ମୃତ୍ୟୁ ପୂର୍ବରୁ ହିଁ ଅମିତାଭ ଦୁଇ ଖଣ୍ଡରେ ବାଣ୍ଟି ଦେଲେ ନିଜ ଘର, ବହୁତ ଝଗଡା କଲେ ଐଶ୍ଵର୍ଯ୍ୟା ଏବଂ ଝିଅ ଶ୍ଵେତା

ବଲିଉଡରେ ଅମିତାଭ ବଚନ ଓ ତାଙ୍କ ପରିବାରକୁ କିଏ ଜାଣିନାହାଁନ୍ତି ଏବଂ ତାଙ୍କ ପରିବାର ସବୁବେଳେ ଖୁସିରେ ରୁହନ୍ତି । ଯେବେଠାରୁ ବଚନ ଖାନଦାନର ବୋହୁ ଐଶ୍ଵର୍ଯ୍ୟା ହୋଇଛନ୍ତି ସେବେଠାରୁ ତାଙ୍କୁ ନେଇ କିଛି ଖବର ଆସୁଛି । ଆମେ ସମସ୍ତେ ଜାଣିଛୁ କି ୨୦୦୭ ରେ ଅଭିଷେକ ବିଶ୍ଵ ସୁନ୍ଦରୀ ଐଶ୍ଵର୍ଯ୍ୟା ରାୟ ଙ୍କୁ ବିବାହ କରିଥିଲେ । ଖବର ମିଳିଛି କି ଅଭିଷେକ ଓ ଐଶ୍ଵର୍ଯ୍ୟା ଏବେ ନିଜ ଘର ଛାଡି ଅନ୍ୟ ଏକ ଘରକୁ ସିଫ୍ଟ କରିପାରନ୍ତି । ବିବାହର କିଛି ଦିନ ପର୍ଯ୍ୟନ୍ତ ଐଶ୍ଵର୍ଯ୍ୟା ଏବଂ ବଚନ ପରିବାରର ଝିଅ ଶ୍ଵେତା ଙ୍କ ଭିତରେ ସବୁ କିଛି ଠିକ ଥିଲା କିନ୍ତୁ କିଛି ଦିନ ହେଲା ଦୁଇଜଣଙ୍କ ସମ୍ପର୍କରେ ଖଟାପଣ ଆସିଯାଇଛି ।

Image Courtesy: Google

ଦୁଇ ଜଣ ନିଜ ନିଜ ଭିତରେ କଥା ହେବୀବି ବନ୍ଦ କରିଦେଇଛନ୍ତି । ଫରାକ ଖାନ ଙ୍କ ଜନ୍ମ ଦିନରେ ଏକ ବଡ ପାର୍ଟିର ବ୍ୟବସ୍ତା ହୋଇଥିଲା ସେଟାକୁ ସମସ୍ତେ ଆସିଥିଲେ କିନ୍ତୁ ଐଶ୍ଵର୍ଯ୍ୟା ଆସିଲେ ନାହିଁ । ଏହା ବ୍ଯତୀତ ବିରାଟ-ଅନୁଷ୍କା ଙ୍କ ରିସେପସନ ମୁମ୍ବାଇ ରେ ରଖାଯାଇଥିଲା ସେଠାରେ ମଧ୍ୟ ସେ ଦୁଇଜଣ ଜେନ ଆଉଜଣକୁ ଇଗନୋର କରୁଥିଲେ । କେବଳ ଏତିକି ନୁହେଁ ଶ୍ଵେତା ତ ଐଶ୍ଵର୍ଯ୍ୟା ଙ୍କ ଝିଅ ଆରାଧ୍ୟା ଙ୍କ ଜନ୍ମଦିନରେ ଠାରୁ ନେଇ ଘରେ ଡିନର ପର୍ଯ୍ୟନ୍ତ ବି ଯୋଗ ଦିଅନ୍ତି ନାହିଁ ।

Image Courtesy: Google

ବଚନ ପରିବାରକୁ ବଲିଉଡରେ ବହୁତ ସଂମ୍ମାନ ମିଳିଥାଏ ଏବଂ ତାଙ୍କ ପରିବାରକୁ ସମତେ ତାରିଫ କରିଥାନ୍ତି କିନ୍ତୁ କେଜାଣି ଏହି ପରିବାରକୁ କାହାର ଖରାପ ନଜର ଲାଗିଗଲା । ଯେବେଠାରୁ ଅଭିଷେକ ଙ୍କ ବାହାଘର ହୋଇଛି ତାର ୧-୨ ବର୍ଷ ପରେ କିଛି ଠିକ ଚାଲୁ ନାହିଁ । କେବେ ଐଶ୍ଵର୍ଯ୍ୟା ଏବଂ ଜାୟାଙ୍କୁ ନେଇ କିଛି ଝଗଡା ହେଉଛି ତ କେବେ ଐଶ୍ଵର୍ଯ୍ୟା ଏବଂ ତାଙ୍କ ନଣନ୍ଦ କୁ ନେଇ ହେଉଛି ।

Image Courtesy: Google

ଏବେ ଆପଣ ଅନୁମାନ କରନ୍ତୁ ଏହା ପଛରେ କଣ କାରଣ ଅଛି ? ଏହା ଏତେ ପରିମାଣରେ ବଢିଯାଇଛି କି ବଲିଉଡର ଗଳିରେ ବି ଏହି ଖବର ପହଞ୍ଚି ସାରିଛି । ସବୁ ଜାଗାରେ ନଣନ୍ଦ ଭାଉଜଙ୍କ ସମ୍ପର୍କ ବିଷୟରେ ଆଲୋଚନା ଚାଲିଛି । ଏବେ ଆପଣ ଜାଣି ପାରୁଥିବେ କି ଏହି ନଣନ୍ଦ ଭାଉଜଙ୍କ ଭିତରେ ଆଉ କଥା ବାର୍ତା ନାହିଁ । ଏବେ ଐଶ୍ଵର୍ଯ୍ୟା ତାଙ୍କ ନୂଆ ଫିଲ୍ମ ପାଇଁ ବ୍ୟସ୍ତ ରହୁଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *