ବଡ ଖବର: ଚାଲିଛି ଗବେଷଣା, ମଣିଷର ଆୟୂଷ ବଢିବ 50 ବର୍ଷ, ବୟସ ହେଲେ ବି ବୁଢା ହେବେନି!

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବ୍ୟକ୍ତିର ସମୟ ଗଡିବା ସହ ବୟସରେ ମଧ୍ୟ ପରିବର୍ତ୍ତନ ଆସିଥାଏ । କିନ୍ତୁ ଆପଣ ମାନେ କେବେ ଶୁଣିଛନ୍ତି କି ମଣିଷର ବୟସ ବୃଦ୍ଧି ପାଇବା ବା ସେ କେବେ ବୁଢା ହେବ ନାହି । ଏହା କଣ ବାସ୍ତବରେ ସମ୍ଭବ ହୋଇପାରେ । ପ୍ରକୃତିର ନିୟମ ଅନୁସାରେ ମଣିଷ ଜନ୍ମ ହୋଇଛି ମାନେ ଦିନେ ନା ଦିନେ ତାର ମୃ-ତ୍ୟୁ ନିଚିନ୍ତ ଅଟେ । ତେଣୁ ଏପରି କଥା ଉପରେ ପ୍ରଶ୍ନ ଆସିବା ସ୍ଵଭାବିକ କଥା ଯେ ମଣିଷର ଆୟୁଷ ବଢିବ । ବର୍ତ୍ତମାନ ଏହି କଥାର ସନ୍ଧାନ କିଏ ଓ କାହିଁକି କରିଛି ତାହା ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ଆପଣ ମାନେ ସମସ୍ତେ ସୋମରସ କଥା ନିଶ୍ଚୟ ଜାଣିଥିବେ କି ଶୁଣିଥିବେ ।

ଏଠାରେ ଯେଉଁ ସୋମରସ କଥା କୁହା ଯାଇଛି ତାହା କୌଣସି ନିଶା ଦ୍ରବ୍ୟ ନୁହେଁ ବରଂ ଏକ ଆୟୁର୍ବେଦିକ ଔଷଧ ଅଟେ । ସୋମରସ ବିଷୟରେ ଶାସ୍ତ୍ରରେ ମଧ୍ୟ କୁହାଅଯାଇଛି । ମାନ୍ୟତା ରହିଛି କି ଏହି ସୋମରସର ସେବନ କରି ଦେବତା ମାନେ ଅମର ହେଉଥିଲେ । ପୂର୍ବ କାଳରେ ଯେଉଁ ମାନେ ସୋମରସ ର ସେବନ କରୁଥିଲେ ସେମାନଙ୍କୁ ବୃଦ୍ଧାବସ୍ଥା ଛୁଇଁ ପାରୁ ନ ଥିଲା । ସୋମରସର ପିଇବା ଦ୍ଵାରା କୌଣସି ରୋଗ ବୈରାଗ ହେଉ ନ ଥିଲା । ସୂଚନା ଅନୁସାରେ ଶାସ୍ତ୍ରରେ କୁହା ଯାଇଥିବା ଏହି ଗୁରୁତ୍ଵ ପୂର୍ଣ୍ଣ କଥା ଉପରେ ବର୍ତ୍ତମାନ ବିଜ୍ଞାନ ଗବେଷଣା ଆରମ୍ଭ କରିଛି ।

ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ଏହି କଥାର ସତ୍ୟତା ରହିଛି ବୋଲି ବିଜ୍ଞାନ ପ୍ରମାଣ କରିଛି । ଦୁନିଆରା ସବୁଠାରୁ ଧନୀ ଯୋଜସ ଏକ ଏମିତି କମ୍ପାନୀ ରେ ନାଁ ଅର୍ଥ ନିବେଶ କରିଛନ୍ତି ଯିଏ ମଣିଷକୁ ଅମର କରିବାର ଯୋଜନା ଉପରେ କାମ କରୁଛି । ଯେଉଁ କମ୍ପାନୀରେ ଜେଫ ଯୋଜସ ଅର୍ଥ ନିବେଶ କରିଛନ୍ତି ତାହା ମଣିଷର କୋସିକା ବା ସେଲ ଗୁଡିକୁ ଋପ୍ରୋଗ୍ରାମିଂ କରିବାରେ ସକ୍ଷମ ଅଟେ । ଜଣେ ମଣିଷର ଶରୀର ୭୨୪ ଲକ୍ଷ କୋସିକା ବା ସେଲରେ ତିଆରି ହୋଇଛି । ଗୋଟେ ପିଲା ଜନ୍ମ ହେବା ପରେ ତାର ବୟସ ଅନୁସାରେ କୋଷିକା ଗୁଡିକ ବଢିବାରେ ଲାଗିଥାଏ ।

ପରେ ବୟସ ବଢିବା ସହ କୋଷିକା ଗୁଡିକ ନଷ୍ଟ ହେବାରେ ଲାଗିଥାଏ । କିନ୍ତୁ ମୃ-ତ କୋଷକ ଗୁଡିକ ପରବର୍ତ୍ତୀ ସମୟରେ ଆଉ ତିଆରି ହୁଏ ନାହି । ଏହା ପରେ ମଣିଷ ବୃଦ୍ଧାବସ୍ଥାକୁ ଆସିଥାଏ । ଆମେରିକାରେ ଏକ ଲ୍ୟାବରେ ମଣିଷ ଶରୀରର ମୃ-ତ କୋଷିକା ଗୁଡିକୁ ସ୍ଟେମ ସେଲର୍ସ ସାହାଜ୍ଯରେ ପୁରା ଜୀବିତ କରିବାରେ ସକ୍ଷମ ହୋଇଛନ୍ତି । ଯାହା ଦ୍ଵାରା ମଣିଷ ଶରୀରରେ ଏହି ମୃ-ତ କୋଷକ ଗୁଡିକ ପୁଣି ଥରେ କାର୍ଯ୍ୟ କରିବା ଆରମ୍ଭ କରିବ ।

ଏହି କୋଷିକା ତିଆରି କରିବାରେ ବିଜ୍ଞାନରେ ନୋବେଲ ପୁରସ୍କାରରେ ସାମିଲ କରା ଯାଇଛି ଆମେରିକାକୁ । ଏହି କମ୍ପାନୀ ମଣିଷ ଶରୀରକୁ ୫୦ ବର୍ଷ ଯାଏଁ ବୃଦ୍ଧି କରିବା ପାଇଁ ଟାର୍ଗେଟ ରଖିଛି । ଅର୍ଥାତ ମଣିଷ ୮୦ ବର୍ଷ ବଞ୍ଚିବାର ଥିଲେ ୧୩୦ ବର୍ଷ ବଞ୍ଚିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *