“ମାନିକେ ମାଗେ ହିଥେ” ଗୀତ ଗାଈ ରାତାରାତି ଫେମସ ହୋଇଥିବା ସିଙ୍ଗର Yohani ଙ୍କ ସଫଳତାର କାହାଣୀ, ଏହି ଗୀତ ଗାଇବା ପଛରେ କଣ ଥିଲା କାହାଣୀ ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜିକାଲିର ଇ-ଣ୍ଟ-ର-ନେ-ଟ ଦୁନିଆରେ ଅନେକ କଥା ପ୍ରଚାର ହେଉଛି । କିଛି ଗୀତ ଓ ଡ୍ୟାନ୍ସ ସୋ-ସି-ଆ-ଲ ମି-ଡି-ଆ-ରେ ଏତେ ଜୋରସୋର ରେ ଭା-ଇ-ରା-ଲ ହେଉଛି ଯେ ତାହା ପ୍ରଦର୍ଶନ କରିଥିବା ବ୍ୟକ୍ତି ମଧ୍ୟ ଚ-ର୍ଚ୍ଚା ରେ ଆସୁଛନ୍ତି । ତେବେ ଆଜିର ଆମର ଏହି ଲେଖା ରେ ଏମିତି ଜଣେ ଗାୟିକା ଅଛନ୍ତି ଯିଏ ନିଜର ଗୀତ ପାଇଁ ବର୍ତ୍ତମାନ ପୁରା ଦେଶରେ ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଆପଣ ମାନେ ଜାଣିଥିବେ କିଛି ଦିନ ହେବ “ମାନିକେ ମାଗେ ହିଥେ” ଗୀତ ଟି ଖୁବ ଜୋରସୋର ରେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଏହି ଗୀତକୁ କେହି ନିଜର କଲର ଟ୍ଯୁନ ରଖିଛି ତ କେହି ରିଙ୍ଗ ଟୋନ ରଖିଛି ତ ଆଉ କିଏ ଏହି ଗୀତର ଋଲ୍ସ ହେଉଛି । ଏହି ଗୀତକୁ ଗାଇଥିବା ଝିଅଟି ହେଉଛନ୍ତି ଶ୍ରୀଲଙ୍କାର ୨୮ ବର୍ଷୀୟା ୟୋହାନି । ଏହି ଗୀତ ଗାଇବା ପରେ ୟୋହାନି ରାତାରାତି ଫ୍ଯମାସ ହୋଇଛନ୍ତି ତାହା ନୁହେଁ ବରଂ ଏହା ପୂର୍ବରୁ ସେ ଶ୍ରୀଲଙ୍କାର ଜଣେ ପ୍ରସିଦ୍ଧ ଗାୟିକା, ଯୁ-ତୁ-ବ-ର, ରି-ୟା-ମ୍ପ-ର, ଶିଂ-ଗ-ର ରହିଛନ୍ତି । ସେ ଜଣେ ବିଜେନ୍ସ ମ୍ୟାନ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହି ଗୀତ ଟି ୩ ମାସ ମଧ୍ୟରେ ପ୍ରାୟ ୩୦୦ ମିଲିୟନ ଭିୟୁ ଛୁଇଞ୍ଚି । ଏକାଧିକ ଭା-ଷାରେ ଲୋକ ମାନେ ଏହି ଗୀତକୁ ଅନୁ ରୂପ ଦେଇଛନ୍ତି ।

ଏହି ଗୀତ ରିଲିଜ ହେବା ପରେ ବହୁତ ପ୍ରସିଦ୍ଧ କଳାକାର ମାନେ ଏହି ଗୀତରେ ଡ୍ୟାନ୍ସ କରିବା ସହ ୟୋହାନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ ଷ୍ଟାର ବିଗ ବି ଅମିତାଭ ବଚନ ୟୋହାନିଙ୍କ ତାରିଫ କଥା ଶୁଣିବା ପରେ ସେ ଆ-ତ୍ମ-ହ-ରା ହୋଇ ପଡିଥିଲେ । ଏହି ଗୀତରେ ଅଭିନେତ୍ରୀ ପରିନିତା ଚୋପ୍ରା ଡ୍ୟାନ୍ସ କରିବା କଥା ଶୁଣିବା ପରେ ୟୋହାନି କହିଛନ୍ତି ଯେ ସଚେତନ ନ ହୋଇ ଗାଇଥିବା ତାଙ୍କର ଏହି ଗୀତ ଏତେ ଲୋକପ୍ରିୟ ହୋଇଯିବ । ୟୋହାନିଙ୍କ ବାପା ହେଉଛି ଜଣେ ଆର୍ମୀ ଅଫିସର ଓ ମା ହେଉଛି ଏୟାର ହୋଷ୍ଟେସ । ସେ ପିଲା ଦିନୁ ସଂଗୀତ ପ୍ରତି ଆଗ୍ରହୀ ଥିଲେ ।

ସେ ଗୀତାର ଓ ପିୟାନୁ ବଜାଇବାକୁ ପସନ୍ଦ କରନ୍ତି । ୟୋହାନି ଏହି ଗୀତ ଗାଇବା ପରେ ନିଜ ମୋବାଇଲରେ ରଖିଥିଲେ । ଏହା ପରେ ଏହି ଗୀତ ଲୋକ ମାନେ ଶୁଣିବାକୁ ପସନ୍ଦ କରିବାରୁ ପରେ ଷ୍ଟୂଡିଓରେ ରେ-କ-ର୍ଡ କରା ଯାଇଥିଲା । ଏକ ଇଣ୍ଟରବିୟୁରେ ୟୋହାନି କହିଛନ୍ତି ଯେ ଏସିଆରେ ତାଙ୍କର ଏହି ଗୀତ ଏତେ ମାତ୍ରାରେ ଭା-ଇ-ରା-ଲ ହେବ ତାହା କେବେ ସେ ଭାବି ନ ଥିଲେ । ଏହି ଗୀତ ପାଇଁ ସେ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରିଥିବାର ଜଣା ପଡିଛି । ତାଙ୍କର ଗୀତ ଗାଇବାର ଭା-ଷା ଭୁଝା ପଡୁ ନ ଥିଲେ ମଧ୍ୟ ଆଜିକା ଡେଟରେ ଏହା ଶତାଧିକ ଭା-ଷାରେ ରୂପ ଦିଆ ଅଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *