ମଙ୍ଗଳବାର 02 ମାର୍ଚ୍ଚ 2021- ମା ମଙ୍ଗଳାଙ୍କ କୃପାରୁ ଆଜି ଏହି 5 ଟି ରାଶିଙ୍କୁ ମିଳିବ ସମସ୍ତ କାର୍ଯ୍ୟରେ ସଫଳତା

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣ ନିଜର ସବୁ କାମ ଠିକ ଭାବରେ ପୁରା କରିବେ । ଯଦି ଆପଣ ବିବାହିତା ଅଛନ୍ତି ସନ୍ତାନ ସୁଖ ଆପଣଙ୍କୁ ଭରପୁର ମିଳିବ ଓ ସେ ଆପଣଙ୍କ ଖୁଶିର କାରଣ ବନିବ । ଆପଣ ପରିବାର ସଦସ୍ୟଙ୍କ ସହିତ କଥା ହେଲା ବେଳେ ଆପଣଙ୍କୁ ବହୁତ ଧ୍ୟାନ ରଖିବାର ଆବଶ୍ୟକ ରହିଛି । ପାରିବାରିକ ମହୋଲ ବହୁତ ଭଲ ରହିବା ଦ୍ଵାରା ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ । ବ୍ୟବସାୟ କାର୍ଯ୍ୟରେ ଆପଣଙ୍କୁ ଉତ୍ତମ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ବୃଷ :- ବିତ ମାମଲାରେ ଅନୁକୂଳ ସ୍ଥିତି ଆପଣଙ୍କୁ ଲାଭର ଅନୁଭବ କାରାଇବ । କୌଣସି ପୁରୁଣା ମିତ୍ରଙ୍କ ଦ୍ଵାରା ଏହି ସମୟରେ କଥା ହେବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ମନ ଅବଚେଳିତ କମ ହେବ ଓ ଆପଣ ଦେହକୁ ଆରମ ଲାଗିବ । ସ୍ୱାସ୍ଥ୍ୟ ଠିକ ରହିବ , କିନ୍ତୁ କେଉଁଠିନା କେଉଁଠି ଆପଣଙ୍କ ଶରୀରରେ ଆଳସ୍ୟ ରହିବ । ସାଙ୍ଗ ଓ ଭାଇ ମାନଙ୍କର ସହଯୋଗ ମିଳିବ ।

ମିଥୁନ :- ବଡ ଲୋକଙ୍କ ସହଯୋଗ ଓ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ । ଆପଣଙ୍କ ଜୀବନସାଥି ପ୍ରତିଦିନ ଆପଣଙ୍କ ଆବଶ୍ୟକତା ପୁରା କରିବା ପାଇଁ ହାତ ଟାଣି ପାରନ୍ତି । ଯେଉଁଥି ପାଇଁ ଆପଣଙ୍କ ମନ ଉଦାସ ରହିବ । କାମ ମାମଲାରେ ଆପଣ କୌଣସି ଉପାୟ ବାହାର କରିବେ । ଯେଉଁଥିରେ ଆପଣ ଭଲ ଫଳ ମିଳିବ । ଆପଣଙ୍କ ଖର୍ଚ ନିୟତ୍ରଣ କରିବା ଆପଣଙ୍କ କଣ୍ଟ୍ରୋଲ ବାହାର ଅଟେ ।

କର୍କଟ :- କୋର୍ଟ କଚେରୀ ସରକାରୀ ସମସ୍ତ ପ୍ରକାର କାମ ଓ ଏହି ଦିନରେ ଆପଣଙ୍କର ସମ୍ପର୍ଣ ହେବ । । ଆପଣଙ୍କ ଆତ୍ମା ଚିନ୍ତନ ଦ୍ଵାରା ଲାଭ ହେବ । ସନ୍ତାନଙ୍କୁ ନେଇ କିଛି ଭଲ ଖବର ଶୁଣିବାକୁ ମିଳିବ । ବଡ ଲୋକଙ୍କ ପ୍ରତି ଦାୟିତ୍ଵ ବଢିବ । ଆଜି ସ୍ୱାସ୍ଥ୍ୟ ଠିକ ରହିବ ନାହିଁ । ପାରିବାରିକ ଦାୟିତ୍ଵକୁ ପୁରା କରିବା ପାଇଁ ସଫଳ ହେବେ । ଆପଣଙ୍କର ଭଲ ଛବି ଫୁଟିକି ଲୋକଙ୍କ ସାମନାକୁ ଆସିବ ।

ସିଂହ :- ପରିବାରରେ କୌଣସି ବଡ ଲୋକଙ୍କ ସହଯୋଗ ପ୍ରାପ୍ତି ହେବ ଓ ସେ ସଜେସନ ଦେଲେ ଆପଣଙ୍କର ବହୁଆ କାମରେ ଆସିବ । ଯେଉଁ ଲୋକ ସରକାରୀ ଚାକିରି କରିଛନ୍ତି ତାଙ୍କ ଜୀବନରେ ବହୁତ ସଫଳତା ପ୍ରାପ୍ତ ହେବ । ଯଦି ଆପଣ ନୂଆ ବ୍ୟାପାର କରିବାକୁ ଚାହୁଁଛନ୍ତି ସେହି ସମୟ ବହୁତ ଭଲ ଅଛି ଅବଶ୍ୟ ସଫଳତା ମିଳିବ । ଦାଂପତ୍ଯ ଜୀବନରେ ଚିନ୍ତାକୁ କମ କରିବା ପାଇଁ ପ୍ରୟାସ କରନ୍ତୁ ।

କନ୍ୟା :- ଆଜି କୌଣସି ମହତ୍ଵ ପୂର୍ଣ ଯୋଜନା ବନାଇବେ । ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ ଓ ଆଉ ମନକୁ ନକରାତ୍ମକ ଚିନ୍ତାରୁ ଦୂରେଇ ରଖନ୍ତୁ । କାମ ଧନ୍ଦାରେ କ୍ଷତି ହୋଇପାରେ ଶେଠୀ ପାଇଁ କିଛି ସମୟ ପାଇଁ ଏଥିରୁ ଦୂରେଇ ରୁହନ୍ତୁ । ଆଜି ଆପଣଙ୍କର ଆଖପାଖର ମାହୋଲ ବହୁତ ଭଲ ହେବ । ଆଜି ଆପଣଙ୍କର ସବୁ କାମ ସମୟରେ ପୁରା ହେବ । ବ୍ୟାପାର କ୍ଷେତ୍ରରେ ନୂଆ ସମ୍ପର୍କରେ ଭବିଷ୍ୟତରେ ଲାଭ ହେବାର ସମ୍ଭାବନା ରହିଛି । ଦମ୍ପତ୍ଯ ଜୀବନ ବହୁତ ଭଲ ରହିବ ।

ତୁଳା :- ଆଜି ବ୍ୟାପାରରେ ନୂଆ ସମ୍ଭାବନା ଖୋଜିବାକୁ ମିଳିବ । ପ୍ରେମ ଜୀବନରେ ଖୁସିଭର ସମୟ ଆସିବ । ପରିବାରର ମାହୋଲ ଆପଣଙ୍କୁ ସନ୍ତୁଷ୍ଟ ପ୍ରଦାନ କରିବ । ଆପଣଙ୍କ ବିତୀୟ ସ୍ଥିତିକୁ ଠିକ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଆଜି କିଛି ସମସ୍ୟାର ଉପାୟ ମିଳିଯିବ । ଆପଣ ନିଜର ବୁଦ୍ଧିମତା ଓ ତେଜ କୌଶଳ ଦ୍ଵାରା ଉପାୟ କରିବେ । ଆପଣଙ୍କ ନୂଆ ସାଙ୍ଗ ବନିବେ ଓ ଆପଣ ଜୀବନକୁ ଗୋଟେ ନୂଆ ନଜରିଆରେ ଦେଖିବେ ।

ବିଛା :- ଆଜି ଆପଣଙ୍କର ଧର୍ମ କର୍ମରେ ଆସ୍ଥା ବଢିବ । ଜୀବନ ସାଥୀକୁ ମାନସିକ ପୀଡା ଚିନ୍ତିତ କରିବ । ସନମାନରେ ବୃଦ୍ଧି ହେବ । ରାତି ପର୍ଯ୍ୟନ୍ତ କୌଣସି ନୂଆ ଖବର ଆପଣଙ୍କୁ ଖୁସି ଦେଇପାରେ । ଆଜି ଆପଣ ଘର ପରିବାର ସହିତ ରହି କିଛି ସମୟ ଘର ଲୋକଙ୍କ ସହିତ ବିତାନ୍ତୁ । କିଛି ଏମିତି କାମ ପୁରା ହେବ ଯାହା ଆପନଙ୍କୁ କେବେ ଆସ ନଥିବ । କୌଣସି ବଡ ବ୍ୟାପାରିକ ସଉଦା ହୋଇପାରେ ।

ଧନୁ :- ଆପଣ ଯେଉଁ ମଣିଷକୁ ଭଲ ପାଉଛନ୍ତି ତାର ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇପାରେ । ଦୁଇପ୍ରହାର ପର୍ଯ୍ୟନ୍ତ ସ୍ଥିତି ଆପଣଙ୍କ ଖର୍ଚରେ ବୃଦ୍ଧି ହେବ କିନ୍ତୁ ତାହା ପରେ ସ୍ଥିତି ବଦଳିବ ଓ ଖର୍ଚରେ କମି ଦେଖାଦେବ । ଘର କାମକୁ ପୁରା କରିବା ପାଇଁ କିଛି ଅସୁବିଧା ଆସିପାରେ । ଆପଣ ବହୁତ ଅଳସୁଆ ଓ କମଜୋର ହୋଇବେ । ଆପଣଙ୍କ ଇନକମ ବୃଦ୍ଧି ହେବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ହେବ । ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।

ମକର :- ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳରେ ବହୁତ ପରିଶ୍ରମ କରିବେ ଓ ଆପଣ ନିଜ ଉପଲବ୍ଧି ଉପରେ ବହୁତ ଗର୍ବ କରିବେ । ପୁରୁଣା ସାଙ୍ଗ ସହିତ ଫୋନରେ କଥା ହେବା ଦ୍ଵାରା ବହୁତ ଖୁସି ମିଳିବ । ବହୁତ ସ୍ଵାଦିଷ୍ଟ ଭୋଜନର ସୁଖ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଉତ୍ତମ ଦ୍ରୁଷ୍ଟି ଗୋଚର ହେଉଛି । ଯୋଗ ଓ ଧ୍ୟାନ ଦ୍ଵାରା ବହୁତ ଭଲ ଅନୁଭବ କରିବେ । ଆଜିର ଦିନ ବହୁତ ଭଲ ରହିବ କିନ୍ତୁ ଦୁଇପ୍ରହାର ପରେ ସ୍ଥିତି ବଦଳିବ ଓ ମାନସିକ ଚିନ୍ତା ବଢିପାରେ ।

କୁମ୍ଭ :- ଆଜି ଆପଣଙ୍କ ମିତ୍ର ଭୁଲ କାମ କରିବା ପାଇଁ ଫୋର୍ସ କରିପାରନ୍ତି । ପରିବାର ମହୋଲ ଆପଣଙ୍କୁ ସୁଖ ଶାନ୍ତି ଦେବା ଓ ପରିବାର ଲୋକଙ୍କ ସ୍ନେହ ଆପଣଙ୍କୁ ଧନ ପ୍ରଦାନ କରିବାର କାମ କରିବ । ଆପଣ କାର୍ଯ୍ୟ ସ୍ଥଳରେ ସକାରାତ୍ମକ ବିକାଶ ବିଷୟରେ ଶୁଣିବେ । ପଇସା ହାତକୁ ଆସିବା ଦ୍ଵାରା ଆପଣ ସନ୍ତୁଷ୍ଟ ଆନୁଭବ କରିବେ । ସନ୍ଧ୍ଯା କାଳ ସମୟ ଆପଣ ପରିବାର ଉପରେ ଧନର ଖର୍ଚ ହୋଇପାରେ ।

ମୀନ :- ଆଜି ଆପଣ ବହୁତ ଭଲ ସାଙ୍ଗ ସହିତ କିଛି ଭୁଲ ବୁଝାମଣା ଠିକ କରିବାରେ ସକ୍ଷମ ହେବେ । ଆଜିର ଦିନ ମିଳାମିଶା ବିତିବ । ଆପଣଙ୍କ ମାନ ପ୍ରତିସ୍ତାହରେ ବୃଦ୍ଧି ହେବ କିନ୍ତୁ କୌଣସି ନିଜ ଲୋକ ହୃଦୟକୁ କଷ୍ଟ ହୋଇପାରେ । ରାଗ ଉପରେ କାବୁ ରଖନ୍ତୁ । ଗାଡି ଚଳାଇବା ସମୟରେ ଯଥା ସମ୍ଭବ ସାବଧାନ ଅବଲମ୍ବନ କରନ୍ତୁ । ଘରେ ରୁହନ୍ତୁ ଆଉ ସତର୍କ ରୁହନ୍ତୁ । ପାଖ ସମ୍ପର୍କୀୟଙ୍କ ସହିତ ବୁଲିବା ଦ୍ଵାରା ସ୍ଥିତି ବଦଳିଯିବ ।

Leave a Reply

Your email address will not be published. Required fields are marked *