ବନ୍ଧୁଗଣ ଦୀପାବଳି ପରେ ହୋଲିକା ଦହନ ସବୁଠାରୁ ବଡ ପର୍ବ ମାନାଯାଇଥାଏ । ହିନ୍ଦୀ ପଞ୍ଚାଙ୍ଗ ଅନୁଯାୟୀ ଫାଲ୍ଗୁନ ପୂର୍ଣ୍ଣିମାରେ ପ୍ରଦୋଷ କାଳରେ ହୋଲିକା ଦହନ ହୋଇଥାଏ । ତା ପର ଦିନ କୃଷ୍ଣ ଚୈତ୍ର ପ୍ରତିପଦାରେ ହୋଲି ଖେଳା ଯାଇଥାଏ । ରଙ୍ଗର ପର୍ବ ହୋଲିରେ ଲୋକ ପରସ୍ପରକୁ ରଙ୍ଗ, ଅଭୀର ଲଗାଇ ଅଭିନନନ୍ଦ ଜଣାଇଥାନ୍ତି । ଚଳିତ ବର୍ଷ ମାର୍ଚ୍ଚ 8 ତାରିଖ ଶୁକ୍ରବାର ଦିନ ପଡୁଛି ହୋଲକା ଦହନ । ଏହି ଦିନ ଏମିତି ମହାସଂଯୋଗ ବନୁଛି ଯାହା ଦ୍ଵାରା 4ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।
ମେଷ ରାଶି : ଏହି ଥର ହୋଲକା ଦହନର ଶୁଭ ଅବସରରେ ଆପଣଙ୍କ କିସ୍ମତ ଚମକିଯିବ । ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଧନର ଲାଭ ହେବ । ଚାକିରି ସମ୍ବଧିତ ବଡ ପଦ ମିଳିପାରେ । ବେତନରେ ବୃଦ୍ଧି ହୋଇପାରେ । ବିଦେଶରେ ଚାକିରି କରିବାର ସ୍ଵପ୍ନ ପୂରଣ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ଆୟରେ ବୃଦ୍ଧି ହେବ । ଆପଣଙ୍କ ସବୁ କାମ ସଫଳତା ପୂର୍ବକ ହେବ । ଘର ପରିବାରରେ ଖୁସି ପୂର୍ଣ୍ଣ ମାହୋଲ ରହିବ ।
ତୁଳା ରାଶି : ଧନର ଦେବୀ ମା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ଏହି ଥର ହୋଲିକା ଦହନ ଅବସରରେ ଆପଣଙ୍କ ପାଇଁ ଲାଭପ୍ରଦ ସାବ୍ଯସ୍ତ ହେବ । ଧନ ପ୍ରାପ୍ତିର ଯୋଗ ଅଛି । ସମାଜରେ ଆପଣଙ୍କର ପ୍ରଶଂସା ହେବ । ଆପଣ କିଛି ନୂଆ ଅବସର ପ୍ରାପ୍ତ କରିବେ ଯାହାର ଅପେକ୍ଷାରେ ଆପଣ ଥିଲେ । ଆପଣଙ୍କ ଜୀବନ ସୁଖମୟ ହେବ । ଆୟରେ ସ୍ରୋତର ବୃଦ୍ଧି ହେବ । ଧନ ଲାଭର ପ୍ରବଳ ଯୋଗ ଅଛି । କାରୋବାରରେ ଦୁଇ ଗୁଣା ଉନ୍ନତି ହେବ । ସାମାଜିକ କ୍ଷେତ୍ରରେ ଅଫଳତା ପାଇବେ । ଚାକିରିରେ ପ୍ରମୋଶନ ହୋଇପାରେ ।
କୁମ୍ଭ ରାଶି : ଧନର ଦେବୀ ମା ଲକ୍ଷ୍ମୀ ଙ୍କ କୃପାରୁ ଫାଲଗୁନ ପୂର୍ଣ୍ଣିମା ହୋଲିକା ଦହନ ଅବସାରେ ଶୁଭ ସନ୍ଦେଶ ମିଳିବ । ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତର ଧନ ମିଳିବ । ବନ୍ଧୁଙ୍କ ସହ ମିଳାମିଶା କରିବେ । ପରିବାର ଓ ଜୀବନସାଥିଙ୍କ ସହଯୋଗ ପାଇବେ । ଆପଣଙ୍କ ମଧୁର ବାଣୀ ଦ୍ଵାରା ସବୁ କାମ ପୂର୍ଣ୍ଣ ହେବ । ଧନର ଯୋଗ ଅଛି । ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ।
କନ୍ୟା ରାଶି : ମା ଲକ୍ଷ୍ମୀ ଙ୍କ କୃପାରୁ ମହାଲକ୍ଷ୍ମୀ ଯୋଗ କାରଣରୁ ହୋଲିକା ଦହନ ଅତ୍ୟନ୍ତ ଶୁଭ ରହିବ । ବହୁତ ବଡ ଖୁସି ଖବର ପ୍ରାପ୍ତ ହେବ ଯାହାକୁ ଶୁଣିବା ପରେ ଆପଣଙ୍କ ଖୁଶିର ଠିକଣା ରହିବ ନାହି । ଦାଂପତ୍ଯ ଜୀବନ ସୁଖମୟ ହେବ । ଆକସ୍ମିକ ଧନ ଲାଭ ହେବ । ଡେକୋରେସନ, ଆଭୁଷଣ, କଳା ଜଗତରେ କାମ କରୁଥିବା ବ୍ୟକ୍ତିଙ୍କୁ ଅପାର ସଫଳତା ମିଳିବ । ବଡ ଆର୍ଥିକ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।