ମନୁଷ୍ୟର ଶୁଭ ସମୟ ଜାଣିବାର ୭ଟି ବଡ ସଙ୍କେତ

ଭଗବାନ ଙ୍କ ଦ୍ଵାରା ତିଆରି କରାଯାଇଥିବା ଏହି ପ୍ରକୃତି ସହିତ ବହୁତ କିଛି ଜିନିଷ ଜଡିତ ରହିଛି । ଏବଂ ଏହା ସହିତ ଜଡିତ ଆମ ମାନଙ୍କର ଇଚ୍ଛା ଏବଂ ଖରାପ ସମୟ । ଯେବେ ବି ମନ୍ୟୁଷ ର ଶୁଭ ସମୟର ଆରମ୍ଭ ହୋଇଥାଏ ତେବେ ଭଗବାନ ଆମକୁ ଅନେକ ପ୍ରକାରର ସଂକେତ ଦେଇଥାନ୍ତି । ସେହି ସଂକେତ ମାନ ମଧ୍ୟରୁ ୭ ଟି ବଡ ସଂକେତ ବିଷୟରେ ଆଲୋଚନା କରିବା ।

୧) କେବେ ବି ସକାଳୁ ଉଠି ସ୍ନାନ ପରେ ଆଇନା ଦେଖନ୍ତି ଯଦି ଆପଣଙ୍କ ଚେହେରା ରେ କିଛି ପରିବର୍ତ୍ତନ ଦେଖାଯାଏ ବା ଚେହେରା ଅତ୍ୟଧିକ ସୁନ୍ଦର ଓ ଚମକ ଲାଗେ ତେବେ ଜାଣନ୍ତୁ ଯେ ଆପଣଙ୍କର ଭଲ ଦିନର ଆରମ୍ଭ ହୋଇଯାଇଛି ।

୨) ଯଦି ଅଚାନକ ସକାଳୁ ସକାଳୁ ନିଜର ବନ୍ଧୁ ବାନ୍ଧବ ବା ଯାହାଠାରୁ ଆପଣ ପଇସା ପାଇବେ ସେ ମିଳିଯାନ୍ତି ତେବେ ବୁଝି ନିଅନ୍ତୁ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଯାଇଛି ।

୩) ପଶୁପକ୍ଷୀ ଙ୍କ ଦ୍ଵାରା ବି କିଛି ସଂକେତ ଆମ ମାନଙ୍କୁ ମିଳିଥାଏ । ଯେପରି ଯଦି ମାଙ୍କଡ ଆମ୍ବ ଖସି ଟାକୁଆ କୁ ଆପଣଙ୍କ ଛାତ ଉପରକୁ ଫିଙ୍ଗି ଦିଏ, ବିଲେଇ ଯଦି ଘରେ ଛୁଆ ଜନ୍ମ ଦିଏ, କିମ୍ବା କୌଣସି ପକ୍ଷୀ ଯଦି ଚନ୍ଦିର ଜିନିଷ କିଛି ଆପଣଙ୍କ ଛାତ ଉପରେ ଛାଡି ଚାଲିଯାଏ । ତେବେ ଏହା ଏକ ବଡ ସଂକେତ ବୋଇଲି ଜାଣିନିଅନ୍ତୁ ।

୪) ଯଦି ଅଚାନକ ଅନାବଶ୍ୟକ ଖର୍ଚ ହେଉଥିବା ପଇସା ଖର୍ଚ ହେବା ବନ୍ଦ ହୋଇଯାଇଥାଏ । ଏବଂ ପଇସା ସଞ୍ଚିତ ହେବା ଆରମ୍ଭ ହୋଇଯାଇଥାଏ ଏବଂ ଯଦି ଆପଣ ବ୍ୟାଙ୍କ ବ୍ଯାଲାନ୍ସ ସଞ୍ଚଯ କରିବାରେ ସଫଳ ହୋଇଯାନ୍ତି ତେବେ ଜାଣନ୍ତୁ ଆପଣଙ୍କର ଶୁଭ ସମୟ ଆସିଗଲା ।

୫) ଶରୀର ର ଡାହାଣ ପଟ ଅଙ୍ଗ ଯଦି ଅଚାନକ ଡେଉଁଥାଏ ତେବେ ଏହା ଶୁଭ ବୋଲି କୁହାଯାଇଥାଏ । ଡାହାଣ କାନ୍ଧ, ଡାହାଣ ଗାଲ, କିମ୍ବା ଡାହାଣ ହାତ ଡେଇଁଲେ ଏହା ଧନ ସମ୍ପତିର ଓ ସୁଖ ସମୃଦ୍ଧି ର ବଢିବାର ବଡ ସଂକେତ ଅଟେ । ଯାହା ଦ୍ଵାରା ସେହି ବ୍ୟକ୍ତିକୁ ଆସୁଥିବା ସମୟରେ ଅନେକ କ୍ଷେତ୍ର ରେ ଧନ ଲାଭର ସୁଯୋଗ ମିଳିଥାଏ ।

୬) ଯେବେ ବି ଆପଣ ପ୍ରାତଃ ସମୟରେ ଘରୁ ବାହାରି ଯିବା ସମୟରେ ଯଦି କେହି ଆପଣଙ୍କ ସମନ୍ନା ରେ ପାଣିପୁର୍ଣ କିମ୍ବା ଦୁଗ୍ଧ ପୂର୍ଣ ବାସନ ନେଇ ଯାଉଥାଏ ତେବେ ଜାଣନ୍ତୁ ଯେ ଆପଣଙ୍କ ସମୟ ଅତ୍ୟଧିକ ଶୁଭ ହେବାକୁ ଯାଉଛି ।

୭) ସକାଳୁ ସକାଳୁ କାର୍ଯ୍ୟ କୁ ବାହାରୁଥିବା ସମୟରେ ଯଦି କୌଣସି ଛୋଟ ବାଳକ କିମ୍ବା କନ୍ୟା ହସୁଥିବା ଚେହେରା ଦେଖିଥାନ୍ତି ତେବେ ଜାଣନ୍ତୁ ଯେ ଆପଣଙ୍କର ଦିନ ତିରେ ଅନେକ ଖୁସି ଓ ସଫଳତା ପାଇବାର ଅଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *