ବନ୍ଧୁଗଣ ଜୀବନରେ ବଞ୍ଚିଥିବା ଯାଏ କେବେ ମଧ୍ୟ ଜ୍ଞାନ ଆହରଣ କରିବା କ୍ଷମତା ବା ବୟସ ସରି ନ ଥାଏ । ଜ୍ଞାନ ଗ୍ରହଣ କରିବା ପାଇଁ ସର୍ବଦା ବଞ୍ଚିଥିବା ଯାଏ ନିଜ ଜ୍ଞାନ ଆହରଣର ଦ୍ଵାରକୁ ଖୋଲା ରଖିବା ଉଚିତ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି ।
ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇ ପାରି ନ ଥାଉ । ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବ । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି । କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନୀ କରାଇ ଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ । ତେବେ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ନିଜର ଜ୍ଞାନ ପରକ୍ଷା ସହ ଜ୍ଞାନ ବୃଦ୍ଧି ମଧ୍ୟ କରାଇ ପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
୧- ଆମ ଶରୀର ରେ କେଉଁ ଅଙ୍ଗ ମରିବା ଯାଏଁ ବଢିପାରେ ?
ଉତ୍ତର- ନାକ ।
୨- ଯେଉଁ ଜୀବ ମାତ୍ର ୧୬ ମିନିଟ ପର୍ଯ୍ଯନ୍ତ ଶୋଇଥାଏ ?
ଉତ୍ତର- ପିମ୍ପୁଡି ।
୩- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଠି ଅଛି ?
ଉତ୍ତର- ଗୋଆ ।
୪- କେବେ ଓଡିଶାର ରାଜଧାନୀ କଟକ ରୁ ଭୁବନେଶ୍ଵର ହୋଇଥିଲା ?
ଉତ୍ତର- ୧୯୪୮ ମସିହା ରେ ।
୫- ଭାରତର କେଉଁ ରାଜ୍ୟରେ ସ୍ଵାଧୀନତା ପରେ ଗୋଟିଏ ବି ହ-ତ୍ୟା ହୋଇ ନାହି ?
ଉତ୍ତର- ସିକମ ।
୬- ଭାରତର ୧୪ ତମ ପ୍ରଧାନ ମନ୍ତ୍ରୀ କିଏ ?
ଉତ୍ତର- ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ।
୭- ମଣିଷ ନ ଶୋଇ କେତେ ଦିନ ବଞ୍ଚି ପାରିବ ?
ଉତ୍ତର- ୧୧ ଦିନ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।