ମନୁଷ୍ୟର ଏହି ୪ ଟି ଭୋକ କେବେ ମେଣ୍ଟି ନଥାଏ – Chanakya Niti

ମନୁଷ୍ୟର ଏହି ୪ ଟି ଜିନିଷର ଭୋକ କେବେ ସରିନଥାଏ, ଯେମିତିକି ଧନ, ଜୀବନ, ବାସନା ଆଉ ଭୋଜନ । ଏହି ସବୁ ପାଇଁ ମନୁଷ୍ୟ ସବୁବେଳେ ଭୋକିଲା ରହିଥାଏ । ଏହି ଜିନିଷ ମନୁଷ୍ୟକୁ କେତେବୀ ମାତ୍ରାରେ ମିଳୁ କିନ୍ତୁ ତାର ଲାଳସା କେବେ ସରିନଥାଏ । ଜୀବନର ଏହି ଲାମ୍ବା ରାସ୍ତାରେ ଭାବିକି ରଖିଥିବା କେବେବି ତୁମର ଖରାପ ସମୟ ଆସିପାରେ । ଶେଠୀ ପାଇଁ ଏହି ସମୟ ପାଇଁ ଅଳ୍ପ ବହୁତ ଧନ ସଞ୍ଚୟ କରି ରଖିବା ଉଚିତ ।

ଯେବେବି କେବେ ମନୁଷ୍ୟର ଖରାପ ସମୟ ଆସିଥାଏ ତାଙ୍କର ନିଜ ଲୋକ ମଧ୍ୟ ପର ହୋଇଯାଇଥାନ୍ତି । ସେହି ସମୟରେ ଯଦି ଧନ ତା ପାଖରେ ଥିବା ତେବେ ସେ ସେହି ସମୟର ମୁକାବିଲା କରିପାରିବ । ବହୁତ ଭଲ ହୋଇକି ଜୀବନ ବ୍ଯତୀତ କରିପାରିବ ନହିଁ । ଭଲ ଓ ସିଧା ମଣିଷକୁ ସମସତେ ଦବେଇକି ରଖିଥାନ୍ତି । ତାର ସରଳତା ଓ ସଚୋଟତାକୁ ଲୋକ ପାଗଳାମି ବୋଲି ଭାବିଥାନ୍ତି ।

ଯେମିତି ଜଙ୍ଗଲରେ ସିଧା ଗଛକୁ ହିଁ ଆଗ କଟାଯାଇଥାଏ । ଆଉ ଛୋଟ ଓ ବଙ୍କା ଗଛ ଏମିତି ଠିଆ ହୋଇଥାନ୍ତି । ଶେଥି ଲାଗି ଏତେବୀ ସରଲ ହୁଅନି ଲୋକ ଆପଣଙ୍କୁ ଲୁଟି ପାରନ୍ତି । ପେଚା ଦିନରେ ଦେଖି ପାରେନି ଏଥିରେ ସୂର୍ଯ୍ୟର କଣ ଦୋଷ ରହିଛି, ଚାତକ ମୁହଁରେ ଗୋଟିଏବି ବର୍ଷାର ବୁନ୍ଦା ପଡିନଥାଏ ଏଥିରେ ବାଦଲର କଣ ଦୋଷ ଥାଏ । ଏହା ବୁଝିବାକୁ ହେବାକୀ ଏହା ସବୁ ବିଧତାର ଦେନ ଅଟେ । ଇଶ୍ଵର ମହାନ ଓ ସର୍ବ ଶକ୍ତିମାନ ଅଟନ୍ତି , ଏହି ସଂସାରର ଡୋର ଭଗବାନଙ୍କ ହାତରେ ଥାଏ । ଇଶ୍ଵର ରାଜାକୁ ଦାସ ଓ ଦାସକୁ ରାଜା ବଣାଇ ଥାନ୍ତି । ଇଶ୍ଵର ହିଁ ବଡ ଲୋକ ଓ ଗରିବ ଲୋକ କରିଥାନ୍ତି ।

Loading...

ଈଶ୍ବରଙ୍କ ଭରସା ରଖନ୍ତୁ କାରଣ ସେ ସମସ୍ତଙ୍କର ଯତ୍ନ ନେଇଥାନ୍ତି । କିଛି ଲୋକ ଅଛନ୍ତି ପଥର ଟୁକୁଡାକୁ ହିଁ ହୀରା ମାନିଥାନ୍ତି, କିନ୍ତୁ ଅସଲି ରତ୍ନତ ଖାଦ୍ଯ, ପାଣି, ଜ୍ଞାନ ହିଁ ହୋଇଥାଏ । ଏହି ତିନୋଟି ରତ୍ନ ଠାରୁ ଆଉ କିଛି ନହିଁ । ଜୀବନର ଅର୍ଥ ଏହାକି ସବୁବେଳେ ଠିକ କାମରେ ଲଗାଅ । ଭଲ ଜ୍ଞାନ ଦ୍ଵାରା ପୁରୁଷ ମହାନ ବନିଥାଏ । ଏହା କେବେ ଭୁଲନ୍ତୁ ନହିଁକି ଜୀବନ ଅସ୍ଥାୟୀ ଅଟେ । ସେହି ଲାଗି ଜୀବନର ସବୁ ସମୟ କିଛି ଭଲ କାମ ପାଇଁ ଲଗାଇବା ଦରକାର । ଯେତେ ପର୍ଯ୍ୟନ୍ତ ଜୀବନ ରହିଛି ସେତେ ପର୍ଯ୍ୟନ୍ତ ସବୁ ଜିନିଷରେ ଆନନ୍ଦ ରହିଛି ।

କିନ୍ତୁ ଯେମିତି ମୃତ୍ୟୁ ଆସି ଜୀବନର ଅନ୍ତ କରିଦେଇଥାଏ ଏହା ସହିତ ସବୁ ଜିନିଷର ଅନ୍ତ ହୋଇଯାଇଥାଏ । ଏହି ସଂସାରରେ ଭଗବାନଙ୍କୁ ଛାଡି ସବୁ ଜିନିଷ ଅସ୍ଥାୟୀ ଅଟେ । ଏହି ଘର ଦ୍ଵାରା ଟଙ୍କା ପଇସା, ସମ୍ପର୍କ ସବୁ ଅସ୍ଥାୟୀ ଅଟେ । ଏହା ଭିତରେ କେହି କାହା ସାଥ ଦେଇ ନଥାଏ । କେବଳ ଧର୍ମ ହିଁ ଅଟଳ ସତ୍ୟ ଅଟେ । ଅନ୍ୟ ଭଲ ଚାହିଁଲେ ଯାଇ ଆତ୍ମିକ ଶାନ୍ତି ପାଇ ପାରିବେ । ଇନ୍ଦ୍ରିୟ ଉପରେ ସଂଯମତା ଓ ଜୀବନଙ୍କ ଉପରେ ଦୟା କରିବା ଦ୍ଵାରା ହିଁ ମୁକ୍ତି ମିଳିଥାଏ । କର୍ମରୁ ହିଁ ଲୋକ ଛୋଟ ବଡ ବନିଥାଏ ଶେଠୀ ପାଇଁ ସାବିବେଳେ କର୍ମ କରନ୍ତୁ ଓ ଖରାପ ଜିନିଷରୁ ଦୂରେଇ ରୁହନ୍ତୁ । ଭଲ କମ କରିବା ଦ୍ଵାରା ସୁଖ ଓ ଶାନ୍ତି ମିଳିଥାଏ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *