବା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହେବା ସହିତ ଆପଣଙ୍କ ପରିବାରର ସମସ୍ତ ଦୁଖ କଷ୍ଟ କ୍ଷୟ ହେବ । ଦର୍ଶକବନ୍ଧୁ ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *