ବରିଷ୍ଠ ସାମ୍ବାଦିକଙ୍କ ପୁଅ Manish Anuraagଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ, ଦେଖନ୍ତୁ Video ମୃତ୍ୟୁ ପୂର୍ବ ରାତିରେ କଣ ଘଟିଥିଲା?

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଚମ୍ବିତ ହୋଇ ଯାଇଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ତାଙ୍କର ମୃ-ତ୍ୟୁ କେମିତି ହେଲା । କହିଦେଉଛୁ କି ମନୀଷ ଅନୁରାଗ ମୃ-ତ୍ୟୁ ମା-ମ-ଲା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଘେର ମଧ୍ୟରେ ଅଛି । ମୃ-ତ୍ୟୁର ଅସଲ କାରଣ କଣ ଓ ଏହା ପଛରେ କାହାର ହାତ ଅଛି ଏହାକୁ ନେଇ ପୋ-ଲି-ସ ବର୍ତ୍ତମାନ ଯା-ଞ୍ଚ କରୁଛି । କହିଦେଉଛୁ କି ଗତକାଲି ରବିବାର ଭୁବନେଶ୍ଵର ପାତ୍ରପଡା ପୋଖରୀରୁ ମନୀଷ ଅନୁରାଗଙ୍କ ମୃ-ତ ଶରୀରର ମିଳିଥିଲା ଓ ଶନିବାର ଦିନ ରାତି ୧୧ ଟା ଠାରୁ ସେ ନିଖୋଜ ଥିଲେ ।

ଚନ୍ଦ୍ରଶେଖରପୁର ଶ୍ରୀ ବିହାର ଅଞ୍ଚଳରୁ କିଛି ଲୋକମାନେ ତାଙ୍କୁ ଅ-ପ-ହ-ର-ଣ କରିନେଇଛନ୍ତି ବୋଲି ମନୀଷଙ୍କ ପରିବାର ଲୋକମାନେ ଥା-ନାରେ ଅ-ଭି-ଯୋ-ଗ କରିଥିଲେ । ଅ-ଭି-ଯୋ-ଗରେ କୁହାଯାଇ ଥିଲା କି ଦୁଇ ଜଣ ଯୁବକ ତାଙ୍କୁ ଉଠାଇ ନେବା ସହ ମନୀଷଙ୍କ ସହ ମା-ର-ପି-ଟ କରିଛନ୍ତି ।

ସଙ୍ଗେ ସଙ୍ଗେ ଇନ୍ଫୋସିଷ୍ଟ ଥା-ନା ତରଫରୁ ମନୀଷକୁ ଖୋଜିବା ପାଇଁ ପୋ-ଲି-ସ ଟିମ ପ୍ରସ୍ତୁତ ହୋଇ ଯାଇ ଥିଲେ । ପୋ-ଲି-ସକୁ ପାତ୍ରପଡା ପୋଖରୀ ନିକଟରୁ ମନୀଷଙ୍କ ମୃ-ତ ଦେହ ମିଳିଥିଲା । ମନୀଷଙ୍କ ମୃ-ତ୍ୟୁ ସାମ୍ନାକୁ ଆସିବା ପରେ କମିଶନରରେଟ ପୋ-ଲି-ସ ତମାଣ୍ଡୋ ଥା-ନାରେ ଏକ ମା-ମ-ଲା ରୁଜୁ କରି ଯା-ଞ୍ଚ ଆରମ୍ଭ କରିଦେଛି ।

ମନୀଷଙ୍କ ମୃ-ତ୍ୟୁକୁ ନେଇ ସମସ୍ତେ ବର୍ତ୍ତମାନ ସ-ନ୍ଦେ-ହ କରୁଛନ୍ତି । କହିଦେହୁଛୁ କି କିଛି ଦିନ ପରେ ହିଁ ମନୀଷ ଅନୁରାଗଙ୍କ ବିବାହ ବନ୍ଧନରେ ବା-ନ୍ଧି ହୋଇଥାନ୍ତେ । ଦୁର୍ଭାଗ୍ୟ ବଶତଃ ବିବାହ ପୂର୍ବରୁ ହିଁ ଆରପାରିକୁ ଚାଲିଗଲେ ମନୀଷ ଅନୁରାଗ । ୨୧ ତାରିଖରେ ବିବାହ ତାରିଖ ଧାର୍ଯ୍ୟ କରାଯାଇ ଥିଲା । ମନୀଷଙ୍କ ଚେହେରାରେ ସବୁବେଳେ ହସ ନଜର ଆସୁଥିଲା ।

ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ବି ସରି ଯାଇ ଥିଲା । ଗତକାଲି ସବୁ ବଦଳି ହୋଇଗଲା । ପୁଅକୁ ବିବାହ କରୁଥିବା ସ୍ଥାନରେ ଦେଖିବା ବଦଳରେ ପୁଅର ଶ-ବ ଦେଖିଲେ । ଏପ୍ରିଲ ୧୮ ତାରିଖରେ ତାଙ୍କର ନିର୍ବନ୍ଧ ହୋଇଥିଲା । ବାହାଘରର ୧୧ ଦିନ ପୂର୍ବରୁ ହିଁ ମନୀଷ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଗଲେ । ପରିବାର ଲୋକମାନେ ଚିନ୍ତାରେ ପଡି ଯାଇଛନ୍ତି କି ତାଙ୍କ ପୁଅକୁ ମା-ରି-ଲା କିଏ ନା ଆଉ କିଛି ଅଛି ଏହି ଘଟଣା ପଛରେ । ଅନ୍ୟ ପଟେ ପୋ-ଲି-ସ ନିଜର ଯା-ଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *