ମଣିଷ ଭଳି ଦେଖାଯାଉଥିବା ବିଲେଇ ର ସତ୍ୟତା- ଜାଣିଲେ ବିଶ୍ୱାସ ହେବନି, ଦେଖନ୍ତୁ ଭିଡିଓ

ନମସ୍କାର ଦରସାକବନ୍ଧୁ, ଏହି କିଛି ଦିନ ହେବ ଇନ୍ଟାରନେଟ ରେ ଏକ ଫୋଟୋ ଖୁବ ଭାଇରାଲ ହେଉଛି । ତେବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କିଛି କହିବାକୁ ଯାଉଛୁ । ଏହି ଫୋଟୋର ସତ୍ୟତା ବିଷୟରେ । ଭାଇରାଲ ହେଉଥିବା ମଣିଷ ଭଳି ଦେଖାଯାଉଥିବା ବିଲେଇର ଫୋଟୋ, ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ଶୁଣିବାକୁ ମିଳୁଛି ଯେ ମଲେସିଆ ରେ ଏହି ବିଲେଇ ଜନ୍ମ ହୋଇଛି ।

ଯାହାର ଚେହେରା ସଂପୂର୍ଣ୍ଣ ମଣିଷ ଭଳି ଦେଖାଯାଉଛି । ଏହାକୁ ଏବେ ଲ୍ଯାବରେ ରକ୍ଷା ଯାଇ ତା ଉପରେ ରିସର୍ଚ ଚାଲିଛି ବୋଲି । କିନ୍ତୁ ସେଠାକର ପୋଲିସ କହିଛନ୍ତି ଏଭଳି କୌଣସି ଘଟଣା ଏଠି ହୋଇ ନାହିଁ । ସେମାନେ ଏହାକୁ ମିଛ ବୋଲି କହିଛନ୍ତି ।

ପୋଲିସ ମୁତାବିକ ସେଭଳି କୌଣସି ବିଲେଇର ଜନ୍ମ ହୋଇଥିବା ଖବର ସେମାନଙ୍କୁ ମିଳି ନାହିଁ । କିନ୍ତୁ ତଥାପି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋ ରେ ଏହି ବିଲେଇର ମୁହଁ ଦେଖିବାକୁ ଅବିକଳ ମଣିଷ ପରି ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବିଲେଇ ର ଫୋଟୋ ଉପରେ ଖୁବ ଚର୍ଚ୍ଚା ଚାଲିଛି ।

ଏହି ଫୋଟୋରେ ସେହି ବିଲେଇ ର ମୁହଁ ଓ ଶରୀର ପୁରା ମଣିଷ ଭଳି ଦେଖା ଯାଉଛି । କିନ୍ତୁ ପୋଲିସ ଅନୁସାରେ ଏହା ସିଲିକନ ରେ ପ୍ରସ୍ତୁତ କଣ୍ଢେଇ ଅଟେ । ଯାହାକୁ ଇନ୍ଟାରନେଟରୁ ହିଁ ଡାଉନଲୋଡ କରି ଭାଇରାଲ କରାଯାଉଛି ।

https://youtu.be/CBTrrCkqqM0

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *