ଏହା ଅଟେ ସଞ୍ଜିବନୀ ବୁଟୀ: ମରିବା ପର୍ଯ୍ୟନ୍ତ ହେବନି କୌଣସି ରୋଗ, ବାସ କରନ୍ତୁ ଏହାର ସେବନ- Swami Ramdev

ଆମ ଭାରତ ବର୍ଷରେ ଅନେକ ପ୍ରକାରର ଜଡିବୁଟି ମିଳିଥାଏ । ଆଜି ନୁହେଁ ଏହାକୁ ହଜାର ବର୍ଷରୁ ପ୍ରୟୋଗ କରାଯାଉଛି । ଭାରତବର୍ଷ ଜଡିବୁଟିର ଦେଶ ଅଟେ । ସେଥିପାଇଁ ଆମ୍ଭମାନଙ୍କୁ ଚାଇନୀଜ ସାମାନକୁ ବହିରସ୍କୃତ କରିବାକୁ ହେବ ଓ ନିଜର ସ୍ଵଦେଶୀ ଜିନିଷକୁ ବ୍ୟବହାର କରିବା ଦରକାର ।

ଆମ ଦେଶରେ ଯେଉଁ ସ୍ଵଦେଶୀ ଜଡିବୁଟି ଅଛି ତାକୁ ଗ୍ରହର କରିବା ଉଚିତ । ଯେଉଁ ଗଛଟି ଦେଖୁଛନ୍ତି ସେଇ ବିଷୟରେ କହିବୁ ଆଜି ଓ ତାର ଗୁଣ ବିଷୟରେ ଓ ଏଥିରେ କେଉଁ କେଉଁ ରୋଗ ଦୂର ହୋଇଥାଏ ସେ ବିଷୟରେ ଆଲୋଚନା କରିବା ।

Image Courtesy: Google

ଏହି ଗଛଟିକୁ ଦେଖନ୍ତୁ ଏହାରନାମ ହେଲା ଗବ ଗଛ ଓ ଇଂରାଜୀରେ କ୍ୟାଷ୍ଟରଲ ଟ୍ରୀ କୁହାଯାଏ । ଏହା ଭାରତୀୟ ଗଛ ଅଟେ । ଏହାକୁ ଭାରତ ବର୍ଷରେ ସବୁ ଆଡେ ଦେଖିବାକୁ ମିଳିଥାଏ । ବହୁତ ଜାଗାରେ ଏହାର ଚାଷ ମଧ୍ୟ କରାଯାଇଥାଏ । ଏହି ଗବ ଗଛ ଔଷଧିର ଭଣ୍ଡାର ଅଟେ । ଏହାର ଯେଉଁ ମଞ୍ଜି ହୋଇଥାଏ ସେଥିରୁ ତେଲ ବାହାର କରାଯାଏ ଓ ଔଷଧୀୟ କାର୍ଯ୍ୟରେ ବହୁତ ବ୍ୟବହାର କରାଯାଇଥାଏ । ଯଦି ଏହାର ଆୟୁର୍ବେଦିକ ଗୁଣ ଓ ଧର୍ମ ବିଷୟରେ କଫ, ବାତ, ପିତ ବର୍ଦ୍ଧକ, ଏହା ଛଡା ପୁରୁଷଙ୍କର ଶୁକ୍ର ବର୍ଦ୍ଧକ ଓ ଗର୍ଭାଶୟରେ ଇନଫେକସନ ଦୂର କରିଥାଏ ।

Image Courtesy: Google

ଏହା ସହିତ ଜ୍ଵରକୁ ମଧ୍ୟ ଦୂର କରିଥାଏ । ତ୍ଵଚା ରୋଗରେବୀ ଏହା ବହୁତ ଫାଇଦା ଦେଇଥାଏ । ଯଦି କିଛି ବାଳ ଝାଡିବାର ସମସ୍ୟା ଅଛି ଏହାକୁ ପ୍ରୟୋଗ କରିବା ଦ୍ଵାରା ବହୁତ ଲାଭଦେଇଥାଏ । ଆସନ୍ତୁ ଜାଣିବା ଗବ ଗଛର ପ୍ରୟୋଗ ଜାଣିବା ବିସ୍ତାର ରୂପରେ । କେଉଁ କେଉଁ ବିମାରୀରେ ଏହାର ପ୍ରୟୋଗ କରାଯାଇଥାଏ, କେତେ ମାତ୍ରାରେ କରିବା ଆବଶ୍ୟକ ଓ କେମିତି କରିବେ । ଗବ ଗଛ ଚର୍ମ ଓ କେସ ପାଇଁ ବହୁତ ଫାଇଦା କରିଥାଏ । ଗବ ଗଛର ଚେର ବାହାରକରି ଏହାକୁ ୪୦୦ ଗ୍ରାମ ପାଣିରେ କମ ଆଞ୍ଚରେ ଫୁଟେଇବେ ଓ ୧୦୦ ଗ୍ରାମ ଭଳି ରହିଲେ ତାହାକୁ ଛାଣି ତାହାର ସେବନ କରନ୍ତୁ ।

Image Courtesy: Google

ଏଥିରେ ଚର୍ମ ସମ୍ବନ୍ଦୀୟ ରୋଗ ଦୂର ହୋଇଥାଏ । ଏହାର ତେଲକୁ ଚର୍ମରେ ଲଗେଇଲେ ଦାଗ, କୁଣ୍ଡିଆ ସମ୍ବଧି ରୋଗ ଦୂର ହୋଇଥାଏ । ଯଦି କେସ ଝଡିବାର ସମସ୍ୟା ରହୁଛିକି ଚନ୍ଦା ପଣରୁ ମୁକ୍ତି ପାଇବା ପାଇଁ କାଷ୍ଟର ଅଏଲ କୁ ଯେଉଁଠି ଚୁଟି ନହିଁ ସେଠି ଧୀରେ ଧୀରେ ମାଲିସ କରନ୍ତୁ । ସେଠି କେସ କଅଁଳିବା ଆରମ୍ଭ ହେବ ସହିତ କେସ ମଜଭୁତ ଓ ଘନା ହୋଇଥାଏ । ଏହି ତେଲ ବ୍ୟବହାର କରିବା ଦ୍ଵାରା କେସ ବହୁତ ଦ୍ରୁତ ଗତିରେ ବଢିଥାଏ । ଯଦି ମୁଣ୍ଡ ବିନ୍ଧା ସମସ୍ୟା ରହୁଛି ଏହାର ଚେରକୁ ନେଇ ତାକୁ ପେଶୀ ମଥାରେ ଲଗେଇବା ଦ୍ଵାରା ୫ ମିନିଟରେ ଆପଣଙ୍କୁ ଆରାମ ମିଳିଥାଏ । ଯଦି ଦାନ୍ତରେ କିଛି ସମସ୍ୟା ଦେଖାଦେବ ଯେମିତିକି ପାଇରିଆ, ମାଢିରୁ ରକ୍ତ ବାହାରିବା ଏହି ଗଛର ତେଲ ବହୁତ ଭଲ ହୋଇଥାଏ ।

Image Courtesy: Google

ତେଲରେ କର୍ପୁର ମିଶାଇ ଦାନ୍ତରେ ଧୀରେ ମାଲିସ କରନ୍ତୁ ।ଏହାକୁ ସକାଳେ ସନ୍ଧ୍ୟାରେ ଏହାର ପ୍ରୟୋଗ କରନ୍ତୁ ବହୁତ ଭଲ ଅଟେ । ଓ ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ମାଧିରେ ଲଗେଇକି ସୁଅନ୍ତୁ ।ଗବ ଗଛର ଯେଉଁ ମଞ୍ଜି ହୋଇଥାଏ ତାର ଚୋପ ବାହାର କରି ଗୋଟେ ଗ୍ଲାସ କ୍ଷୀରରେ ସେଇ ମଞ୍ଜିକୁ ପେଶୀକି ପିଇବା ଦ୍ଵାରା ଶରୀରରେ କୌଣସି ପ୍ରକାର ଦରଜ ହେଉକି ଅଣ୍ଟା ଦରଜ ହେଉ, ଆଣ୍ଠୁଗଣ୍ଠି ଦରଜ ହେଉ ସବୁ ଦୂର କରିଥାଏ ।

Image Courtesy: Google

ଯଦି ମହିଳା ମାନଙ୍କର ମାସିକ ଧର୍ମରେ କିଛି ଅସୁବିଧା ହେଉଛିକି ପେଟ ଦରଜ କି ବେସୀ ବ୍ଲିଡିଙ୍ଗ ହେଉଛି ଏହି ଗବ ଗଛର ଦୁଇ ତିନୋଟି ପତ୍ରକୁ ଆଣି ତାୱାରେ ସେକି ପେଟରେ ଯଦି ବାନ୍ଧିବା ଏହି ସବୁ ଜିନିଷରୁ ମୁକ୍ତି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *